ଟ୍ୟୁସନ ଡାକି ଛାତ୍ରୀ ସହ କଲେ କିଛି ଏମିତି କାମ, Video ଭାଇରାଲ ହେବା ପରେ ହେଲା କିଛି ଏମିତି…

ନାରୀମାନଙ୍କୁ ଆମ ସମାଜରେ ବହୁତ ମାନ ସମ୍ମାନ ଦିଆଯାଏ । କିନ୍ତୁ ଏହା ସହିତ ଏହି ସମାଜରେ କେତେକ ନିଚ୍ଛ ଲୋକ ଅଛନ୍ତି ଯେଉଁମାନେ ମହିଳାମାନଙ୍କୁ କେବଳ ଖ-ରା-ପ ନଜରରେ ହିଁ ଦେଖନ୍ତି । ଏହା ସହିତ ଦିନକୁ ଦିନ ଝିଅମାନଙ୍କ ସହ ଖ-ରା-ପ ବ୍ୟବହାର ଓ ବ-ଳ-ତ୍କା-ର ମା-ମ-ଲା ବି ବଢି ଚାଲିଛି ।

ନ୍ୟୁଜରେ ସବୁଦିନ ଏହିଭଳି ଖ-ବ-ର ନିଶ୍ଚିତ ରୂପରେ ଆପଣ ଶୁଣିବାକୁ ପାଉଥିବେ । କିଛି ଅ-ପ-ରା-ଧୀଙ୍କୁ ଧରି ପୋ-ଲି-ସ ଉଚିତ ଦ-ଣ୍ଡ ବି ଦେଉଛି । କିନ୍ତୁ ଏହା ସତ୍ବେ ବି ଝିଅମାନଙ୍କର ବ-ଳ-ତ୍କା-ର ମା-ମ-ଲା କମ ହେଉ ନାହିଁ । ଆପଣମାନେ ସ୍କୁଲ କିମ୍ବା କଲେଜର ଅଧ୍ୟାପକ ଛାତ୍ରୀଙ୍କ ସହ ଖ-ରା-ପ ବ୍ୟବହାର କରୁଥିବାର ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ବର୍ତ୍ତମାନ ଏହିଭଳି ଏକ ମା-ମ-ଲା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଟ୍ୟୁସନ ନାଁରେ ଅଧ୍ୟାପକ ପ୍ରଥମେ ଛାତ୍ରୀ ସହ ଖ-ରା-ପ କାମ କରିଲା ଓ ଭି-ଡି-ଓ ଭା-ଇ-ରା-ଲ ହେବା ପରେ ବର୍ତ୍ତମାନ ପୋ-ଲି-ସ ହାତରେ ଅଧ୍ୟାପାକ । ଏତିକି ନୁହେଁ ସମାଜରେ ବଦନାମୀ ସହ କଲେଜରୁ ବାହାରା କରି ଦିଆଯାଇଛି ସେହି ଅଧ୍ୟାପାକକୁ । ଏବେ ରସିକନାଗାର ଅଧ୍ୟାପକକୁ ଜେ-ଲରେ ରହିବାକୁ ପଡିବ । ଏହି ମା-ମ-ଲା ବାଲେଶ୍ଵର ଜିଲାର । ଯେଉଁଠି ଜଣେ ଅଧ୍ୟାପକ ପ୍ରଥମେ ଛାତ୍ରୀକୁ ଟ୍ୟୁସନ ଦେବା ବାହାନରେ ନିଜ ପାଖକୁ ଡାକିଲା ଓ ଛାତ୍ରୀ ସହ ଅ-ସ-ଦା-ଚ-ର-ଣ କରିଲା ।

କିନ୍ତୁ ଯେତେବେଳେ ଭି-ଡି-ଓ ଭା-ଇ-ରା-ଲ ହେଲା ତେବେ ଯାଇ ପୋ-ଲି-ସ ଅଧ୍ୟାପକକୁ ଗି-ର-ଫ କରିଛି ଓ କୋର୍ଟ ମଧ୍ୟ ଚାଲାଣ କରିଛି । କହିଦେଉଛୁ କି ବାଲେଶ୍ଵର ଜିଲ୍ଲାର ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ନିଜ କଲେଜର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀ ସହ ନିଜ ଘରେ ଅ-ସ-ଦା-ଚ-ର-ଣ କରିଛନ୍ତି । ଛାତ୍ରୀ ଜଣକ ସାହସ କରି ବାଲେଶ୍ଵର ଜିଲ୍ଲାର ସଦର ଥା-ନାରେ ଅଧ୍ୟାପକଙ୍କ ବି-ରୁ-ଦ୍ଧରେ ଅ-ଭି-ଯୋ-ଗ କରିଲେ ଓ ଶେଷରେ ପୋ-ଲି-ସ ତାଙ୍କୁ ଗି-ର-ଫ ମଧ୍ୟ କରିଛି ।

ଏହି ଘ-ଟ-ଣା ଗତ ଏପ୍ରିଲ ମାସରେ ଘଟିଛି । ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜରର କର୍ତ୍ତୃପକ୍ଷଙ୍କୁ ଯେତେବେଳେ ଅଧ୍ୟାପକ ଶଶାଙ୍କ ଶେଖର ଦାସର ଏହି ଅ-ସ-ଦା-ଚ-ର-ଣ ବିଷୟରେ ଜଣା ପଡିଲା ତେବେ ସେମାନେ ସଙ୍ଗେ ସଙ୍ଗେ ଶଶାଙ୍କ ଶେଖର ଦାସକୁ କଲେଜରୁ ବାହାର କରି ଦେଲେ । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ମା-ମ-ଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହାର ଭି-ଡି-ଓ ଭା-ଇ-ରା-ଲ ହେଲା । ବର୍ତ୍ତମାନ ପୋ-ଲି-ସ ଏହି ପୁରା ମା-ମ-ଲାର ତ-ଦ-ନ୍ତ ଆରମ୍ଭ କରି ଦେଇଛି ।

କହିଦେଉଛୁ କି ସେହି ଛାତ୍ରୀକୁ ୧୮ବର୍ଷ ମଧ୍ୟ ହୋଇ ନ ଥିଲା । ଅଧ୍ୟାପକ ଉପରେ ପସ୍କୋ ଆକ୍ଟରେ ମା-ମ-ଲା ଦର୍ଜ କରାଯାଇଛି । ଏହି ମା-ମ-ଲା ସାମ୍ନାକୁ ଆସିବା ପରେ ସେହି କା-ଳ ର ଅନ୍ୟ କିଛି ଛାତ୍ରୀମାନେ ବି ଅଧ୍ୟାପକ ବି-ରୁ-ଦ୍ଧରେ ସମାନ ଅ-ଭି-ଯୋ-ଗ ଆଣିଛନ୍ତି । ସେମାନେ ଅ-ଭି-ଯୋ-ଗ ଅଟେ କି ପ୍ରାକ୍ଟିକାଲ ମାର୍କ ଓ ପରୀକ୍ଷାରେ ସାହାର୍ଯ୍ୟ ଓ ମାର୍କ ବଢାଇ ଦେବେ ବୋଲି କହି ଅଧ୍ୟାପାକ ଏହିଭଳି ଆମର ଫାଇଦା ଉଠାଉଥିଲେ । କହିବାକୁ ଗଲେ ଏହିଭଳି ଅଧ୍ୟାପକଙ୍କୁ ଉଚିତ ଦ-ଣ୍ଡ ମିଳିବା ଦରକାର ଯାହା ଦ୍ଵାରା ଅନ୍ୟମାନେ ଏହିଭଳି କାମ କରିବାକୁ ଭୟ କରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *