ଗ୍ରାହକଙ୍କ ପାଇଁ ଖୁସି ଖବର, ଜିଓ ଆଣିଲା ସୁପର ଡାଟା Plan

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ରିଲାଏନ୍ସ ଜିଓ ରିଚାର୍ଜ ପ୍ଳାନ ମହଙ୍ଗା କରିଥିବା ବେଳେ ଏବେ ପୁଣି ଗ୍ରାହକ ମାନଙ୍କ ପାଇଁ ଆଶ୍ଵସ୍ତିକର ଖବର ଆସିଛି । ନୂଆ ପ୍ଳାନ ଆଣି ଗ୍ରାହାକ ମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛି ଜିଓ କମ୍ପାନୀ । ସୂଚନା ଅନୁସାରେ ଏଥର କମ ଦାମରେ ରିଚାର୍ଜ କରି ପାରିବେ ଜିଓ ଗ୍ରାହକ । ଏଥିରେ ଦୈନିକ ୧ ଜୀବି ଡାଟା ପ୍ଳାନ ସହ ଆହୁରି ଅନେକ ସୁବିଧା ରହିଛି ।

ଏହି ପ୍ଳାନର ମୂଲ୍ୟ ଅନ୍ୟ କମ୍ପାନୀର ପ୍ଲାନର ମୂଲ୍ୟ ଠାରୁ କଣ ଥିବାରୁ ଗ୍ରାହକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ନୂଆ ପ୍ଳାନ ଗୁଡିକ କଣ ରହିଛି । ଏଥର ମାତ୍ର ୨୦୯ ଟଙ୍କାରେ ମାସିକ ରିଚାର୍ଜ କରି ପାରିବେ ଜିଓ ଗ୍ରାହକ । ଏହି ପ୍ଲାନର ବୈଧତା ରହିଛି ୨୮ ଦିନ ସହ ପ୍ରତି ଦିନ ୧ଜୀବି ଡାଟା ରହିଛି ।

ଏହା ସହ ୨୮ ଦିନକୁ ୨୮ଜୀବିର ଡାଟା ଉପଲବ୍ଧ ହେବା ସହ ଅସିମୀତ କଳିଙ୍ଗ ସୁବିଧା ରହିଛି । ଏହି ଯୋଜନାରେ ପ୍ରତି ଦିନ ୧୦୦ଟି SMS ପଠାଯାଇ ପାରିବ । ଏହି ଯୋଜନା ବ୍ଯତୀତ କମ୍ପାନୀର ଆହୁରି ଅନେକ ଯୋଜନା ରହିଛି । ଏହା ବ୍ୟତୀତ ୧୭୯ ଟଙ୍କା ପ୍ଲାନର ବୈଧତା ରହିଛି ୨୪ ଦିନ ହେବା ସହ ୨୪ ଦିନରେ ଏହି ଯୋଜନାରେ ୨୪ଜୀବିର ଡାଟା ମଧ୍ୟ ରହିଛି ।

ଏହି ଯୋଜନାରେ ଗ୍ରାହକ ମାନେ ପ୍ରତି ଦିନ ୧ଜୀବି ଡାଟା ପାଇ ପାରିବେ । ଏହା ସହ ଏହି ଯୋଜନାରେ ଅସିମୀତ କଲିଙ୍ଗ ସୁବିଧା ମଧ୍ୟ ରହିଛି । ଏହି ଯୋଜନାରେ ପ୍ରତି ଦିନ ୧୦୦ ଟି SMS ପଠାଯାଇ ପାରିବ । ଏହା ଛଡା ରିଲାଏନ୍ସ ଜିୟର ୧୪୯ ଟଙ୍କା ପ୍ଲାନର ବୈଧତା ୨୦ ଦିନ ପାଇଁ ରହିଛି । ଏହି ଯୋଜନାରେ ଉପୋଭୋକ୍ତା ପ୍ରତି ଦିନ ୧ଜୀବି ଡାଟା ପାଇ ପାରିବେ ।

ଅର୍ଥାତ ୨୦ ଦିନରେ ଗ୍ଢ଼ାକ ମାନେ ୨୦ଜୀବି ଡାଟା ପାଇ ପାରିବେ । ଏହା ବ୍ଯତୀତ ଯେ କୌଣସି ନେଟୱାର୍କରେ ଅସିମୀତ କଲିଙ୍ଗ ସୁବିଧା ମଧ୍ୟ ଏହି ଯୋଜନାରେ ରହିଛି । ନିକଟରେ ଜିଓ ସମସ୍ତ ଡାଟା ପ୍ଲାନର ଦର ବଢାଇବା ସହ ଅନ୍ୟ କମ୍ପାନୀର ଡାଟା ପ୍ଳାନ ବୃଦ୍ଧି ହେବା ନେଇ ଗ୍ରାହକ ଅସନ୍ତୁଷ୍ଟ ଥିଲେ । କିନ୍ତୁ ଏବେ ଜିଓ ର ଏହି ନୂଆ ଯୋଜନା ଗ୍ରାହକ ମାନଙ୍କୁ ଆଶ୍ଵସ୍ତ କରିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *