Rani ଗାଡ଼ିରେ ମୋ ପିଲାର ଜୀବନ ଯାଇଛି! ମୋ ପୁଅ ଚାଳଗଲା କିନ୍ତୁ ମତେ… ଦେଖନ୍ତୁ Raniଙ୍କ କାର ଦୁର୍ଘଟଣାରେ ମୃ-ତ ବାଳକର ମା’ କଣ କହୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଯାତ୍ରୀ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ କମ କିନ୍ତୁ ନିଜର କାମ କାର୍ଯ୍ୟ କୁଏ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ରାଣୀ ପଣ୍ଡା ଅନେକ ସମୟରେ ବିବାଦ ଘେର ରେ ମଧ୍ୟ ରହିଥାନ୍ତି ଯାହା ପାଇଁ ତାଙ୍କୁ ବିବାଦିୟ ଅଭିନେତ୍ରୀ ମଧ୍ୟ କୁହା ଯାଇଥାଏ । ତେବେ ସେ ଲୋକ ମାନଙ୍କର ହିତ ପାଇଁ ଅନେକ ମହତ କାମ କରିଛନ୍ତି ଯାହାକୁ ନେଇ ସେ ଲୋକ ଲୋଚନାକୁ ଆସିଥାନ୍ତି । ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ରାଣୀ ପଣ୍ଡା ।

କିନ୍ତୁ ଏଥର ରାଣୀ ପଣ୍ଡା ଦୁର୍ଘଟଣା କାରଣରୁ ଚର୍ଚ୍ଚା କୁ ଆସିଛନ୍ତି । ସୂଚନା ଅନୁଯାୟୀ ଗତ ଡି ଦିନ ତଳେ ରାତିରେ ରାଣୀ ପଣ୍ଡା ଭୋଜି ଖାଇ ଫେରୁଥିବା ସମୟରେ ଏକ ବାଇକ ଆରୋହି ଙ୍କ ସହ ତାଙ୍କ କାର ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋର ରେ ହୋଇଥିଲା କି ବାଇକ ଆରୋହି ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ର ଖବର ଅନୁଯାୟୀ ରାଣୀ ପଣ୍ଡା ମଧ୍ୟ ଗୁରୁତର ଭାବେ ଆହାତ ହୋଇଛନ୍ତି ଆଉ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ ରେ ଅଛନ୍ତି ।

ଯାହାର ଭିଡିଓ ବର୍ତ୍ତମାନ ଗଣମାଧ୍ୟମ ରେ ପ୍ରସାରିତ ହେଉଛନ୍ତି । ରାଣୀ ପଣ୍ଡା ଙ୍କ ମୁଣ୍ଡରେ ସକ ଆଘାତ ଲାଗିବା ସହ ତାଙ୍କ ଛାତି ରେ ଜନ୍ତରାନ ମଧ୍ୟ ଅଧିକ ହେଉଛନ୍ତି । ସେ ବର୍ତ୍ତମାନ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ରେ ପ୍ରାଣ ହରାଇ ଥିବା ବାଇକ ଆରୋହି ସୁକାନ୍ତ ବେହରା ଙ୍କ ମା ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ସୁକାନ୍ତ ମା କହିଛନ୍ତି କି “ମୋର ୪ଟି ପୁଅ । ସୁକାନ୍ତ ହେଉଛି ବଡ-ମଝିଆ ଭାଇ ମାନକ ମଧ୍ୟରୁ ।

ମୋ ପୁଅ ମୋ ଦେଢଶୁର ଙ୍କ ଘରେ ପାଲା ହେଉଥିଲା ସେଠାକୁ ଯାଇଥିଲା ଗତ ଦୁଇ ଦିନ ତଳେ । ରାତି ୯ଟା ସମୟରେ ପୁଅ ଘରକୁ ଫେରିବା ସମୟରେ ତା ସହ ଏଭଳି ଦୁର୍ଘଟଣା ଘଟିଛି । ରାଣୀ ପଣ୍ଡା ଙ୍କ କାର ରେ ମୋ ପୁଅର ଜୀବନ ଚାଲି ଯାଇଛି । ମୋ ପୁଅର ସାଢେ ତିନି ବର୍ଷର ଝିଅ ଓ ଦୁଇ ବର୍ଷର ପୁଅ ମଧ୍ୟ ଅଛି । ବର୍ତ୍ତମାନ ତା ପରିବାର କେମିତି ଚାଲିବ ପିଲା ମାନେ କେମିତି ରହିବେ । ସେ ତ ଭଲରେ ଭୋଜି ଖାଇବାକୁ ଯାଇଥିଲା କିନ୍ତୁ ତାର ମୃତ୍ୟୁ ଖବର ଆସି ପହଞ୍ଚିଲା ।

ସ୍ଥାନୀୟ ଲୋକ ମାନେ ମୋ ପୁଅ ଚଳାଇ ଯାଇଛି ବୋଲି ମୋତେ ସକାଳେ ଜଣାଇଲେ । କିନ୍ତୁ ସେ ରାତିରୁ ଚାଲି ଯାଇଛି । ରାତି ୧୦ଟା ରେ ଆମେ ଘଟଣା ସ୍ଥଳରେ ଯାଇ ପହଞ୍ଚିଲା ବେଳକୁ ମୋ ପୁଅ ଆଉ ନ ଥିଲା । ଏବେ ମୋତେ ନ୍ୟାୟ ଦରକାର ମୋ ପୁଅକୁ ନ୍ୟାୟ ଦରକାର । ଆପଣ ମାନେ ମୋତେ ସାହାଜ୍ଯ କରନ୍ତୁ” । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *