ପୁଅଟା କମଜୋର ଥିଲା ଝିଅମାନେ ଲୋଡ ପକେଇଛନ୍ତି.. ଆମଭଳି ଟୋକା ହେଇଥିଲେ…. ଦେଖନ୍ତୁ ଯୁବକ ସହ ହୋଇଥିବା ଗଣଦୁ-ଷ୍କ-ର୍ମକୁ ନେଇ କଣ କହୁଛନ୍ତି ଏହି ବ୍ୟକ୍ତି

ବନ୍ଧୁଗଣ ଗତ କିଛି ଦିନ ହେବ ଏକ ଗଣଦୁଷ୍କର୍ମ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆପଣ ମାନେ ସମସ୍ତେ ଅନେକ ସ୍ଥାନରେ ଶୁଣିଥିବେ ଝିଅ ମାନେ ଗଣଦୁଷ୍କର୍ମର ଶିକାର ହୋଇଥାନ୍ତି ହେଲେ ପ୍ରଥମ ଥର ପାଇଁ ଆମ ଦେଶରେ ଜଣେ ଯୁବକ ଗଣଦୁଷ୍କର୍ମର ଶିକାର ହୋଇଛି । ଯୁବକ ଜଣକ ରାତିରେ ଆସୁଥିବା ବେଳେ ଚାରି ଜଣ ଯୁବତୀ କାରରେ ଆସି ତାଙ୍କୁ ଆଡ୍ରେସ ପଚାରିବା ବାହାନାରେ ଯୁବକଙ୍କ ମୁହଁରେ କେମିକାଲ ସ୍ପ୍ରେ ପକାଇ ଥିଲେ ।

ଆଉ ଏହା ପରେ ଯୁବକଙ୍କୁ ଅଚେତ ଅବସ୍ଥାରେ ଏକ ଜଙ୍ଗଲକୁ ନେଇ ଗୋଟେ ପରେ ଗୋଟେ ଦୁଷ୍କର୍ମ କରି ଚାଲିଥିଲେ । ଦୁଷ୍କର୍ମ କରିବା ପରେ ଯୁବକଙ୍କୁ ସେମାନେ ରାତି ତିନିଟାରେ ରାସ୍ତା କଡରେ ଫିଙ୍ଗି ଫେରାର ହୋଇ ଯାଇଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଆଉ ଏହାରି ମଧ୍ୟରେ ଆମ ଜଣେ ଯୁବକ ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଏହି ବ୍ୟକ୍ତି ଜଣକ କହିଛନ୍ତି “ଏ କେସଟି ଏବେ ହେଇଛି ଆମେ ଶୁଣିଛୁ । ମୁଁ ଏଠି ଗୋଟିଏ କଥା କହିବି ମୋତେ ଲାଗୁଛି ସେ ପୁଅ କମଜୋର ଅଛି ସେଥିପାଇଁ ଏହି ଚାରି ଚାରିଟା ଝିଅ ତା ଉପରେ ଲୋଡ ପକେଇ ଦେଇଛନ୍ତି । ଯଦି ଆମ ଭଳିଆ କିଏ ଗୋଟେ ହେଇଥାନ୍ତା ତା ଖେଳ ସେଇଠି ସେଇଠି ଶେଷ କରିଥାନ୍ତା । ଆଉ ଗୋଟେ କଥା ଏ ଯେଉଁ ଝିଅ ଗୁଡାକ ଏଭଳି କାର୍ଯ୍ୟ କଳାପ କଲେ ତାଙ୍କ ଘର ପରିବାର ଲୋକ କେଉଁ ଭଳିଆ ହେଇଥିବେ ଆପଣ ମାନେ ଟିକେ ଚିନ୍ତା କରନ୍ତୁ ।

ଆମେ ଦେଖୁଚୁ ଯଦି ଚାରିଟା ପୁଅ ଗୋଟେ ଝିଅକୁ ଦଳି ପକେଇଲେ ତା ହେଲେ ସଙ୍ଗେ ସଙ୍ଗେ ସେହି ପୁଅ ମାନଙ୍କ ବିରୋଧରେ ହଜାର ଅଭିଯୋଗ ହୋଇଯାଉଛି । ହେଲେ ଏଠି ଘଟଣା ସଂପୂର୍ଣ୍ଣ ଅଲଗା ଲୋକ ଭାବୁଛନ୍ତି ଆରେ ସେଟା ପୁଅଟା ହାର୍ଡ ଥିବ ଝିଅ ମାନେ ସବୁବେଳେ ନରମ । ସେ ଟୋକା କମଜୋର ଥିଲା ସେ ଆମ ସାଇଜିଆ ଟୋକା ହେଇଥିଲେ ସେ ସେମାନଙ୍କୁ ଠିକ ସାଇଜ କରିଥାନ୍ତା । କିନ୍ତୁ ଏଥିରେ ଭଲ ଯେତିକି ଅଛି ଖରାପ ବି ସେତିକି ଅଛି ।

ଏ ଜାଗାରେ ସେ ଜଣେ ବିବାହିତ ପୁରୁଷ ତାଙ୍କୁ କେମିତି ଲାଗିଥାନ୍ତି । ଯଦି ପୁଅ ଏମିତି କେସ କରିଥାନ୍ତା ତେବେ ତା ଘରଦ୍ଵାର ଭାଙ୍ଗି ଛିନଭିନ୍ନ ହୋଇ ଯାଇଥାନତ । ସେ କୁଆଡେ କଣ ହୋଇଥାନ୍ତା ହିସାବ ନାହି । ଏଠି ତ ନିଶ୍ଚୟ ପୁଅର ସ୍ତ୍ରୀ କମ୍ପ୍ରମାଇଜ କରିବ । କିନ୍ତୁ ପୁଅ କେବେ ସାଟିସ୍ଫାଏ କରିପାରିବ ନାହି ମୁଁ ଏ ଜାଗାରେ କଷ୍ଟଟା ଭୋଗିଲି । ମୋ ମତରେ ଝିଅଗୁଡାକ ନିଶାସକ୍ତ ଅବସ୍ଥାରେ କରିଲେ ଭଲ ଯେ କିନ୍ତୁ ପୁଅଟା ନିଶାରେ ଆଉ କିଛି ଭଲ କରିଥିଲେ ଭଲ ହୋଇଥାନ୍ତା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *