100 ଫୁଟ ଲମ୍ବର ବିଳାସପୂର୍ଣ୍ଣ କାର! ଏହାର Feature ବିଷୟରେ ଜାଣି ଆପଣଙ୍କ ହୋସ ଉଡିଯିବ

ସାଧାରଣତ ସମସ୍ତେ କାର ଆପଣ ମାନେ ଦେଖିଥିବେ । କିନ୍ତୁ ଆମ ଦେଶରେ ଏମିତି ଏକ କାର ଅଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାରଣ ଏହା ହେଉଛି ବିଶ୍ଵର ସବୁଠାରୁ ଲାମ୍ବା ଓ ବିଳାସପୂର୍ଣ୍ଣ କାର । ଏହି କାର ରେ ହେଲିପ୍ୟାଡ ଠାରୁ ଆରମ୍ଭ କରି ସ୍ଵୀମିଂଫୁଲ ଯାଏଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । କେବଳ ଏମିତି ନୁହେଁ ବରଂ କାର ଟି ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇ ସାରିଛି ।

ଏହି କାର ରେ ହେଲିକ୍ୟାପ୍ଟ ଓ ସ୍ଵୀମିଂ ଫୁଲ ଭଳି ସୁବିଧା ରହିଥିବା ବେଳେ ଏକା ଥରକେ ୭୦ ଜଣ ଲୋକ ଯାତ୍ରା କରି ପାରିବେ । ଏହି କାରର ଲମ୍ବ ୧୦୦ଫୁଟ ହୋଇଥିବା ବେଳେ ଏଥିରେ ୨୬ଟି ଛକ ଲାଗିଛି । ଏହି ଆକାରର ର ନାଁ ହେଉଛି ଆମେରିକୀୟାନ ଡ୍ରିମ । ବାସ୍ତବରେ କାର ଟି ଏତେ ଲମ୍ବା ଯେ କାର ଅପେକ୍ଷା ଟ୍ରେନ ଭଳି ଦେଖାଯାଏ ।

ଖାଲି ଏମିତି ନୁହେଁ ବରଂ କାରକୁ ବିଳାସମୟ ଡିଜାଇନରେ ସାଜିତ କରା ଯାଇଛି । ଏଥିରେ ଫ୍ରିଜ, ଟିଭି, ବାଥୃମ, ଟେଲିଫୋନ ସହ ବ୍ୟକ୍ତିଗତ ହେଲିକ୍ୟାପ୍ଟ, ସ୍ଵୀମିଂଫୁଲ, ସ୍ଵତନ୍ତ୍ର ମିନି ଗଡପୋଷ୍ଟ ଭଳି ଅତ୍ୟାଧୁନିକ ସୁବିଧା ରହିଛି । ଏହା ଛଡା ଏହି ଆକାର ରେ ଶକ୍ତିଶାଳୀ ଇଞ୍ଜିନ ରହିଥିବା ସହ କାର ପାଇଁ ହେଲିକ୍ୟାପ୍ଟ ତିଆରି କରା ଯାଇଥିଲା ।

କାର ଟି ୧୦୦ ଫୁଟ ଲମ୍ବ ହୋଇଥିବା ଯୋଗୁ ଏଥିରେ ୭୦ ଜଣ ଲୋକ ବସି ଯାତ୍ରା କରିବାର ସୁବିଧା ରହିଛି । ଏତେ ଅଧିକ ବିଳାସପୂର୍ଣ୍ଣ ବ୍ୟବସ୍ଥା ରହିଥିବାରୁ କାରଟି ଖୁବ ଲୋକପ୍ରିୟ ହୋଇ ପାରିଛି । ସୂଚନା ମୁତାବକ ଏହି କାର ଯାହାର ନାଁ ଆମେରିକୀୟାନ ଡ୍ରିମ ରହିଛି ତାହା ୧୮୯୦ ମସିହାରେ ତିଆରି ହୋଇଥିଲା ।

ଏହି କାର କୁ କୌଣସି କମ୍ପାନୀ ନୁହେଁ ବରଂ ହଲିଉଡ ଫିଲ୍ମ ପାଇଁ ଜେହୋଡବୋର୍ଡ ତିଆରି ଅରିଥିଲେ । ହୋର୍ଡବୋର୍ଡ ଜେଣ ଦକ୍ଷ କାର ଡିଜାଇନର ଥିଲେ । କାର ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ଏଥିପାଇଁ ସେ ନିଜ ପାଇଁ ଅନେକ ଡିଜାଇନର କାର ତିଆରି କରିଛନ୍ତି । ସେ ଏହି କାର ତିଆରି କରିବା ପୂର୍ବରୁ ୧୯୭୬ ମସିହାରେ କାଡିଲାକ ହେଲଡରୁଡୋ ବିମଜିକ ମଧ୍ୟ ଏହି ଭଳି କାର ତିଆରି କରିଥିଲେ ।

ଯାହାକୁ ତିଆରି କରିବା ପାଇଁ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା । ଫିଲ୍ମ ସୁଟ ସମୟରେ ବ୍ୟଭାର ପାଇଁ ଆମେରିକୀୟାନ ଡ୍ରିମ କାର ତିଆରି କରା ଯାଇଥିଲା । ଖାଲି ଏତିକି ନୁହେ ବରଂ ବହୁ ଧନୀ ଲୋକ ଏହାକୁ ଭଡାରେ ନେଇ ବ୍ୟବହାର କରୁଥିଲେ । ସେହି ସମୟରେ ଏହି କାର ଭଡା ନେଲେ ଘଣ୍ଟାକୁ ୧୪ହଜାର ଟଙ୍କା ଦେବାକୁ ପଡୁଥିଲା ।

ପାର୍କିଂ ପାଇଁ ସ୍ଥାନ ଅଭାବ ହେବା ସହ କାରର ଚାହିଦା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲା । ଏଥିପାଇଁ ଏହି କାରକୁ ମ୍ୟୁଜିୟମରେ ରଖା ଯାଇଥିଲା । ପରେ ଜଣେ ଧନୀ ବ୍ୟକ୍ତି ଏହି କାରକୁ କିଣି ବ୍ୟବହାର କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *