ଏହି କାର୍ଡ ମାନଙ୍କ ମଧ୍ୟରୁ ଗୋଟେ କାର୍ଡ ବାଛନ୍ତୁ ଓ ନିଜ ବିଷୟରେ ଜାଣନ୍ତୁ ଏହି ବଡ ରାଜ

ଦୁନିଆରେ ସମସ୍ତଙ୍କ ନକାରାତ୍ମକ ଓ ସକାରାତ୍ମକ ସାଇଡ ହୋଇଥାଏ, ଯେତେବେଳେ ଜଣେ ଜଣଙ୍କ ପାଇ ଖରାପ ହୋଇଥାଏ ସେହି ସମୟରେ ଅନ୍ୟ ଜଣ ପାଇଁ ଭଲ ହୋଇଥାଏ । ଦୁନିଆରେ ସମସ୍ତଙ୍କ ଭିତରେ ସକାରାତ୍ମକ ଓ ନକାରାତ୍ମକ ଭାବ ରହିଥାଏ, ତେବେ ସେହି ଲୋକ ନିଜକୁ ଦୁନିଆ ଆଗରେ କିଭଳି ରଖିବ ଏହା ତା ଉପରେ ନିର୍ଭର କରିଥାଏ । ଦୁନିଆରେ କେହି ବି ସମ୍ପୂର୍ଣ ଭାବରେ ସକାରାତ୍ମକ ବା ସମ୍ପୂର୍ଣ ଭାବରେ ନକାରାତ୍ମକ ହୋଇ ନଥାଏ । କାହା ଭିତରେ ସକାରାତ୍ମକ ଭାବ ଅଧିକ ହୋଇଥାଏ କାହା ଭିତରେ କମ, ତେବେ କିଛି ଲୋକଙ୍କୁ ନିଜ ଡାର୍କ ସାଇଡ ବିଷୟରେ କିଛି ଜଣା ନଥାଏ ।

ଆଜି ଆମେ ଆପଣଙ୍କୁ ଏହି କାର୍ଡ ଅନୁଯାଇ ଆପଣଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ, ତେବେ ୩ଟି କାର୍ଡରୁ ଗୋଟେ କାର୍ଡ ବାଛି ନିଅନ୍ତୁ ।

Image Courtesy: Google

୧. ପ୍ରଥମ କାର୍ଡ ଯେଉଁ ଲୋକ ପସନ୍ଦ କରିଛନ୍ତି, ଏହାର ଅର୍ଥ ଆପଣଙ୍କ ଭିତରେ ସବୁଠାରୁ ଖରାପ କଥା ଏହା ଅଟେ ଯେ ଆପଣଙ୍କ ଜୀବନ ସବୁ ଭୁଲ ପାଇଁ ଆପଣ ଅନ୍ୟ କାହାକୁ ଦାଇ ମାନନ୍ତି, ସବୁ ଦୁର୍ଘଟଣା ବା ଖରାପ କାମ ପାଇଁ ଆପଣ ଅନ୍ୟ କାହାକୁ ଦୋଷୀ ମାନନ୍ତି । ଆପଣଙ୍କ ଜୀବନରେ ହୋଇପାରେ ଆପଣ ସବୁ ଆଡେ ଅସଫଳ ଅଛନ୍ତି କିନ୍ତୁ ଏହା ଭାଗ୍ୟ ବା ଅନ୍ୟ ଲୋକଙ୍କ ଦୋଷ ପାଇଁ ନୁହ ଏହା ଆପଣ ନିଜ ପାଇଁ ଅସଫଳ ଅଟନ୍ତି । ନିଜ ଭୁଲ ପାଇଁ ଅନ୍ୟ କାହାକୁ ଭୁଲ ମାନିଲେ ଭୁଲ ଠିକ ହୋଇନଥାଏ, ତେବେ ନିଜ ଭିତରେ ଖରାପ ଦେଖିବା ଆରମ୍ଭ କରନ୍ତୁ ହେଇ ପାରେ କିଛି ଭଲ ହେଇଯିବ ।

Image Courtesy: Google

୨. ଯେଉଁ ଲୋକ ମାନେ ଦ୍ଵିତୀୟ କାର୍ଡ ପସନ୍ଦ କରିଛନ୍ତି ସେହି ଭଳି ଲୋକ ନିଜ ମନ୍ଦ ସ୍ଵଭାବ ବିଷୟରେ ଭଲ ଭାବରେ ପରିଚିତ ହୋଇଥାନ୍ତି, ସେ ଏହା ମଧ୍ୟ ଜାଣି ଥାନ୍ତି ଯେ ତାଙ୍କ ଜୀବନରେ ଘଟି ଥିବା ସମସ୍ଯା କାରଣ କିଏ କିନ୍ତୁ ଭାବନାତ୍ମକ ସ୍ଵଭାବ ଅନୁଯାଇ ସେ ଏହାକୁ ସ୍ଵୀକାର କରନ୍ତି ନାହିଁ । ସେ ନିଜ ଇଛା ଓ ସୁବିଧା ଅନୁଯାଇ ଦୋଷୀ ପରିଚୟ କରିଥାନ୍ତି, ଆପଣଙ୍କୁ ବାସ୍ତବିକ ସମାଧାନ ଉପପରେ ଧ୍ୟାନ ଦବା ଉଚିତ । ଆପଣଙ୍କ ମନ ଅନୁଯାଇ ନିର୍ଦୋଷକୁ ଦୋଷୀ ଓ ଦୋଷୀକୁ ନିର୍ଦୋଷ ଭାବିବା ଭୁଲ ଅଟେ ।

Image Courtesy: Google

୩. ତୃତୀୟ କାର୍ଡ ପସନ୍ଦ କରିଥିବା ଲୋକ ବହୁତ କନ୍ଫ୍ଯୁଜ ହୋଇଥାନ୍ତି, ସେ ଭୁଲ ଓ ଠିକ ଭିନ୍ନତା ଜାଣି ପାରନ୍ତି ନାହିଁ, ଆପଣଙ୍କ ମନରେ ବହୁତ ପ୍ରକାର ଭାବନା ଆସିଥାଏ ଯେମିତିକି ଈର୍ଷା, ଦ୍ଵେଷ, କ୍ରୋଧ ଯାହା ଆପଣଙ୍କ ମନ୍ଦ ଭାଗ ହୋଇଥାନ୍ତି, ତେବେ କାହାକୁ ଈର୍ଷା କରିବା ପାପ ଅଟେ, କାହା ବିଷୟରେ ଖରାପ ଚିନ୍ତା କରିବା ଆପଣଙ୍କ ଜୀବନ ନର୍କ କରିଥାଏ ସେଥିପାଇଁ ଏହି ଭଳି ଭାବନାକୁ ନିଜ ଠାରୁ ଦୂରେଇ ରଖନ୍ତୁ ।

Leave a Reply

Your email address will not be published. Required fields are marked *