ଟିଭି ସିରିଏଲ “ତାରିଣୀ ଆଖିର ତାରା” ରେ ଅଭିନୟ କରୁଥିବା କଳାକାର ମାନଙ୍କର ରିୟଲ ଲାଇଫ ମା’ ମାନଙ୍କୁ ଆଗରୁ ଦେଖି ନଥିବେ

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏମିତି କିଛି କଳକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଦକ୍ଷତା ପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ “ତାରିଣୀ ଆଖିର ତାରା” ରେ ଯେଉଁ କଳାକାର ମାନେ ଅଭିନୟ କରୁଛନ୍ତି ସେମାନଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ରିୟଲ ଲାଇଫ ମା ମାନେ କିଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସପଲିନ ମିଶ୍ର ଯିଏ ତୁଷାର ଚରିତ୍ରରେ ଅଭିନୟ କରୁଛନ୍ତି ।

ତୁଷାର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ହୃଦୟ ରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏହି ଭିଡିଓରେ ସେ ତାଙ୍କ ରିୟଲ ଲାଇଫ ମାଙ୍କ ସହ ନଜର ଆସୁଛନ୍ତି । ୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ସୁମନ ପଟ୍ଟନାୟକ ଯିଏ ତାରିଣୀ ଭୂମିକାରେ ଏହି ସିରିଏଲରେ ନଜର ଆସୁଛନ୍ତି । ତାରିଣୀ ଙ୍କର ଅଭିନୟକୁ ଦର୍ଶକ ଏମାନେ ବେଶ ପସନ୍ଦ କରୁଛନ୍ତି । ଏହି ଭିଡିଓ ରେ ସେ ତାଙ୍କ ରିୟଲ ଲାଇଫ ମାଙ୍କ ସହ ନଜର ଆସୁଛନ୍ତି ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅସୀମା ପତି ଯିଏ ତାରା ଭୂମିକାରେ ନଜର ଆସୁଛନ୍ତି । ତାରା ଜବରଦସ୍ତ ପର୍ଫୋମାଂସ କରି ଲୋକପ୍ରିୟ ହୋଇ ପାରିଛନ୍ତି । ଏହି ଭିଡିଓରେ ସେ ତାଙ୍କ ରିୟଲ ଲାଇଫ ମାଙ୍କ ସହ ନଜର ଆସୁଛନ୍ତି ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦେବ ମହାନ୍ତି ଯିଏ ତରୁଣ ଭୂମିକାରେ ନଜର ଆସୁଛନ୍ତି । ତରୁଣ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏହି ଭିଡିଓରେ ସେ ତାଙ୍କ ରିୟଲ ଲାଇଫ ମାଙ୍କ ସହ ନଜର ଆସୁଛନ୍ତି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ରଞ୍ଜିତା ପାଣିଗ୍ରାହୀ ଯିଏ ଏହି ସିରିଏଲରେ ତନୁଜା ଭୂମିକାରେ ଅଭିନୟ କରୁଛନ୍ତି । ତନୁଜା ବେଶ ସୁନ୍ଦର ଭାବେ ନିଜର ଚରିତ୍ରକୁ ନିଭାଉଛନ୍ତି । ଏହି ଭିଡିଓରେ ସେ ତାଙ୍କ ରିୟାଲ ଲାଇଫ ମାଙ୍କ ସହ ନଜର ଆସୁଛନ୍ତି ।

୬- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ମିଲି ମହାନ୍ତି ଯିଏ କନିକା ଚରିତ୍ରରେ ଅଭିନୟ ଜାରି ରଖିଛନ୍ତି । ଏହି ସିରିଏଲରେ କନିକା ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ଏହି ଭିଡିଓରେ ସେ ତାଙ୍କ ରିୟଲ ଲାଇଫ ମାଙ୍କ ସହ ନଜର ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *