ରାଜ୍ୟର ବେସରକାରୀ ସ୍କୁଲଗୁଡ଼ିକ ତିନିମାସ ପାଇଁ ନେବେ ନାହିଁ ଫି, ପଢନ୍ତୁ ସମ୍ପୁର୍ଣ୍ଣ ଖବର

ରାଜ୍ୟ ନିଜି ସ୍କୁଲ ଏପ୍ରିଲ, ମଇ ଏବଂ ଜୁନ ତିନି ମାସ ଫିସ ପାଇଁ ଅଭିଭାବକ ମାନଙ୍କ ଉପରେ ଜୋର ଦେବେ ନାହିଁ, ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପ୍ରସ୍ତାବ ବିଷୟରେ ମଙ୍ଗଳବାର ମୁହାର ଲାଗିଛି । ସେ ଫିସ ସମ୍ବନ୍ଧିତ ଘଟଣା ଉପରେ ତିନି ସଦସ୍ୟ କମେଟି ଗଠନ କରିଛନ୍ତି, ଯିଏ ଗୋଟେ ମାସରେ ନିଜ ରିପୋର୍ଟ ତିଆରି କରି ଦେବେ । ଏହି ରିପୋର୍ଟ ଅନୁଯାଇ ଏହି ତିନି ମାସ ଫିସ ନିଆ ଯିବ ବା କେଉଁ କେଉଁ ଲୋକ ଫିସ ଛଡା ଯିବ ଏହା ନିସ୍ପତି କରାଯିବ ।

ଶିକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ନିଜି ସ୍କୁଲକୁ ଏବେ ତିନି ମାସ ଫିସ ନବା ପାଇଁ ମନା କରା ଯାଇଛି, ତିନି ସଦସ୍ୟାୟୀ କମେଟି ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜି ସ୍କୁଲ ଲକଡାଉନ ଅବଧି ଫିସ ନେବେ ନାହିଁ । ଶିକ୍ଷା ବିଭାଗ ଏହାର ପୂର୍ଣ ରୂପରେ ସମୀକ୍ଷା କରିବେ, ଏଥିରେ ନିଜି ସ୍କୁଲ, ତାଙ୍କ ସଂଗଠନ, ଅଭିଭାବକ ଏବଂ ତାଙ୍କ ସଂଘ ସହ କଥା ବାର୍ତା ହବ ।

କମେଟି ରିପୋର୍ଟ ରେ ଯଦି କୌଣସି କଥାରେ ଫିସ ଦବା କଥା ହେଲା ତେବେ ତା ପାଇଁ ମଧ୍ୟ ଅଭିଭାବକ ମାନଙ୍କ ଉପରେ ଏହା ପାଇଁ ଜୋର ଦିଅ ଜୀବ ନାହିଁ ।  ଏହାକୁ ଦବା ପାଇଁ ଲୋକଙ୍କୁ ପୁରା ସେଶନ ସମୟ ଦିଆ ଜୀବ, ସ୍କୁଲି ଶିକ୍ଷା ଏବଂ ସାକ୍ଷରତା ବିଭାଗ ପ୍ରସ୍ତାବ ରେ ଦିଲ୍ଲୀ ହାଇ କୋର୍ଟ ନିସ୍ପତି ସହ ବିହାର, ଓଡିଶା, ଗୁଜରାତ, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ସରକାର ନିର୍ଦେଶ ମଧ୍ୟ ସମାୟୋଜନ କରା ଗଲା ।

ଅଲଗା ଜାଗାରେ କେବଳ ଟ୍ୟୁସନ ଫିସ ନବା ପାଇଁ ଅନୁମତି ପ୍ରଦାନ କରା ଗଲା, ଏବଂ ବସ ଭଡା ସହ ଡେବଲ ପେମେଣ୍ଟ ଫିସ ଓ ଅନ୍ୟ ସବୁ ପ୍ରକାର ଶୁକ୍ଳ କ୍ଷମା କରି ଦିଅ ଯିବେ । ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ମଙ୍ଗଳବାରକୁ କେନ୍ଦ୍ରୀୟ ମାନବ ସଂସାଦନ ମନ୍ତ୍ରୀ ନିଜି ସ୍କୁଲ ଫିସ କ୍ଷମା କରିବା ପାଇଁ ଗାଇଡଲାଇନ୍ସ ଜାରି କରିବା ପାଇଁ ଅପିଲ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *