କରୋନାର ତୃତୀୟ ଲହରରୁ ନିଜ ପିଲାଙ୍କୁ କେମିତି ବଞ୍ଚେଇବେ, ଜାଣନ୍ତୁ Doctor ଙ୍କ ଠାରୁ

କ-ରୋ-ନା ପୁରା ଭାରତ ବର୍ଷରେ ବିକରାଳ ରୂପ ନେଇଛି ବର୍ତମାନ ଲୋକଙ୍କ ସଂ-କ୍ର-ମ-ଣ ସଂଖ୍ୟା ଦିନକୁ ଦିନ ବଢି ବଢି ଯାଉଛି ।

ଯାହା କାରଣରୁ ସରକାର ଲକଡାଉନ ପ୍ରକ୍ରିୟା ଆଉ କିଛି ଦିନ ପାଇଁ ବଢେଇବେ ବୋଲି ଚର୍ଚା ଚାଲିଛି ଏବେ ଏହାର କିଛି ଘୋଷଣା କରା ଯାଇ ନାହିଁ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଟୀକା ବର୍ତମାନ ପର୍ଯ୍ୟନ୍ତ କେବଳ ଯୁବା ଆଉ ବୃଦ୍ଧ ଲୋକଙ୍କୁ ଦିଆ ହେଉଛି କାହିଁକିନା ଏହି ଟିକାର ପ୍ରଶିକ୍ଷଣ ଛୁଆଙ୍କ ଉପରେ ହେଇ ନାହିଁ ସେଥିପାଇଁ ଛୋଟ ଛୁଆଙ୍କୁ ଦେଇ ହବ ନାହିଁ ।ଡକ୍ଟର ଆଉ ବିଶେଷଜ୍ଞ ମାନଙ୍କ କହିବା ଅନୁଯାଇ ଛୁଆଙ୍କ ଉପରେ କ-ରୋ-ନା ସଂ-କ୍ର-ମ-ଣ ଅଧିକ ହେଉ ନଥିଲା ।

ଯାହା କାରଣରୁ ଛୁଆଙ୍କ ପାଇଁ ଟୀକା ଏବେ ନିର୍ମାଣ କରା ଯାଇ ନାହିଁ କିନ୍ତୁ ବର୍ତମାନ ବୃଦ୍ଧ ଆଉ ଯୁବା ମାନଙ୍କୁ ଟୀକା ଦିଆ ହେଉଛି ଏହାର ଅର୍ଥ ତୃତୀୟ ଲହର କ-ରୋ-ନାର ଆସିଲେ ଏଥିରେ ଛୁଆ ମାନଙ୍କ ଆ-କ୍ରା-ନ୍ତ ହବାର ଅଧିକ ଚାନ୍ସ ରହୁଛି । ତେବେ ଛୁଆଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଉପରେ ବିଶେଷ ଧ୍ୟାନ ଦବା ଆବଶ୍ୟକ ହୋଇ ଯାଇଛି । ୱ୍ହୁ ଦ୍ଵାରା ଏହା ନିର୍ଦେଶ ମିଳିଛି ଯେ କ-ରୋ-ନା ଠାରୁ ଆ-କ୍ରା-ନ୍ତ ପୁରା ବିଶ୍ବରେ ସବୁଠାରୁ ଆମେରିକା ଲୋକ ହେଇଛନ୍ତି ।

ତେବେ କେବଳ ଦ୍ଵିତୀୟ ଲହର ଦୁଇ ମାସ ପରେ ଆମେରିକାରେ ତୃତୀୟ ଲହର ଆସିଥିଲା ଏହା ପରେ କ-ରୋ-ନା ପୀଡିତ ଲୋକଙ୍କ ସଂଖ୍ୟା ଗଣି ହେଲା ନାହିଁ ଏହା ଛଡା ମୃ-ତ୍ୟୁ ବହୁତ ଲୋକଙ୍କର ହୋଇଥିଲା । କୁହା ଯାଉଛି ଯେ ତା ଠାରୁ ବି ଖରାପ ଅବସ୍ଥା ଭାରତର ହବାକୁ ଯାଉଛି ଖବର ଅନୁଯାଇ ଦ୍ଵିତୀୟ ଲହର ଏବେ ଉଚ୍ଚକୁ ଯାଇ ନାହିଁ ଆଉ ଏତେ ନିଧନ ହୋଇ ଯାଇଛି ତେବେ ତୃତୀୟ ଲହର କେତେ ଭ-ୟ-ଙ୍କର ହବ ଏହାର ଭାବନା ମଧ୍ୟ କେହି କରି ପାରୁ ନାହାନ୍ତି ।

ତେବେ ଏମିତିକା ସ୍ଥିତିରେ ଛୁଆଙ୍କ ପ୍ରତି ମା ବାପାଙ୍କୁ ସଜାଗ ରହିବା ବହୁତ ଆବଶ୍ୟକ ରହିଛି । ଡକ୍ଟର ମାନଙ୍କ କହିବା ଅନୁଯାଇ ମା ବାପାଙ୍କୁ ନିଜ ଛୁଆଙ୍କୁ ଭରପୁର ପୋଷଣ ଖାଦ୍ଯ ଖାଇବାକୁ ଦବା ଉଚିତ କାହିଁକିନା ସ୍ଵସ୍ଥ ଛୁଆଙ୍କ ଉପରେ କ-ରୋ-ନା ସଂ-କ୍ର-ମ-ଣ କିଛି କାମ ଦେଇ ନଥାଏ ଆଉ ହେଲେ ମଧ୍ୟ କିଛି ବିଶେଷ ହାନି କରିନଥାଏ କିନ୍ତୁ ଯେଉଁ ପିଲାଙ୍କ ଜଙ୍କ ଫୁଡ ଖାଇବାର ଅଭ୍ଯାସ ଅଛି ବା ଛୁଆ କୁପୋସନ ଶି-କା-ର ଅଛନ୍ତି ତାଙ୍କ ପାଇଁ କ-ରୋ-ନା ବହୁତ ଘାତକ ସିଦ୍ଧ ହୋଇ ପାରେ ।

ମା ବାପା ଛୁଆଙ୍କ ପାଇଁ ବହୁତ ଚିନ୍ତିତ ହୋଇଥାନ୍ତି ତେବେ କିଛି ବି ହେଲେ ଛୁଆଙ୍କୁ ନେଇ ଡକ୍ଟର ପାଖକୁ ପହଞ୍ଚି ଯାଉଛନ୍ତି ଯାହା ବର୍ତମାନ ସମୟ ପାଇଁ ଭଲ ନାହିଁ କାହିଁକିନା ଆପଣ ନିଜ ଛୁଆଙ୍କୁ ବାହାର ଦୁନିଆରୁ ଯେତେ ବଞ୍ଚାଇ ରଖିବେ ଆପଣଙ୍କ ପାଇଁ ସେତେ ଭଲ ହବ ଯଦି ଆପଣଙ୍କୁ ଛୁଆଙ୍କ ଭିତରେ କୌଣସି ପ୍ରକାର ଲକ୍ଷଣ ଦେଖା ଯାଉଛି ତେବେ ଆପଣଙ୍କୁ ଟେଲି କଂସଲ୍ତେଂସୀ ଦ୍ଵାରା ଡକ୍ଟରକୁ ଛୁଆଙ୍କ ସବୁ ଲକ୍ଷଣ ବିଷୟରେ କହିବା ଉଚିତ ଡକ୍ଟର ସେହି ଅନୁଯାଇ ଆପଣଙ୍କୁ ଉପାୟ କହିବେ ଯଦି ଆପଣଙ୍କ ଡକ୍ଟର ଛୁଆକୁ ହସ୍ପିଟଲରେ ଏଡମିଟ କରିବାକୁ କହୁଛନ୍ତି ତେବେ ନିଜ ଛୁଆଙ୍କୁ ଆଣନ୍ତୁ ନଚେତ ଛୁଆଙ୍କର ଘରେ ଧ୍ୟାନ ରଖନ୍ତୁ ସେଇଟା ସବୁଠାରୁ ଭଲ ହୋଇଥାଏ ।

ତେବେ ଡକ୍ଟର ମାନଙ୍କ କହିବା ଅନୁଯାଇ କିଛି ଛୁଆଙ୍କ କ-ରୋ-ନା ସଋ ଆସିଲା ବେଳେ ଇନଫ୍ଲାମେସନ ସମସ୍ୟା ହୋଇଥାଏ ଯାହା ଦ୍ଵାରା ଛୁଆଙ୍କ ଜିଭ, ପାଟି, ଆଖି ସବୁ ନାଲି ପଡିଥାଏ ଆଉ ଛୁଆକୁ ନିଶ୍ଵାସ ନବାରେ ବହୁତ ଅସୁବିଧା ହୋଇଥାଏ ତେବେ ଆପଣଙ୍କୁ ଏହି ସମୟରେ ଛୁଆଙ୍କୁ ଆଇସିୟୁରେ ଏଡମିଟ କରିବା ଆବଶ୍ୟକ ନଚେତ ବହୁତ ଗମ୍ଭୀର ସମସ୍ୟା ହୋଇପାରେ । ତେବେ ନିଜ ଇଛା ଅନୁଯାଇ କାମ କରନ୍ତୁ ନାହିଁ ଛୁଆଙ୍କ ଜୀବନ କଥା ସେଥିପାଇଁ ଡକ୍ଟର କଥା ମାନିକି ଚାଲନ୍ତୁ ଆପଣଙ୍କ ପାଇଁ ଭଲ ରହିବ ।

Leave a Reply

Your email address will not be published. Required fields are marked *