Youtubeରୁ ଲକ୍ଷପତି ଏବେ ଜେଲ! ମିଛ ଭିଡିଓ ବନେଇବା ପଡିଲା ମହଙ୍ଗା… ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ୟୂଟ୍ଯୂବ ରୁ ଲକ୍ଷପତି ହେଲେ ଆଉ ଏବେ ଜେଲ ଯିବେ । ମିଛ ଭିଡିଓ ପାଇଁ ବନ୍ଧା ହେବେ ୟୂଟ୍ଯୂବର । ଦିନେ ୟୂଟ୍ଯୂବ ରୁ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ କିନ୍ତୁ ଜେଲରେ ଯାଇ ଚକି ପେଶିବେ । ଆଉ କରି ପାରିବେ ନାହି ଭିଡିଓ । ଆଉ ଚ୍ଯାନେଲ ମଧ୍ୟ ବନ୍ଦ କରା ଯାଇପାରେ । କାରଣ ୟୂଟ୍ଯୂବର ଜଣକ ତାଙ୍କ ଦର୍ଶକ ଙ୍କ ପାଇଁ ତିଆରି କରୁଥିଲେ ମିଛ ଭିଡିଓ । ମନିଷ କଶ୍ୟପ ବିହାରର ଜଣେ ପ୍ରସିଦ୍ଧ ୟୂଟ୍ଯୂବର ।

ଯାହାକୁ ପୁରା ଦେଶ ଜାଣିଛି । ଯିଏ ଭିଡିଓ ପୋଷ୍ଟ କରିଲେ ମିଲିୟନ ମିଲିୟନ ଦର୍ଶକ ତାଙ୍କ ଭିଡିଓ କୁ ଦେଖନ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେ ମନୀଷ କଶ୍ୟପ ଯିଏ ଅଧିକ ସମୟରେ କେନ୍ଦ୍ର ସରକାର ଙ୍କୁ ନେଇ ଟାର୍ଗେଟ କରିଛନ୍ତି । ଅ-ଶା-ଳୀ-ନ ଭା-ଷା-ରେ ଗା-ଳି ମଧ୍ୟ ଦିଅନ୍ତି ମନୀଷ । ଯେଉଁଥି ରୁ ସେ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏବେ ମନୀଷ କୁ ଘାରିଛି ଗିରଫ ହେବାର ଭୟ ।

ଭିଲିଲାନ୍ସ ମନୀଷ ଙ୍କ 4ଟି ବ୍ଯାଙ୍କ ଆକାଉଣ୍ଟ କୁ ଶିଚ କରି ଦେଇଛି । ଯେଉଁଥି ରେ 42 ଲକ୍ଷ ରୁ ଅଧିକ ଟଙ୍କା ଥିଲା । ମନୀଷ ଙ୍କ ବିରୁଦ୍ଧରେ ବିହାର ପୋଲିସ ରେ ଏକ ମାମଲା ରୁଜୁ କରିଛି । ଅଭିଯୋଗ ମୁତାବିକ ମନୀଷ ତାମିଲନାଡୁ ରେ ବିହାର ଶ୍ରମିକ ବିରୁଦ୍ଧରେ ହୋଇଥିବା ହିଂସା ର ମିଛ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ତେବେ ପୂର୍ବରୁ ମଧ୍ୟ ଅ-ପ-ରା-ଧି-କ ମାମଲାରେ ମନୀଷ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଇଛି । ଏପରିକି ମିଛ ଭିଡିଓ କରୁ ଥିବାରୁ ଭିଜିଲାନ୍ସ ରେଡ କରିବା ସହ ମନୀଷ କଶ୍ୟପ ଓ ଯୁବରାଜ ସିଂ ରାଜପୁତ ଙ୍କୁ କୌଣସି ବି ସମୟରେ ଗି-ର-ଫ କରିପାରେ । ଏହି 2 ଜଣଙ୍କୁ ଗି-ର-ଫ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଛି ।

ଦୁହେଁ ଏବେ ଫେରାର ଥିବାରୁ ଦୁଇ ଜଣଙ୍କୁ ଖୋଜିବା ପରେ ବିହାର ପୋଲିସ ଚାରି ଆଡେ ଖୋଜିବାରେ ଲାଗିଛି । ଯାହାକୁ ନେଇ ବିହାର ପୋଲିସ ତାଙ୍କ ଟ୍ବିଟ ରେ ସେୟାର କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିହାର ପୋଲିସ ଏବେ ଏହି ଦୁଇ ଜଣଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *