ଶାଶୁଘରେ ରାଜ କରିଥାନ୍ତି ଏହି ୪ ଟି ନାମର ଝିଅମାନେ- Jyotisha Shastra

ବିବାହ ପରେ ଯେବେବି କୌଣସି ଝିଅ ତାର ଶ୍ଵଶୁର ଘର ଯାଇଥାଏ ତାକୁ ବହୁତ ପ୍ରକାର ନିୟମର ପାଳନ କରିବାକୁ ପଡିଥାଏ । ତାକୁ ଶ୍ଵଶୁର ଘର ଲୋକଙ୍କ ଅନୁ ସାରେ ନିଜକୁ ସେଇଭଳି କରିବାକୁ ପଡିଥାଏ ।

ସବୁ ଘର ରହିବା ଶୈଳୀ ଓ ଭାବନା ଅଲଗା ଲଗା ହୋଇଥାଏ । ଏତେ ଲୋକଙ୍କ ଭିତରେ ଯେବେ ଜେନ ଝିଅ ବୋହୁ ବଣିକି ଯାଇଥାଏ ତାକୁ ଘରର ମାହୋଲ ଅନୁସାରେ ନିଜକୁ ସେମିତି କରିବାକୁ ପଡିଥାଏ । କିନ୍ତୁ ସବୁ ଝିଅ ଏମିତି କରିନଥାନ୍ତି କିଛି ଝିଅ ସେମିତି କରିଥାନ୍ତି ।କିଛି ଝିଅ ବହୁତ ଟ୍ୟାଲେନଟେଡ ହୋଇଥାନ୍ତି ଯାହା ସେମାନେ ଘରର ରହିବା ଶୈଳୀକୁ ବଦଳାଇ ଦେଇଥାନ୍ତି ।


ଆଉ ନିଜ ଇଛାରେ ଘରକୁ ଚଳାଇ ରାଜ କରିଥାନ୍ତି । ଶ୍ଵଶୁର ଘରକୁ ଯାଇ ସବୁ କିଛି ସମ୍ଭାଳିବା ମଧ୍ୟ ଗୋଟିଏ ବହୁତ ଭଲ ଗୁଣ ହୋଇଥାଏ । ଯାହା ସମସ୍ତଙ୍କୁ ଆସିନଥାଏ । ଆମେ ଏଥିରେ ଚାରୋଟି ନାମର ଝିଅ ମାନଙ୍କ ବିଷୟରେ କହିବୁ ଯିଏ ନିଜ ଶ୍ଵଶୁର ଘରେ ରାଜ କରିଥାନ୍ତି । ଏହି ଝିଅ ମାନଙ୍କ ଭିତରେ ଏମିତି ଖାସ ଗୁଣ ହୋଇଥାଏ ଯାହା କାରଣରେ ଶ୍ଵଶୁର ଘରେ ତାଙ୍କର ହିଁ ଚାଲିଥାଏ ।


ଏ ନାମର ଝିଅ :- ଏହି ନାମର ଝିଅ ବହୁତ ଚାଲାକ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଓ ନିଜ କଥା ମନାଇବା ବହୁତ ଭଲରେ ଜଣା ଥାଏ । ସେ ଯେତେବେଳେ ଶ୍ଵଶୁର ଘର ଯାଇଥାନ୍ତି ସେ ତାଙ୍କର ମିଠା ମିଠା କଥା ଦ୍ଵାରା ସବୁ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରାଇଥାନ୍ତି । ଏହା ପରେ ସବୁ ଲୋକ ତାଙ୍କର ହିଁ ପ୍ରଶଂସା କରିଥାନ୍ତି । ଆଉ ତାଙ୍କର ଖିଲାପରେ କେହି ଯାଇନଥାନ୍ତି ତାଙ୍କର ଏହି ଗୁଣ ଶ୍ଵଶୁର ଘରେ ତାଙ୍କର ପ୍ରିୟ ହୋଇଥାନ୍ତି ।


ଏଚ ନାମର ଝିଅ :- ଏହି ନାମର ଝିଅ ବହୁତ ଗୁଣ ବତୀ ହୋଇଥାନ୍ତି । ସେ ତାଙ୍କର ଭଲ ଗୁଣ ଲାଗି ଶ୍ଵଶୁର ଘରେ ସମସ୍ତଙ୍କୁ ଖୁସି କରିଦେଇଥାଏ । ତାଙ୍କ ଏହି ଗୁଣ ଲାଗି ଶ୍ଵଶୁର ଘର ତାଙ୍କୁ ବହୁତ ଭଲ ପାଇଥାନ୍ତି । ଏହିଭଳି ସମସ୍ତଙ୍କ ମନରେ ତାଙ୍କ ପ୍ରତି ଇଜ୍ଜତ ବନିଯାଇଥାଏ । ଏହିଭଳି ଝିଅ ଘରକୁ ଆସିବା ଦ୍ଵାରା ଶ୍ଵଶୁର ଘରର ଛାତି ଗର୍ବରେ ଫୁଲି ଉଠିଥାଏ । ଏହି କାରଣରୁ ଏହି ନାମର ଝିଅ ଶ୍ବଶୁଏଆ ଘରେ ସନମାନର ସହିତ ରାଜ କରିଥାନ୍ତି ।


ଏମ ନାମର ଝିଅ :- ଏହି ନାମର ଝିଅ ଅନ୍ୟ ଲୋକଙ୍କ ମନକୁ ବଦଳାଇବା ବହୁତ ଭଲରେ ଜାଣିଥାନ୍ତି । ସେ ତାଙ୍କର କଥା ଦ୍ଵାରା କାହାରବି ଭାବନାକୁ ବଦଳାଇ ପାରିବେ । ସେ ଯେତେବେଳେ ଶ୍ଵଶୁର ଘର ଯାଇଥାନ୍ତି ଶ୍ଵଶୁର ଘର ହିସାବରେ ନିଜକୁ ବଦଳାଇ ନଥାନ୍ତି ନିଜ ହିସାବରେ ଶ୍ଵଶୁର ଘରକୁ ବଦଳାଇଥାନ୍ତି । ତାଙ୍କୁ ଜୀବନରେ ଚେଞ୍ଜେସ ବହୁତ ପସନ୍ଦ ହୋଇଥାଏ ।ଏମିତିରେ ନିଜ ଶ୍ଵଶୁର ଘରେ ବହୁତ ପ୍ରକାର ଚେଞ୍ଜେସ କରିଥାନ୍ତି ।


ଏସ ନାମର ଝିଅ :- ଏହି ନାମର ଝିଅ ଟିକେ ଡୋମିନେଟିଙ୍ଗ ହୋଇଥାନ୍ତି । ଏମାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । ଏମାନେ ନିଜ ଶ୍ଵଶୁର ଘରେ ବହୁତ ଭଲରେ ରହିଥାନ୍ତି । ଯିଏ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥାଏ ସେ ବେସୀ ଦିନ ପର୍ଯ୍ୟନ୍ତ ଟିକି ପାରେ ନହିଁ । ଶ୍ଵଶୁର ଘରେ ସେ ସମସ୍ତଙ୍କୁ ନିଜ ହିସାବରେ ଚଳାଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *