କେଉଁ ଦେଶରେ ବାପା ନିଜ ଝିଅକୁ ବିବାହ କରେ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ବର୍ଷ ଚତ୍ର ଛାତ୍ରୀ ମାନେ ପାଠ ପଢି ପରୀକ୍ଷା ଦେଇଥାନ୍ତି । ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ପିଲା ମାନେ ନିଜର ପୁରୁଣା ପାଠ କୁ କିଛି ମାତ୍ରା ରେ ଭୁଲି ଯାଇଥାନ୍ତି । ଏହା କିଛି ଛାତ୍ର ଛାତ୍ରୀ ଙ୍କ ଠାରେ ଦେଖା ଯାଇଥାଏ । ତେବେ ପୁରୁଣା ପାଠ ର ଆଲୋଚନା କରିବା ପାଇଁ ସାଧାରଣ ଭାବେ ଜିକେ ବା ସାଧାରଣ ଜ୍ଞାନ ଭଳି କିଛି ବହି ପଢିବାକୁ ଆବଶ୍ୟକ ପଡି ଥାଏ ।

କିନ୍ତୁ ଏମିତି ବି କିଛି ସାଧାରଣ ଜ୍ଞାନ ବା ଜିକେ ସହ ଜଡିତ ପ୍ରଶ୍ନ ଓ ଉତ୍ତର ଅଛି ଯାହାକୁ ପିଲା ମାନେ ଆଜିକାଲି ମୋବାଇଲ ଦ୍ଵାରା ଘରେ ବସି ପଢି ପାରିବେ । ଏହା ସହ କିଛି ଜ୍ଞାନ ଆହରଣ କରି ପାରିବେ । ତେବେ ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ବହୁତ ସହଜ ଓ ସରଳ ଅଟେ । ବାସ ସେଗୁଡିକ ପଢି ତାକୁ ମନେ ରଖିବାକୁ ହେବ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏମିତି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ଛୋଟ ଠାରୁ ବଡ ପିଲା ମାନେ ପଢି ପାରିବେ । ଏହାର ସଦୁପୋଯୋଗ ମଧ୍ୟ ନିଜର ପାଠ ପଢା ରେ କରି ପାରିବେ । ତେବେ ଏହି ସବୁ ପ୍ରଶ୍ନ ଓ ଉତ୍ତର ଦେଶ ଦୁନିଆ କୁ ନେଇ ଆଧାରିତ ଅଟେ । ଯାହା କି ଆମେ ପୂର୍ବରୁ ବହି ରେ ପଢି ସାରିଛୁ । ତେବେ ଆସନ୍ତୁ ଜାଣି ନେବା କିଛି ପ୍ରଶ୍ନ ଓ ଉତ୍ତର ।

୧- ବିଶ୍ଵ ର କେଉଁ ଦେଶ ରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଦାଢି ଉଠି ଥାଏ ?

ଉତ୍ତର- ଇଥୋପିୟା ।

୨- ସମୁଦ୍ର ର ରାଜା କାହାକୁ କୁହାଯାଏ ?

ଉତ୍ତର- କୁମ୍ଭୀର ।

୩- ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମ ଭାରତର କେଉଁ ରାଜ୍ୟ ରେ ହୋଇଥିଲା ?

ଉତ୍ତର- ଉତ୍ତର ପ୍ରଦେଶ ।

୪- ବିଶ୍ଵ ର ସବୁଠାରୁ ଅଧିକ ମୃ-ତ୍ୟୁ ହେଉଥିବା ଜୀବ କିଏ ?

ଉତ୍ତର- କୁକୁଡା ।

୫- କେଉଁ ଦେଶର ଲୋକେ ସବୁ ପ୍ରକାର ମାଂସ ଖାଇ ଥାନ୍ତି ?

ଉତ୍ତର- ଚୀନ ।

୬- ସବୁଠାରୁ ଅଧିକ ଅମ୍ଳଜାନ ଦେଉଥିବା ଗଛ ର ନାମ କଣ ?

ଉତ୍ତର- ପିପଲ ଗଛ ।

୭- ଭାରତର ସବୁଠାରୁ ଧନୀ ଗାଁ ର ନାମ କଣ ?

ଉତ୍ତର- ମାଧାପୁର ।

୮- QR code ସର୍ବ ପ୍ରଥମ କେଉଁ ଦେଶ ଆବିଷ୍କାର କରିଥିଲା ?

ଉତ୍ତର- ଜାପାନ ।

୯- କେଉଁ ଜୀବ ର ୯ଟି ମୁଣ୍ଡ ଅଛି ?

ଉତ୍ତର- ହାଇଡ୍ରା ।

୧୦- କେଉଁ ଦେଶରେ ବାପା ନିଜ ଝିଅ କୁ ବାହା ହୁଅନ୍ତି ?

ଉତ୍ତର- ବାଙ୍ଗାଲାଦେଶ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *