ହାଇ BP ହେଉ କି ଲୋ BP ୧୦ ମିନିଟ ରେ ବିଲକୁଲ ଠିକ କରିବ ଏହି ଘରୋଇ ଉପଚାର- Swami Ramdev

ଆପଣ ମାନେ ବାବା ରାମଦେଙ୍କୁ ଭଲ ଭାବରେ ଜାଣିଥିବେ ତେବେ ବାବା ରାମ ଦେବ ବହୁତ ଭଲ ଯୋଗା ଆସନ ଲୋକଙ୍କୁ ଶିଖାଣ୍ଟି ଯାହା ଦ୍ଵାରା ଲୋକ ସ୍ଵସ୍ଥ ରୁହନ୍ତି ଓ କୌଣସି ପ୍ରକାର ଅସୁବିଧା ହେଲେ ମଧ୍ୟ ନିୟନ୍ତ୍ରରେ ରହିଥାଏ । ତେବେ ଦୁନିଆରେ ବର୍ତମାନ ବହୁତ ପ୍ରକାର ରୋଗ ଆସି ଗଲାଣି ଯାହା ଥରେ ମଣିଷକୁ ହେଲେ ଜୀବନ ସାରା ଔଷଧ ସେବନ କରିବାକୁ ପଡିଥାଏ କିନ୍ତୁ ଆୟୁର୍ବେଦ ଓ ଯୋଗ ଦୁଇଟା ମିଶେଇ ଏହାର ଉପଚାର ସମ୍ଭବ ବୋଲି ରାମଦେବ ବାବା କୁହନ୍ତି ।

ତେବେ ଆସନ୍ତୁ ଜାଣିବା ରାମଦେବ ବାବା ହାଇ ବିପି ଓ ଲୋ ବିପି କୁ ନିୟନ୍ତ୍ରଣ କରିବା ପାଇଁ କଣ ସବୁ ଉପଚାର କହିଛନ୍ତି ଜାଣିବା ।

Image Courtesy: Google

ଆଜି ଆମେ ଆପନାଙ୍କୁ ଉଚ୍ଚ ରକ୍ତ ଚାପ ବିଷୟରେ କହିବାକୁ ଯାଉଛୁ, ଆପଣ ମାନେ ହାଇପର ଟେନସନ ବିଷୟରେ ବହୁତ କିଛି ଜାଣିଥିବେ ଓ ଏହା ମଧ୍ୟ ଜାଣିଛନ୍ତି ଯେ ହାଇପର ଟେନସନ ଗୋଟେ ଏମିତିକା ଭୟଙ୍କର ରୋଗ ଯାହା ଥରେ ହେଲେ ଆପଣଙ୍କୁ ଏହାକୁ ନିୟନ୍ତ୍ରରେ ରଖିବା ପାଇଁ ଜୀବନ ସାରା ଔଷଧ ସେବନ କରିବାକୁ ପଡିଥାଏ କିନ୍ତୁ ବାବା ରାମଦେବ ଦ୍ଵାରା କୁହା ଯାଇଥିବା ଉପଚାର ବିଷୟରେ ଓ ଯୋଗ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ନିଜ ହାଇପର ଟେନସନ ନିୟନ୍ତ୍ରଣ କରି ପାରିବେ ଓ ଏହାକୁ ମୂଳରୁ ସମାପ୍ତ ମଧ୍ୟ କରି ପାରିବେ ।

Image Courtesy: Google

ହାଇପର ଟେନସନ ବା ଉଚ୍ଚ ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ ପ୍ରାଣାୟାମ ଯୋଗାସନ ବହୁତ ଲାଭକାରୀ ହୋଇଥାଏ ଏହାକୁ ସକାଳେ କିଛି ସମୟ ପାଇଁ ଓ ସନ୍ଧ୍ୟାରେ କିଛି ସମୟ ପାଇଁ କରିବା ଦ୍ଵାରା ଆପଣଙ୍କ ବିପି ବହୁତ ନିୟନ୍ତ୍ରଣରେ ଆସିଥାଏ, ତେବେ ଏହା ଛଡା ଆମ ହାତ ଆଙ୍ଗୁଳି ଆରମ୍ଭ ରେ ଗୋଟେ ଏକୁପ୍ରେସର ପଏଣ୍ଟ ହୋଇଥାଏ ଯାହାକୁ ସବୁଦିନ ୫ ମିନିଟ ପାଇଁ ଦବାଇଲେ ଆପଣଙ୍କ ବିପି ତୁରନ୍ତ କଣ୍ଟ୍ରୋଲ ହୋଇଥାଏ ।

Image Courtesy: Google

ତେବେ ଯଦି ଆପଣଙ୍କ ଘରେ ବା ଘର ପାଖରେ କେହି ହାଇପର ଟେନସନ ଲୋକ ଅଛନ୍ତି ତେବେ ତାଙ୍କୁ ଏହି ସବୁ କଥା କୁହନ୍ତୁ ଓ ତାଙ୍କୁ ସବୁବେଳେ ଖୁସିରେ ରଖିବାର ଚେଷ୍ଟା କରନ୍ତୁ । ତେବେ ଆକୁ ପ୍ରେସର ସବୁ ଦିନ ଚାପିବା ଉଚିତ ଅଟେ ଏହା ଦ୍ଵାରା ଆପାନଙ୍କ ମାଇଣ୍ଡ ଫ୍ରେସ ରହିଥାଏ ଓ ଆପଣଙ୍କୁ ଭଲ ସୁଖମୟ ଜୀବନ ପ୍ରାପ୍ତ ହୋଇଥାଏ ଏହା ଛଡା ରାମଦେବ ବାବା କହିଛନ୍ତି ଯେ ଲୌକି ଜୁଷ ସେବନ କରିବା ଉଚିତ ଅଟେ ।

Image Courtesy: Google

କିନ୍ତୁ ଧ୍ୟାନ ଦବା କଥା ଏହା ଅଟେ ଯେ ଲୌକି ପିତା ହବା ଉଚିତ ନୁହ, ଲୌକି ପିତା ହେଲେ ଆପଣଙ୍କୁ ବାନ୍ତି ହଜମ ହବାରେ ଅସୁବିଧା ହୋଇପାରେ ସେଥିପାଇଁ ଭଲ ଲୌକି ଜୁଷ କରି ସେବନ କରନ୍ତୁ ଦେଖିବେ ଆପାନଙ୍କୁ ବହୁତ ଲାଭକାରୀ ହବ । ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *