ଟିଭିର ଏହି ୫ଟି ଅଭିନେତ୍ରୀ କେବଳ ୧୪ ବର୍ଷ ବୟସରୁ ହିଁ ବୟଫ୍ରେଣ୍ଡ ଧରି ବୁଲୁଛନ୍ତି, 5 ନମ୍ବର ଉପରେ ତ ବିଶ୍ଵାସ ହେବନି  

ଟିଭି ଜଗତ ଓ ଚଳଚିତ୍ର ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ କିଏ କାହାକୁ ଭଲ ପାଇଲା ସେଥିରେ କିଛି ଜଣା ପଡି ନଥାଏ । ତେବେ ଏଠାରେ ନା ଜାତି ନା ଧର୍ମ ନା ବୟସ କିଛି ଦେଖନ୍ତି ନାହିଁ ଯାହାକୁ ଯିଏ ପସନ୍ଦ ସେ ତାକୁ ଗର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡ କରି ବୁଲିଥାନ୍ତି । ଆପଣ ମାନେ ଆସନ୍ତା ସମୟରେ ଏହି ସବୁ ଖବର ଶୁଣିବାକୁ ପାଇଥିବେ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ କମ ବୟଶ୍ରୁ ବୟଫ୍ରେଣ୍ଡ ଧରି ବୁଲିଲେଣି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଟିଭି ସିରିଏଲ ଦୁନିଆ ଅଭିନେତ୍ରୀ ମାନଙ୍କୁ କହିବାକୁ ଯାଉଛୁ ଯିଏ ବହୁତ କମ ବୟସରେ ବୟଫ୍ରେଣ୍ଡ ସହ ବୁଲୁଛନ୍ତି ।

Image Courtesy: Google

୧. ଆସିଫା ଖାନ :

ଟିଭି ଜାଗାତ ଆସିଫା ଖାନ ବର୍ତମାନରେ ଟିକ ଟକ ଷ୍ଟାର ଅଟନ୍ତି ତାଙ୍କ ଟିକ ଟକରେ କୋଟି କୋଟି ଫଲୋଅର୍ଶ ଅଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି । ତେବେ ଆପଣ ମାନେ ଟିକ ଟକରେ ଆସିଫାଙ୍କ ସାଙ୍ଗ ଲକିଙ୍କୁ ଟିକ ଟକରେ ତାଙ୍କ ସହ ବହୁତ ଭିଡିଓ ରେ ଦେଖିବାକୁ ପ୍ପାଇଥିବେ ଖବାର ଅନୁଯାଇ ଆସିଫା ଲକିଙ୍କୁ ଡେଟ କରୁଛନ୍ତି ।

Image Courtesy: Google

୨. କନିକା ମାନ :

ଆପଣ ମାନେ କନିକା ମାନଙ୍କୁ ବର୍ତମାନ ସିରିଏଲ “ଗୁଡନ ତୁମସେ ନା ହୋ ପାଏଗା” ରେ ଦେଖିବାକୁ ପାଇଥିବେ ତାଙ୍କ ସରଳ ସ୍ଵଭାବ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଛି । ବର୍ତମାନ କନିକାଙ୍କ ବୟସ କେବଳ ୧୯ ବର୍ଷ ଅଟେ ଓ ସେ ମୁଖ୍ୟ ଅଭିନେତା ଇମାନ ମଲକାନିଙ୍କୁ ଡେଟ କରୁଛନ୍ତି ।

୩. ରିୱା ଶେଠ :

ରିବା ଶେଠଙ୍କ ବୟସ କେବଳ ୧୫ ବର୍ଷ ଅଟେ ଓ ସେ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ବହୁତ କିଣି ପାରିଛନ୍ତି ବର୍ତମାନ ସେ “ତୁଝସେ ହେ ରାବତା”  ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ଓ ଖବର ଅନୁଯାଇ ଏହି ସିରିଏଲ କୋଷ୍ଟାର ସହବାନ ନାଜିମକୁ ଡେଟ କରୁଛନ୍ତି ବୋଲି ଖବର ଆସିଛି ।

Image Courtesy: Google

୪. ଅବନିତ କୋର :

ଅବନିତ କୋର ବହୁତ ଭଲ ଅଭିନେତ୍ରୀ ଅଟନ୍ତି ସେ ଛୁଆବେଳୁ କାମ କରି ଆସିଛନ୍ତି ଓ ବର୍ତମାନ ଅଲାଦିନ ଷୋରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ଓ ଖବର ଅନୁଯାଇ ନିଜ କୋଷ୍ଟାର ସିଦ୍ଧାର୍ଥକୁ ଡେଟ ମଧ୍ୟ କରୁଛନ୍ତି ।

୫. ଜନତ ଯୁବର ରେହମାନୀ :

ଜନତା ଯୁବର ରେହମାନୀଙ୍କୁ ଆପଣ ମାନେ ଛୋଟ ବେଳୁ ଅଭିନୟ କରୁଥିବାର ଦେଖିଥିବେ । ବର୍ତମାନ ଜନତ ସୋଶିଅଲ ମିଡିଆରେ ବହୁତ ବଡ ନା ଅଟନ୍ତି ଓ ଖବାର ଅନୁଯାଇ ସେ ଫେଜଳ ନାମ ଟିକ ଟକ ଷ୍ଟାରକୁ ଡେଟ କରୁଛନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *