ଟିଭି ଜଗତ ଏହି ୫ଟି Child Actor ଆଜି ହୋଇ ଯାଇଛନ୍ତି ବହୁତ Hot ଓ Bold

ବଲୀଉଡ ହେଉ ବା ଟିଭି ଜଗତ ଆଜିକା ସମୟରେ ଯେଉଁ ସିରିଏଲ ବା ଫିଲ୍ମରେ ବାଲ କଳାକାର ରହୁ ନାହାନ୍ତି ତାକୁ ଦେଖିବା କମ ଦର୍ଶକ ମାନେ ପସନ୍ଦ କରୁଛନ୍ତି । ତେବେ ଟିଭି ଦୁନିଆରେ ଏମିତି କୌଣସି ସିରିଏଲ ନଥିବ ଯେଉଁଥିରେ ବାଲ କଳାକାର ନଥିବେ । ବାଲ କଳାକାର ଅଭିନୟ ଦର୍ଶକ ମାନଙ୍କ ମନ କିଣିଥାଏ ଓ ତାଙ୍କ ଛୁଆଳିଆ କଥା ସମସ୍ତଙ୍କୁ ପସନ୍ଦ ଆସିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ବାଲ କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତମାନ ବଡ ହେଇଗଲେଣି କିନ୍ତୁ ଏତେ ସୁନ୍ଦର ଯେ ଆପଣ ଚିହ୍ନି ବି ପାରିବେ ନାହିଁ ।

Image Courtesy: Google

୧. ଅବିକା କୋର :

ଆପଣ ମାନେ ଅବିକା କୋରଙ୍କୁ ବେସ ଭଲ ଭାବରେ ଜାଣିଥିବେ ତେବେ ତାଙ୍କ ପ୍ରଥମ ସିରିଏଲ ଥିଲା ବାଳିକା ବଧୁ ଏହି ସିରିଏଲରେ ତାଙ୍କ କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ କରିଥିଲେ । ଏତେ ଛୋଟ ଛୁଆ ବହୁତ ସୁନ୍ଦର ଅଭିନୟ କରିଥିଲେ, ବର୍ତମାନ ଅବିକା କୋର ୨୨ ବର୍ଷ ର ହୋଇଯାଇଛନ୍ତି ଓ ବର୍ତମାନ ସେ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି, ଅବିକା ତେଲୁଗୁ ସିନେମାରେ ବହୁତ ଚର୍ଚିତ ନାମ ଅଟନ୍ତି ।

Image Courtesy: Google

୨. ଈଶିତା ପାଞ୍ଚଲ :

ଆପଣ ମାନେ ଈଶିତା ପାଞ୍ଚାଳଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ କଲର୍ସ ପପୁଲର ଶୋ ଉତରନରେ ଛୋଟ ତପସ୍ୟା ଅଭିନୟ କରିଥିଲେ । ଏବେ ଈଶିତା ବହୁତ ବଡ ହେଇ ଗଲେଣି ତାଙ୍କ ବୟସ ୨୧ ବର୍ଷ ଅଟେ ଓ ଦେଖିବା ପାଇଁ ସେ ବହୁତ ସୁନ୍ଦରୀ ଅଟନ୍ତି । ତାଙ୍କ ଅଭିନୟ ଆପଣ ମାନେ ଦେଖିବାକୁ ପାଇଥିବେ କିନ୍ତୁ ବର୍ତମାନ ସେ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି ।

Image Courtesy: Google

୩. ଜନତ ଯୁବର ରେହମାନୀ :

ଆପଣ ମାନେ ଫୁଲ୍ବା ସିରିଏଲ ନିଶ୍ଚିନ୍ତ ଦେଖିଥିବେ ଏହି ସିରିଏଲରେ ଛୋଟ ଫୁଲୱା ଅଭିନୟ ଜନତ ଯୁବର କରିଥିଲେ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣିଥିଲା ଏହା ପରେ ବଡ ହେଲା ପରେ ସେ ଆସିକି ଓ ମହାରାଣା ପ୍ରତାପ ଭଳି ସିରିଏଲରେ ଅଭିନୟ କରିଥିଲେ । ବର୍ତମାନ ଅନୁଯାଇ ତାଙ୍କୁ କେବଳ ୧୮ ବର୍ଷ ବୟସ ହୋଇଛି ଓ ସେ ସୋଶିଅଲ ମିଡିଆରେ ବହୁତ ଫେମସ ଅଟନ୍ତି ଓ ସେ ବହୁତ ବଡ ଟିକ ଟକ ଷ୍ଟାର ମଧ୍ୟ ଅଟନ୍ତି ।

Image Courtesy: Google

୪. ଅଶନୁର କୌର :

ଆପଣ ମାନେ ଅଶନୁର କୌରଙ୍କୁ ବେସ ଭଲ ଭାବରେ ଜାଣିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଛୋଟ ବେଳୁ ବହୁତ ପସନ୍ଦ ଆସିଥିଲା । ତାଙ୍କ ପ୍ରଥମ ସିରିଏଲ ” ନା ବୋଲେ ତୁମ ନା ମେନେ କୁଛ କାହା” ରେ ନିଶ୍ଚିନ୍ତ ଦେଖିବାକୁ ପାଇଥିବେ ତାଙ୍କ ଅଭିନୟ ତାଙ୍କ ସୁନ୍ଦରାତା ଲୋକଙ୍କୁ ସେତେବେଳେ ବି ବହୁତ ପସନ୍ଦ ଥିଲା । ବର୍ତମାନରେ ଅଶନୁର ପଟିଆଲା ବେବ ସିରିଏଲରେ କାମ କାରୁଛନ୍ତି ଓ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଛନ୍ତି ।

Leave a Reply

Your email address will not be published. Required fields are marked *