ରାତିରେ ଶୋଇବା ସମୟରେ ରସୁଣ ଖାଇ ଦିଅନ୍ତୁ, ୩ ଦିନ ମଧ୍ୟରେ ପାର୍ଥକ୍ୟ ଦେଖିବେ

ଯଦି ସବୁଦିନ ଆପଣ ରସୁଣ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀରରେ କଣ ପ୍ରଭାବ ପକାଇଥାଏ ଓ ଏହାର ଲାଭ କଣ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ପ୍ରଥମେ ତ ଆପଣ ନିଜ ଶରୀର ବିଷୟରେ ଜାଣନ୍ତୁ । ଅର୍ଥାତ ଆପଣଙ୍କୁ ଗରମ ଜିନିଷ ସୁଟ କରେ ନା ଥଣ୍ଡା ଜିନିଷ ସୁଟ କରେ । ଏହା ଆପଣ କେମିତି ଜାଣିବେ, ଯଦି ଆପଣ ଅଳ୍ପ ଖାଇବା ଦ୍ଵାରା, ଅଧିକ ଖାଇବା ଦ୍ଵାରା କିମ୍ବା ମସଲାଯୁକ୍ତ ଖାଦ୍ୟ ସେବନ କରିବା ଦ୍ଵାରା ଯଦି ଆପଣଙ୍କୁ ଏସିଡିଟିର ସମସ୍ୟା ହୋଇ ଯାଉଛି ତେବେ ଆପଣ ବୁଝି ଯାଆନ୍ତୁ କି ଆପଣଙ୍କୁ ଗରମ ଜିନିଷ ସୁଟ କରେ ନାହିଁ ।

ଯଦି ଆପଣଙ୍କ ହାତର ପାପୁଲିରୁ ଓ ଗୋଡର ତଳି ପାଦ ଗରମ ରହୁଛି ତେବେ ଆପଣ ଗରମ ଜିନିଷ ସେବନ କରି ପାରିବେ ନାହିଁ । ଯେଉଁ ବ୍ୟକ୍ତିମାନନାକ ଶରୀରର ଗରମ ହୋଇଥାଏ କଞ୍ଚା ରସୁଣ ତାଙ୍କ ପାଇଁ ଲାଭଦାୟକ ହୋଇ ନ ଥାଏ ।

ସେମାନେ କଞ୍ଚା ରସୁଣ ସେବନ କରନ୍ତୁ ନାହିଁ । ନଚେତ ଆପଣଙ୍କର ଏସିଡିଟି ହୋଇଯିବ, ପେଟ ଖରାପ ହୋଇଯିବ, ଶରୀରର ଅଧିକ ଗରମ ହୋଇଯିବ । ଏମିତିରେ ଆପଣ ରସୁଣକୁ ସାତ ଦିନ ମହୁ ମଧ୍ୟରେ ରଖନ୍ତୁ । ଏହା ପରେ ଗୋଟିଏ ଗୋଟିଏ ରସୁଣ କଲି ସେବନ କରନ୍ତୁ । ଯଦି ଆପଣଙ୍କର ବୟସ ୪୦ ବର୍ଷରୁ ଅଧିକ ଅଟେ ତେବେ ଆପଣ ସକାଳେ ଖାଲି ପେଟରେ ଦୁଇଟି କଲି ରସୁଣ ଖାଇ ପାରିବେ ।

ଯଦି ଆପଣଙ୍କର ଆୟୁ ୨୦ ରୁ ୪୦ ବର୍ଷ ମଧ୍ୟରେ ଅଛି ତେବେ ଆପଣ ସକାଳୁ ୩ ରୁ ୪ ଟି ରସୁଣ କଲି ଖାଇ ପାରିବେ । ଯଦି ଆପଣ ୩ କିମ୍ବା ୫ ଦିନ ଲଗାତାର ରସୁଣ ଖାଉଛନ୍ତି ତେବେ ରସୁଣ ଆପଣଙ୍କ ପେଟରେ ଥିବା ଅପରିଷ୍କାର ପଦାର୍ଥକୁ ବାହାର କରିଥାଏ । କିନ୍ତୁ ଏହା ସେମାନଙ୍କ ପାଇଁ ଯେଉଁମାନଙ୍କ ଶରୀରର ନର୍ମାଲ ଅଟେ । ଅର୍ଥାତ ଯେଉଁମାନଙ୍କ ଶରୀରର ଅଧିକ ଗରମ ହୋଇ ନ ଥାଏ । ଏହିଭଳି ଲୋକମାନଙ୍କ ପାଇଁ କଞ୍ଚା ରସୁଣ ଠିକ ଅଟେ ।

ମହୁରେ ରସୁଣ ଦେଇ ସେବନ କରୁଛନ୍ତି ତେବେ ଏହା ଚର୍ବି କମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଦ୍ଵାରା ଆପଣଙ୍କ ମେଟାପୋଲିଜମ ଠିକ ହୋଇଥାଏ । ଯଦି ଆପଣ ସବୁଦିନ ନିଜ ଖାଦ୍ୟରେ ରସୁଣର ସେବନ କରୁଛନ୍ତି ତେବେ ଆପଣଙ୍କ ଶିରାରେ ହେଉଥିବା ବ୍ଲକଜ ବି ହେବ ନାହିଁ । କିନ୍ତୁ ସବୁର ଗୋଟିଏ ସୀମା ଅଛି ଆପଣ ଅଳ୍ପ ରସୁଣ ଓ ନିଜ ଶରୀର ଅନୁସାରେ ରସୁଣର ସେବନ କରନ୍ତୁ ।

ଯଦି ଆପଣଙ୍କ ଶରୀର ଗରମ ଅଟେ ତେବେ ଆପଣ ମହୁରେ ରସୁଣ ଦେଇ ସେବନ କରନ୍ତୁ ନଚେତ ଯଦି ଆପଣଙ୍କ ଶରୀରର ସାଧାରଣ ଅଛି ତେବେ ଆପଣ ନର୍ମାଲ ରସୁଣର ସେବନ କରି ପାରିବେ । କିନ୍ତୁ ଯଦି ଆପଣଙ୍କର ବ୍ଲଡ ପ୍ରେସର ହାଇ ଅଛି ତେବେ ସେମାନେ ରସୁଣର ସେବନ ଡାକ୍ତରଙ୍କୁ ପଚାରି କରନ୍ତୁ । ମଧୁମେହ ଲୋକମାନଙ୍କ ପାଇଁ ରସୁଣ ବହୁତ ଭଲ ଦାୟକ ଅଟେ ।

Leave a Reply

Your email address will not be published. Required fields are marked *