ନିଜର ଭାଗ୍ୟକୁ ବଦଳାଇବାକୁ ଚାହୁଁ ଥିଲେ ଆପଣ ବି ପିନ୍ଧି ଦିଅନ୍ତୁ ଏହି ଆଙ୍ଗୁଠିରେ ଗୋଟେ ଚାନ୍ଦିର ମୁଦି- ଏବଂ ଦେଖନ୍ତୁ ଚମତ୍କାର

କୁହଯାଏ ଚାନ୍ଦି ଠାକୁର ଶିବଙ୍କ ମନ୍ତ୍ରରୁ ସୃଷ୍ଟି ହୋଇଥିଲା ଏଥିପାଇଁ ଚାନ୍ଦିକୁ ଗୋଟେ ପବିତ୍ର ଆଉ ନୈତିକ ଧାତୁ କୁହାଯାଇ ଆଉ ଯେଉଁଠି ଚାନ୍ଦି ଥାଏ ସେଠି ବୈଭବ ଆଉ ସମୃଦ୍ଧି ର ଅଭାବ ନଥାଏ ।  ଚାନ୍ଦି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ଆଉ ଶୁକ୍ରଙ୍କ ସହ ଜଡିତ ଅଟେ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଯଦି ଚାନ୍ଦି ର ଜିନିଷ ପିନ୍ଧା ଯାଏ ତେବେ କୁଣ୍ଡଳୀ ରେ ଚନ୍ଦ୍ରମା ଆଉ ଶୁକ୍ର ମଜବୁତ ସମ୍ପର୍କ ରେ ଆସିଥାଏ ।

ସେମିତିରେ ଦେଖିବାକୁ ଗଲେ ଆମେ ନିଜ ଆଙ୍ଗୁଠିରେ ଚାନ୍ଦିର ମୁଦି ପିନ୍ଧୁ ନିଜ ହାତକୁ ସୁନ୍ଦର ଲାଗିବା ପାଇଁ ।

କିନ୍ତୁ ଯଦି ଏହା ଶାସ୍ତ୍ରର ଅନୁସାରେ ଠିକ ଭାବେ ପିନ୍ଧାଯାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ହୋଇଥାଏ । ଆମେ ଆପଣଙ୍କୁ କହିବାକୁ ଯାଉଛୁ ଚାନ୍ଦିର ମୁଦି କେଉଁ ପ୍ରକାରର ଲାଭ ଦାୟକ ହୋଇପାରେ ଆଉ ଏହାକୁ କେଉଁ ପ୍ରକାର ପିନ୍ଧିବା ଦରକାର । ଚାନ୍ଦିର ମୁଦି ଆପଣ ଯେବେବି ପିନ୍ଧିବେ ଧ୍ୟାନ ରଖିବେ କି ଏହା ଆପଣ ଡାହାଣ ହାତ ର କାଣୀ ଆଙ୍ଗୁଠିରେ ରେ ହିଁ ପିନ୍ଧିବେ କାହିଁକି ନା ଯଦି ଆପଣ ଏହି ଆଙ୍ଗୁଠିରେ ଚାନ୍ଦିର ମୁଦି ପିନ୍ଧନ୍ତି ତେବେ ଏହାର ପ୍ରଭାବରେ ଆପଣଙ୍କ ଜୀବନ ରେ ସକାରାତ୍ମକ ଶକ୍ତି ଆଗମନ ହୋଇଥାଏ ।

ଯାହାଦ୍ୱାରା ଆପଣଙ୍କ ସମ୍ମାନ ବି ସମାଜ ଭିତରେ ଉଞ୍ଚା ହୋଇଥାଏ ଆଉ ସାଥିରେ ହିଁ ଏହାକୁ ପିନ୍ଧିବା ଦ୍ଵାରା ଶୁକ୍ର ଗ୍ରହ ଆଉ ଚନ୍ଦ୍ରମା ଶୁଭ ପରିଣାମ ଦେଇଥାନ୍ତି । ଯାହାଦ୍ଵାରା ସୁନ୍ଦରତା ମଧ୍ୟ ବଢିଥାଏ । ଆପଣଙ୍କୁ କହିଦଉଛୁକି ଚାନ୍ଦିର ମୁଦି ପିନ୍ଦିବା ଦ୍ଵାରା କେତେ ପ୍ରକାର ଲାଭ ହୋଇଥାଏ ଯାହା ବିଷୟରେ ଆମେ ଆପଣଙ୍କୁ କହୁଛୁ ।

କାଣୀ ଆଙ୍ଗୁଠିରେ ଚାନ୍ଦି ର ମୁଦି ପିନ୍ଧିଲେ ମୁଣ୍ଡ ଶାନ୍ତ ରହିଥାଏ ଆଉ ଯଦି ଆପଣଙ୍କୁ କଥା କଥା ରେ ବହୁତ ଯୋରରେ ରାଗ ଆସୁଛି ତାକୁବି ନିୟନ୍ତ୍ରଣ କରିଥାଏ । ଦୁର୍ବଳ ଚନ୍ଦ୍ରମା ସର୍ବ ପ୍ରଥମେ ବ୍ୟକ୍ତିର ମାନସିକ କ୍ଷମତାକୁ କମ କରିଥାଏ, ଏହିଭଳି ପରିସ୍ଥିତିରେ ଚାନ୍ଦିର ଏହି ଅଭିମନ୍ତ୍ରିତ ମୁଦି ଚନ୍ଦ୍ରମାକୁ ମଜବୁତ କରି ଆପଣଙ୍କ ମାନସିକ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କୁ କଫ, ଆଁଠୁଗଣ୍ଠି କିମ୍ବା ହାଡ ସମ୍ବନ୍ଧିତ କିଛିବି ଅସୁବିଧା ଅଛି ତେବେ ଚାନ୍ଦିର ମୁଦି ଆପଣଙ୍କୁ ବହୁତ ଲାଭ ହୋଇଥାଏ । ଚାନ୍ଦି ଧାତୁର ଉପଯୋଗ ଆମେ ଜୀବନ ରେ କୌଣସି ନା କୌଣସି ଉପାୟରେ ନିଶ୍ଚୟ କରିବା ଦରକାର ।

Leave a Reply

Your email address will not be published. Required fields are marked *