TV ସିରିୟଲର ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ କିଏ ଅଛନ୍ତି ସୀତାଙ୍କ ଭୂମିକାରେ ନମ୍ବର 1 ରେ?

ବନ୍ଧୁଗଣ ଆପଣ ମାନେ ଟିଭିରେ ଅନେକ ସାରା ଧାର୍ମିକ ସିରିଏଲ ଦେଖିଥିବେ । ଯେଉଁଥିରେ ଅନେକ ଦେବୀ ଦେଖିବାକୁ ମିଳିଥାନ୍ତି । ଯାହାର ଚରିତ୍ର କୁ ବେଶ ନିଖୁଣ ଭାବେ ନିଭାଇଛନ୍ତି ଟିଭି ଇଣ୍ଡଷ୍ଟ୍ରି ର ସୁନ୍ଦରୀ ହିରୋଇନ ମାନେ । ସେହି ଚରିତ୍ର ମଧ୍ୟରୁ ସୀତା ମାତା ଙ୍କ ଚରିତ୍ର କୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି ।

ସୀତା ମାତାଙ୍କ ଚରିତ୍ର ଦେଖି କେହି ବି ଫ୍ୟାନ ହୋଇ ଯାଇଥାନ୍ତି । କଣ ଆପଣ ଜାଣିଛନ୍ତି ସୀତା ମାତାଙ୍କ ଚରିତ୍ରରେ ଅଭିନୟ କରୁଥିବା କେଉଁ ଅଭିନେତ୍ରୀ ବେଶ ଲୋକପ୍ରିୟ ହୋଇଛନ୍ତି । ଆସନ୍ତୁ ଜାଣି ନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ବିସ୍ତାର ଭାବେ ।

୧- ନମ୍ରତା ଥାପା : ୨୦୦୬ରେ ଜି ଟିଭିରେ ପ୍ରସାରିତ ହୋଇଥିବା “ରାବଣ” ରେ ଅଭିନେତ୍ରୀ ନମ୍ରତା ଥାପା ଜଣକ ନନ୍ଦିକି ସୀତା ଚରିତ୍ରରେ ଅଭିନୟ କରିଥିଲେ । ଏଥିରେ ସେ ସିମ୍ପଲ ଭାବେ ନଜର ଆସୁଥିଲେ ଯାହାଙ୍କୁ ଦର୍ଶକେ ଖୁବ ପସନ୍ଦ କରିଥିଲେ ।

୨- ସ୍ମୂରତି ରାଣୀ : ଜି ଟିଭିରେ ୨୦୦୧ରେ ପ୍ରସାରିତ ହୋଇଥିବା ସିରିଏଲ “ରାମାୟଣ” ରେ ସୀତା ମାତାଙ୍କ ଚରିତ୍ରରେ ନଜର ଆସୁଥିଲେ ଅଭିନେତ୍ରୀ ସ୍ମୃତି ରାଣୀ । ଯିଏକି ସିରିଏଲରେ ମହାରାଣୀ ଭାବେ ନଜର ଆସିଥିଲେ ।

୩- ନେହାଁ ସରଗମ : ୨୦୧୨ରେ ଜି ଟିଭିରେ ପ୍ରସାରିତ ହୋଇଥିବା “ରାମାୟଣ” ସିରିଏଲ ରେ ଦେବୀ ସିତାଙ୍କ ଚରିତ୍ରକୁ ବେଶ ପ୍ରଶଂସା କରାଯାଇଥିଲା । ଯାହାକୁ ନିଭାଇଥିଲେ ଅଭିନେତ୍ରୀ ନେହାଁ ସରଗମ ।

୪- ରୁବିନା ଦିଲାଇକ : ଲାଇଫ ଓକେ ଚ୍ୟାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ଦେବୋ କା ଦେବ ମହାଦେବ” ରେ ଶିବ ଜିଙ୍କ ଚରିତ୍ର ନଜର ଆସିଥିଲା । କିନ୍ତୁ ଏଥିରେ ସୀତା ମାଙ୍କ ଚରିତ୍ରରେ ନଜର ଆସିଥିଲେ ଅଭିନେତ୍ରୀ ରୁବିନା ଦିଲାଇକ ।

୫- ଶିଭ୍ୟା ପଠାନୀ ; ଦେଖିବାକୁ ଖୁବ ସୁନ୍ଦର ଅଭିନେତ୍ରୀ ଶିଭ୍ୟା ପଠାନୀ ୨୦୧୯ରେ ପ୍ରସାରିତ ହୋଇଥିବା ସିରିଏଲ “ସିୟା କି ଲବ କୁଶ ରେ ନଜର ଆସିଥିଲେ । ଯେଉଁଥିରେ ସେ ସୀତା ମାନକ ଅଭିନୟ କରିଥିଲେ ।

୬- ଦେବଲିନା ଚାଟାର୍ଜି : ସୋନି ଚ୍ୟାନେଲର ଧାରାବାହିକ “ସଂକଟମୋଚନ ମହାବାଳୀ” ରେ ହନୁମାନ ଜିଙ୍କ ସହ ଜଣେ ଫ୍ୟାମସ ଅଭିନେତ୍ରୀ ନଜର ଆସିଥିଲେ । ଯିଏକି ମାତା ସୀତାଙ୍କ ଭୂମିକରେ ନଜର ଆସିଥିଲେ । ସେ ହେଉଛନ୍ତି ଦେବଲିନା ଚାଟାର୍ଜି ।

୭- ଦେବିନା ବାନାର୍ଜୀ : ଷ୍ଟାରପ୍ଲସ ର ଧାର୍ମିକ ସିରିଏଲ “ରାମାୟଣ”ରେ ମାତା ସିତାଙ୍କ ବେହତର ଚରିତ୍ରରେ ନଜର ଆସିଥିଲେ ଅଭିନେତ୍ରୀ ଦେବିନା ବାନାର୍ଜୀ ।

୮- ମଲ୍ଲିକା ସିଂ : ଷ୍ଟାର ଭାରତର ମୋସ୍ଟ ୱାଚିଙ୍ଗ ସିରିଏଲ “ରାଧା କ୍ରୀଷ୍ଣା” ରେ ନଜର ଆସିଥିଲେ ଚୂଳବୁଲିଆ ଓ କ୍ୟୁଟ ଅଭିନେତ୍ରୀ ମଲ୍ଲିକା ସିଂ ସୀତା ଚରିତ୍ରରେ ନଜର ଆସିଥିଲେ ।

୯- ମଦିରାକ୍ଷୀ ମୁଣ୍ଡଲି : ୨୦୧୬ରେ ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ “ସିୟା କି ରାମ”ରେ ଅଭିନେତ୍ରୀ ମଦିରାକ୍ଷୀ ସୀତା ଭୂମିକାରେ ବେଶ ନିଖୁଣ ଅଭିନୟ କରିଥିଲେ ।

୧୦- ଦୀପିକା ଚିକଲିୟା : ଅଭିନେତ୍ରୀ ଦୀପିକା ଙ୍କୁ ସୀତା ଭୂମିକାରେ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ ୧୯୮୬ ରେ ପ୍ରସାରିତ ହୋଇଥିବା ପ୍ରଥମ ରାମାୟଣ ସିରିଏଲରେ ।

ବନ୍ଧୁଗଣ ଆପଣଙ୍କୁ ସୀତା ଚରିତ୍ରରେ ଅଭିନୟ କରିଥିବା କେଉଁ ଅଭିନେତ୍ରୀ ଭଲ ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *