ବାସ୍ତୁଶାସ୍ତ୍ର ହିସାବରେ ହାତୀକୁ ଘରର କେଉଁ ସ୍ଥାନରେ ରଖିଲେ ହେବେ ଧନୀ

ଆଜି ଆମେ କହିବୁ ବାସ୍ତୁଶାସ୍ତ୍ର ହିସାବରେ ହାତୀକୁ କେଉଁଠି ରଖିବେ । ଆମେ ଘରେ ହାତୀକୁ ସଜେକି ରଖିବା ପାଇଁ ବହୁତ ପସନ୍ଦ କରିଥାଉ । ଯଦି ସେହି ଜିନିଷ ଆମକୁ ହାତୀକୁ କେଉଁ ସ୍ଥାନରେ ରଖିଲେ ଆପଣଙ୍କୁ ବହୁତ ଭଲ ଫଳ ମିଳିଥାଏ । ଆପଣ ଜାଣିଥିବେ ହାତୀକୁ ବହୁତ ପ୍ରାଚୀନ ସମୟରୁ ବ୍ୟବହାର କରାଯାଉଛି । ଦେଖିବେ ମନ୍ଦିର ବାହାରେ ସବୁବେଳେ ଯୋଡା ହାତୀ ରହିଥାନ୍ତି, ତାର ବହୁତ ବଡ ମହତ୍ଵ ରହିଛି । ସେ କେବଳ ସଜେଇବା ପାଇଁ ରଖାଯାଏ ନାହିଁ , ହାତୀର ପ୍ରତୀକା ବହୁତ ସାରା ଜିନିଷ ପାଇଁ । ହାତୀ ପୂଜନୀୟ ହେବା ସହିତ ବହୁତ ସାରା ଲାଭ ଦେଇଥାନ୍ତି ।

ହାତୀ ଗୁଡ ଲକର ପ୍ରତୀକ, ଜ୍ଞାନର ପ୍ରତୀକ, ବହୁତ ସାରା ଜିନିଷର ପ୍ରତୀକ ହୋଇଥାଏ । ଘରେ କେମିତି ରଖିବେ ଓ କେଉଁ ସ୍ଥାନରେ ରଖିବେ ଯଦି ଆପଣ ଜାଣିପାରିବେ ସେଥିରୁ ବହୁତ ଫାଇଦା ମିଳିପାରିବ । ଆଜି ଆମେ କହିବୁ କେମିତିଆ ହାତୀ ରଖିବେ ଓ କେଉଠି ରଖିବେ ।

Image Courtesy: Google

ହାତୀଙ୍କର ସବୁଠୁ ଗୁରୁତ୍ବପୂର୍ଣ କଥା ହୋଇଥାଏ ତାଙ୍କ ଶୁଣ୍ଢ । ଘରେ ରଖିବା ଆଗରୁ ଜାଣିବେ ଆପଣଙ୍କ ଉଦେଶ୍ୟ କଣ ମାନେ କଣ ପାଇଁ ରଖିବେ ଓ ସେହି ହିସାବରେ ହାତୀର ଶୁଣ୍ଢ ସେହିଭଳି ହୋଇଥିବା ଦରକାର । ଯଦି ଆପଣଙ୍କ ଇଚ୍ଛା ସହିତ ମିଶୁଚି ହାତୀର ଶୁଣ୍ଢ ତେବେ ଆପଣଙ୍କୁ ଫାଇଦା ମିଳିବ । ହାତୀକୁ ଆମେ ଘରେ ରଖୁ ପ୍ରୋଟେକ୍ସନ, ଗୁଡ ଲକ, ଜ୍ଞାନ, ଛୁଆ ମାନଙ୍କ ଶିକ୍ଷା ପାଇଁ, ଯଦି ଆପଣ ମା ହୋଇପାରୁନଥିବେ ସେଥିପାଇଁ, ଏହି କାରଣ ପାଇଁ ଆମେ ହାତୀକୁ ରଖିଥାଉ ।

Image Courtesy: Google

ପୁରୁଣା ସମୟରେ ହାତୀର ବ୍ୟବହାର ପ୍ରୋଟେକ୍ସନ ପାଇଁ କରାଯାଏ । ହାତୀର ପ୍ରତୀକ ଷ୍ଟ୍ରଙ୍ଗନେସ ଓ ବହୁତ ପ୍ରଭାବଶାଳି ହୋଇଥାଏ । ଏହିକରଣ ହେଉଥିଲା ମହଲର ମୁଖ୍ୟ ଦ୍ଵାରରେ ହାତୀ ରହିବାର । ହାତୀ ପ୍ରୋଟେକ୍ସନର ପ୍ରତୀକ ଅଟେ । ଯଦି ଆପଣଙ୍କୁ କୌଣସି ଜିନିଷର ପ୍ରୋଟେକ୍ସନ ଦରକାର ତାହେଲେ ଘରର ଦ୍ଵାରରେ ଯୋଡା ହାତୀ ରଖିପାରିବେ ଯେମିତି ସେମାନଙ୍କ ମୁହଁ ବାହାର ଆଡକୁ ମୁହା କରି ରହିବେ ଆଉ ତାଙ୍କ ଶୁଣ୍ଢ ଟେକି ହୋଇ ରହିବ । କାରଣ କିଛି ନକରାତ୍ମକ ଊର୍ଜା ଆସିଲେ ଘରଭିତରକୁ ହାତୀ ଘରକୁ ପ୍ରୋଟେକ୍ଟ କରିବା ।

Image Courtesy: Google

ଯଦି ଆପଣ ଗୁଡଲକ ପାଇଁ ବ୍ୟବହାର କରିବେ ତ ଯେମିତି ହାତୀମାନେ ଅଧିକ ଖୁସିହେଲେ ଯେମିତି ଶୁଣ୍ଢ ଉପରକୁ କରନ୍ତି ସେମିତି ଆଣିକି ଘରେ ରଖିବେ । ଯଦି ହାତୀର ଶୁଣ୍ଢ ଉପରକୁ ହୁଏ ସେ ଖୁଶିର ପ୍ରତୀକ ଅଟେ ,ଶୁଣ୍ଢ ଉପରକୁ କରିଥିବା ହାତୀ ଘର ଭିତରେ ରଖିବେ କିନ୍ତୁ ତାର ମୁହଁ ଘର ଭିତର ଆଡକୁ ରହିବ । ଯେଉଁ ମାନଙ୍କୁ ଗର୍ଭବତୀ ହେବାରେ ସମସ୍ୟା ରହୁଛି ବା ଯେଉଁମାନେ ମା ହେବ ପାଇଁ ଚହୁଁଛନ୍ତି, ସେମାନେ ହାତୀର ବ୍ୟବହାର କରିପାରିବେ କିନ୍ତୁ ହାତୀର ଶୁଣ୍ଢ ପୁରା ତଳକୁ ହୋଇଥିବା ଦରକାର ସେହିପରି ହାତୀ ଘରେ ରଖିବେ ।

Image Courtesy: Google

ସେମିତି ରଖିଲେ ହାତିଯେମିତି ତା ଭିତରେ ସବୁ ଏନର୍ଜି କୁ ଏକାଠି କରି ରଖିବ ଯାହା ଗର୍ଭବତୀ ହେବାର ପ୍ରତୀକ ଅଟେ । ଯେବେ ହାତୀ ଶୁଣ୍ଢ ତଳକୁ କରି ରୁହେ ସେତେବେଳେ ସେ ପ୍ରତିବନ୍ଧକ ଦୂର କରେ । ଯାହାର ଗର୍ଭବତୀ ହେବାରେ ସମସ୍ୟା ଉପୁଜିଥାଏ ଏହିଭଳି ହାତୀର ଶୁଣ୍ଢ ତଳକୁ ଥିବା ରଖିଲେ ପ୍ରତିବନ୍ଧକ ଦୂର ହୋଇଥାଏ । ଯଦି ପରିବାରରେ ମା ଛୁଆଙ୍କ ସମ୍ପର୍କ ଭଲ ନଥିବ ତାହେଲେ ଏହିଭଳି ହାତୀ ବ୍ୟବହାର କରିବେ ମା ସହିତ ଛୁଆବି ଥିବେ । ଏହି ହାତୀର ପ୍ରତିମା ଆପଣ ନିଜ ରୁମରେ ରଖିପାରିବେ । ସେ ଆପଣଙ୍କ ଘରେ ଖୁସି ନେଇକି ଆସିବ । ଯଦି ପୁରା ଫ୍ୟାମିଲିର ଖୁସି ପାଇଁ ରଖିବେତ ପୁରା ହାତୀର ପରିବାର ଫୋଟୋ, ପଶ୍ଚିମ ଦିଗରେ କୌଣସି ସ୍ଥାନ ଦେଖି ଘରେ ରଖିବେ ।

Leave a Reply

Your email address will not be published. Required fields are marked *