117 ବର୍ଷରେ ପ୍ରଥମଥର କ୍ରୋଧିତ ହେଲେ ମହାଦେବ, ଏହି 2ଟି ରାଶିର କାନ୍ଦି କାନ୍ଦି ଦିନ କଟିବ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ମହାଦେବ ହେଉଛନ୍ତି ସୃଷ୍ଟିର କର୍ତ୍ତା । ଦୀର୍ଘ ୧୧୭ ବର୍ଷ ପରେ ଶନି ଓ ଶୁକ୍ରଙ୍କର ଦୁର୍ଲଭ ମହା ସଂଯୋଗ ହେବାକୁ ଯାଉଛି । ଏହି ୨ ବଡ ଗ୍ରହର ସ୍ଥିତି ଏକତ୍ର ରହିବା ଦୁର୍ଲଭ ହୋଇଥାଏ । ଏହି ଯୋଗରେ ଦେବ ପୂଜା କରିଲେ ଶନି, ଗୁରୁ ଶୁକ୍ରର ଦୋଷରୁ ମୁକ୍ତି ମିଳିଥାଏ । ମହାଦେବଙ୍କ କୃପା ପ୍ରାପ୍ତ କରିବା ବହୁତ ସହଜ ହୋଇଥାଏ । ଶୁଭ ସଂଯୋଗ ଫଳରେ ବୁଧ ଓ ସୂର୍ଯ୍ୟ କୁମ୍ଭ ରାଶିରେ ରହିବେ । ଏହି କାରଣରୁ ବୁଧାଦ୍ଧିତ୍ୟ ଯୋଗ ବନୁଅଛି । ଗ୍ରହ ଗୋଚାର ସ୍ଥିତିରେ ଏହି ୨ଟି ରାଶିକୁ ସତର୍କ ରହିବାର ଅଛି । ଆସନ୍ତୁ ଜଣାଇବା ସେହି ରାଶି ବିଷୟରେ ।

ଏହି ରାଶିର ଲୋକଙ୍କୁ ଏବେ ରଖିଥିବା ସତର୍କ ଦୀର୍ଘ କାଳୀନ ଆର୍ଥିକ ଲାଭ ଦେଇଯିବ । କାହାକୁ ଉଧାର ଦେବା, ଲଟେରୀ ଆଦୀରୁ ହାନି ହୋଇପାରେ । ତେଣୁ ଏଥିପାଇଁ ଏହି ସବୁ ଜିନିଷ ଗୁଡିକ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କର ବହୁତ ଅଧିକ ଖର୍ଚ୍ଚ ହୋଇପାରେ । ଧନ ନିବେଶ କରିବା ସମୟରେ କୌଣସି ନିସ୍ପତି ନେବା ପୂର୍ବରୁ ଦୂରେଇ ରହିବା ଉଚିତ । ଏହା ସହ ଯଦି ଆପଣ ପାର୍ଟନର ସିପ ରେ ବ୍ୟାପାର କରୁଛନ୍ତି ତେବେ ବ୍ୟାପରକୁ ନେଇ ଅଧିକ ସତର୍କ ରହିବାର ଅଛି ।

ଯଦି ଆପଣଙ୍କର ଇଚ୍ଛା ବିଦେରେ ଚାକିରି କରିବାର ତେବେ ଏହା ଏହି ସମୟରେ ପୂରଣ ହୋଇପାରିବ ନାହି । ଲଭ ଲାଇଫରେ ବି ମଧ୍ୟ ସନ୍ଦେହ ବଢିବ ଓ ସମ୍ପର୍କରେ ଫାଟ ଦେଖା ଦେଇପାରେ । ଏହି ସମୟରେ ଯାହା ବି କଥା ହେବେ ବୁଝି ବିଚାରୀ କରନ୍ତୁ । ବୁଝାମଣା ସହ ଆଗକୁ ବଢିବା ଏହି ସମୟରେ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ମୌସୁମୀ ପରିବର୍ତ୍ତନ କାରଣରୁ ହେଉଥିବା ରୋଗ ଆପଣଙ୍କୁ ଚିନ୍ତାରେ ପକାଇ ପାରେ । ଅଧିକ କାର୍ଯ୍ୟ ଭାର କାରଣରୁ ଆପଣଙ୍କୁ ଶାରୀରିକ ଓ ମାନସିକ ଥକାପଣ ଅନୁଭବ ହୋଇପାଏ ।

ଆପଣଙ୍କ ଜୀବନରେ କିଛି ସମସ୍ଯା ହୋଇପାରେ ଯାହା ପାଇଁ ଆପଣ ଚିନ୍ତା ରେ ରହିବେ । ଦୀର୍ଘ ଦିନରୁ ଯେଉଁ କାମ ଅଟକି ରହିଥିଲା ତାହା ଚାଲୁ ହେବାର କୋଣସି ସମ୍ଭାବନା ନାହି । ଆର୍ଥିକ କ୍ଷେତ୍ର ରେ ସ୍ଥିତି କମଜୋର ରହିପାରେ । ଦାଂପତ୍ଯ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇପାରେ । ତେଣୁ ନିଜର ଜୀବନ ସାଥି ଙ୍କ ସହ ଠିକ ଭାବେ ତାଳମେଳ ରଖନ୍ତୁ ।

ସମାଜରେ ଆପଣଙ୍କର ପ୍ରତିଷ୍ଠା ହାନି ହୋଇପାରେ ଯାହା ପାଇଁ ଆପଣଙ୍କୁ ଭାରି କ୍ଷତି ସହ୍ୟ କରିବାକୁ ପଡିପାରେ । ଆପଣଙ୍କ ପରିବାର ରେ ବିବାଦ ଦେଖା ଯାଇପାରେ । ତେଣୁ ସବୁ ସ୍ଥିତି କୁ ଧର୍ଯ୍ୟ ସହକାରେ ସାମନା କରନ୍ତୁ । ତେବେ ସେହି ୨ଟି ରାଶି ହେଉଛନ୍ତି ମିଥୁନ ରାଶି ଓ ଧନୁ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ  ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *