12 ରୁ 20 ବର୍ଷ ପିଲାମାନେ ବହୁତ ଆଗ୍ରେସିବଥାନ୍ତି, ଯାହା ଦେଖୁଛନ୍ତି ତାକୁ… ଦେଖନ୍ତୁ Video କଣ କହୁଛନ୍ତି ଏହି ମହିଳା ଜଣଙ୍କ

ବନ୍ଧୁଗଣ ବ୍ୟାଙ୍ଗାଲୋରରେ ପିଲା ମାନଙ୍କର ବ୍ଯାଗରୁ ବାହାରିଥିବା କଣ୍ଡୋମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ଜଣେ ମହିଳା ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ଦେଇ କହିଛନ୍ତି କି “ପିଲା ମାନଙ୍କୁ ଆମେ ଯାହା ଶିଖାଇବା ସେହି ଜିନିଷ ଶିଖିବେ । ଆମେ ଯେଉଁ ଶିକ୍ଷା ଦେଉଛେ ତାହା ପିଲା ମାନେ ଶିଖିଥାନ୍ତି ଯେମିତି କୁହନ୍ତି ଆମେ ଯେଉଁ ଗଛ ଲଗାଇଛେ ସେଥିରେ ଫଳ ଫଳିବା ପରେ ଆମେ କାହିଁକି ଦୁଖୀ ହେଉଛୁ । ଆମେ ଏଟା କହୁଛୁ ଯାହା ମିଡିଆରେ ହାଇ ଲାଇଟ ହେଉଛି ।

କିନ୍ତୁ ମୁଁ କହୁଛି ମୋ ଝିଅ ଏବେ ପୋଷ୍ଟ ଗ୍ରାଜ୍ୟୁଏସନ ପରେ ସେ ଏବେ ଚାକିରି କରିଲାଣି । ସେ ଏବେ ହାଇ ସ୍କୁଲରେ ଥିଲା ଆମେ ଏ କଥା ଶୁଣୁଥିଲୁ କି ପିଲାମାନେ ପାଣି ବୋତଲରେ ଆଲକୋହଲ ମିଶାଇକି ଆଣୁଛନ୍ତି । ଏ ପିଲା ଆଜି ପ୍ଲେ ଗ୍ରାଉଣ୍ଡରେ ବା କ୍ଳାସ ରୁମରେ ସୋଇଗଲା । ଏ କଥା ଆମେ ଶୁଣୁଥିଲୁ । ଆମ ପାଖରେ ସେତେବେଳେ ସେତିକି ଫ୍ରୀ ଟାଇମ ଥିଲା କି ଆମେ ପିଲାଙ୍କର ସେତିକି ନିକଟତର ଥିଲୁ । ତେଣୁ ପିଲାମାନେ ଆମ ସହ ଷେୟାର କରିବା ଭଳି ଅବସ୍ଥାରେ ଥିଲେ । ତ ସେମାନେ ହସୁଥିଲେ ।

ଆମେ ବି ବୁଝାଉଥିଲି କି ଏ ଜିନିଷ ତୁମ ପାଇଁ ଭଲ ନୁହେଁ । ଭୁବନେଶ୍ଵର ସହର ଦେଖିବାକୁ ଗଲେ ବ୍ୟସ୍ତ ବହୁଳ ହୋଇ ସାରିଲାଣି । ଆଉ ଗୋଟେ ବ୍ୟାଙ୍ଗାଲୋର ଭଳି ଜାଗାରେ ନା ବାପା ନା ମା ନା ଛୁଆ କାହା ପାଖରେ ଟାଇମ ଅଛି କାହା ପାଇଁ । ଯେତେବେଳେ 12 ରୁ 20 ବର୍ଷର ପିଲାମାନେ ଏତେ ଆଗ୍ରେସିଭ ଥାନ୍ତି ସେହି ସମୟରେ ରିୟାକସନ ଅଧିକା ହୁଏ ଆଉ ଯାହା ଦେଖନ୍ତି ସେଯା କରନ୍ତି । ଆମେ ଯଦି ପିଲାଙ୍କୁ ମୋବାଇଲ ଦେଉଛି ଅନ ଲିମିଟେଡ ଡାଟା ଆଉ କହିବା ସେୟା ଦେଖିବ ଯାହା ପାଠ ଋଲେଟେଡ ଥିବ ସେଟା କେବେ ସମ୍ଭବ କି ?

ଆମେ ତାଙ୍କୁ ଚକାଚକ ଜିନିଷ ଦେଖାଇବା ଆଉ କହିବା ସେପଟେ ମୁହଁ କରିବୁନି ଠିକ ସେମିତି ଏବେ କାମ ହେଉଛି । ଆଧୁନିକତା ଭିତରେ ଆମେ ବାଲାନ୍ସ କରି ଚାଳୁଛୁ । ଆମେ ଟ୍ରାଡିସ୍ନାଲ ଭିତରେ ରହୁଛୁ ଆଉ ବାଲାନ୍ସ କରିବା ଆଉ ସବୁଠୁ ବଡ କଥା ହେଉଛି ପିଲାଙ୍କ ସହ ଗ୍ୟାପ ରଖିବା ନାହି । ସେମାନଙ୍କୁ ଫ୍ରୀ ଦେବା କି ଆମ ସହ କଥା ହୋଇପାରିବେ । ତାଙ୍କ ମନରେ ଏମିତି ନ ଆସୁ ଭଲ କଥା ବାପା-ମା ଙ୍କୁ କହିବି ଆଉ ଖରାପ କଥା ସାଙ୍ଗ ମାନଙ୍କୁ କହିବି ।

ସେତେବେଳେ ସାଙ୍ଗମାନେ ତାଙ୍କ ଅନୁଯାୟୀ କଥା କୁହନ୍ତି ଆଉ ପିଲାମାନେ ଶେୟା କରିବାକୁ ଆଗ୍ରହୀ ହୁଅନ୍ତି । ଯଦି ପିଲା ଫିଲ୍ମ ଦେଖୁଛନ୍ତି ସେମାନଙ୍କୁ ବି ଇଚ୍ଛା ହେଉଛି ଆମେ ଏ ଜିନିଷ କରିକି ଦେଖାଇବୁ । ଯଦି ଆମେ ପିଲାଙ୍କୁ ଏମିତି ଜିନିଷ ଦେଖାଉଛୁ ତେବେ ତାଙ୍କ ବ୍ଯାଗରୁ ଏୟା ବାହାରିଲା ସେୟା ବାହାରିଲା କାହିଁକି ପ୍ରଶ୍ନ କରୁଛୁ । ଆମେ ଯଦି ପିଲାଙ୍କ ସହ ମିଶିବା ତେବେ ବୁଝାଇପାରିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଆଲକୋହଲ, କଣ୍ଡୋମ ସେଭ ନୁହେଁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *