ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ Rani Panda, ଦେଖନ୍ତୁ କଣ ହୋଇଛି ତାଙ୍କ ସହ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବିବାଦୀୟ ତଥା ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସମୟରେ ନିଜ ଭଲ କାମ ପାଇଁ ହେଉ ବା ନିଜର ଭାଷଣ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଆଉ କେତେବେଳେ ସେ ବିବାଦ ପାଇଁ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଗତ ଦୁଇ ଦିନ ହେବ ତାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ପୁଣି ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନେଇ ଆସିଲା ବଡ ଖବର । ରାନୀ ପଣ୍ଡା ଙ୍କ କାର ଧକ୍କା ରେ ଯୁବକ ଙ୍କର ମୃତ୍ୟୁ ହୋଇଥିଲା ।

କିନ୍ତୁ ବର୍ତ୍ତମାନ ଯାହା ସୂଚନା ରହିଛି ରାନୀ ପଣ୍ଡା ମଧ୍ୟ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଗତ କାଲି ର ଦୁର୍ଘଟଣା ପରେ ରାନୀ ପଣ୍ଡା ହଠାତ ଏପରି ଗୁରୁତର ହୋଇ ପଡିଥିଲେ । ଏମିତିକି ତାଙ୍କ ଶରୀରରେ ୮ଟି ଷ୍ଟିଜ ପଡି ଥିବାର ସୂଚନା ମିଳିଛି । ଏହା ସହ ତାଙ୍କୁ ଜୋର ରେ ଆଘାତ ଲାଗି ଥିବାର ମଧ୍ୟ କୁହା ଯାଉଛି । ତେବେ ଭୁବନେଶ୍ଵର ର ଏକ ଘରୋଇ ହସପିଟାଲ ରେ ରାନୀ ପଣ୍ଡା ଚିକିତ୍ସିତ ହେଉଥିବା ସମୟର ଦୃଶ୍ୟ ଏବେ ଗଣ ମାଧ୍ୟମକୁ ସାମ୍ନା କୁ ଆସିଛି ।

ତେବେ କଟକ ଜିଲ୍ଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ରାନୀ ପଣ୍ଡା ଙ୍କ କାର ଏକ ବାଇକ ସହ ମୁହାଁ ମୁହିନୀ ଧକ୍କା ହୋଇଥିଲା । ଯାହା ଫଳରେ ବାଇକ ଆରୋହି ଙ୍କ ମୃତ୍ୟୁ ଘଟିଛି । ତେବେ ମୃତ ବାଇକ ଆରୋହି ଜଣକ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା । ଦୁଇ ଦିନ ତଳେ ରାତି ୧୦ଟା ପରେ ରାନୀ ପଣ୍ଡା ବିବାହ ଭୋଜି ଖାଇ ଘରାଉ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣା ରେ ରାନୀ ପଣ୍ଡା ମଧ୍ୟ ଅଧିକ ଗୁରୁତର ହୋଇ ପଡିଥିଲେ ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡିଓ ରେ ଦେଖା ଯାଉଛି । ସୂଚନା ଅନୁଯାୟୀ ରାନୀ ପଣ୍ଡାଙ୍କ ୮ଟି ଷ୍ଟିଜ ପଡିବା ସହ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି ଓ ଛାତି ରେ ଯନ୍ତ୍ରଣା ମଧ୍ୟ ହେଉଛି । ଯାହାକୁ ନେଇ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଯୁବକ ଜଣଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲ ନିଆ ଯାଇଥିଲା ଯେଉଁ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାନୀ ପଡା ଙ୍କ କାର ର ଆଗକୁ ଦେଖିଲେ ଜଣ ପଡୁଛି ଏ ଦୁର୍ଘଟଣା କେତେ ସାଂଘାତିକ ଥିଲା । ତେବେ ରାନୀ ପଣ୍ଡା ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ମେଡିକଲ ରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ତାହା ନେଇ କିଛି ବି ସ୍ପଷ୍ଟ ସୂଚନା ମିଳି ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *