ଓଡିଶା ଛାଡି ବିଦେଶରେ କେମିତି ରହୁଛନ୍ତି Pushpa Panda ଓ ତାଙ୍କ ପରିବାର, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ, ଲୁକ, ଷ୍ଟାଇଲ ଓ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପୁଷ୍ପା ପଣ୍ଡା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ  ଓଡିଆ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପୁଷ୍ପା ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଆପଣ ମାନେ ସମସ୍ତେ ପୁଷ୍ପା ଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ପୁଷ୍ପା ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ଇଣ୍ଡଷ୍ଟ୍ରି ରେ ଖୁବ ଅଧିକ ରହିଛି ।

୮୦ ଦଶକରୁ ପୁଷ୍ପା ବହୁତ ସାରା ଓଡିଆ ଫିଲ୍ମରେ କାମ କରି ଆସୁଛନ୍ତି । ସେ ୧୦୦ ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଛନ୍ତି । ତେବେ ପ୍ରଥମେ ସେ ହିରୋଇନ ଭୂମିକାରେ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ହେଲେ ପରେ ସେ ମାଆ ଭୂମିକାରେ ଅନେକ ଓଡିଆ ଫିଲ୍ମରେ କାମ କରିଥିଲେ । ତାଙ୍କ ଝିଅ ଙ୍କ ନାଁ ହେଉଛି ଅନୁପା ଯାହାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଏବେ ପୁଷ୍ପାଙ୍କ ଝିଅ ଅନୁପା ପ୍ରାୟ ୧୦ ରୁ ଅଧିକ ସିନେମାରେ ଅଭିନୟ କରି ସାରିଛନ୍ତି ।

ପୁଷ୍ପା ପଣ୍ଡାଙ୍କ ଭଳି ତାଙ୍କ ଝିଅ ଅନୁପା ଓଲିଉଡ ଇଣ୍ଡଷ୍ଟ୍ରିରେ ଏତେ ବଡ ସଫଳତା ପାଇ ନାହାନ୍ତି  । ସେ ଅଧିକାଂଶ ସମୟରେ ଜଜ୍ ଭାବେ କିଛି ରିଆଲିଟି ସୋ ରେ ନଜର ଆସିଛନ୍ତି । ତେବେ ବର୍ତ୍ତମାନ ପୁଷ୍ପା ଆଉ ତାଙ୍କ ଝିଅ ଅନୁପା ବିଦେଶରେ ରହୁଥିବାର ନଜର ଆସିଛନ୍ତି । ଓଡିଶା ଛାଡି ସେମାନେ ବିଦେଶରେ ଚଳୁ ଥିବାର ଦେଖା ଯାଉଛନ୍ତି । ଦୀର୍ଘ କିଛି ଦିନ ହେବ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି ପୁଷ୍ପା । ତାଙ୍କ ଝିଅ ଅନୁପାଙ୍କୁ ଅଧିକ କାମ ନ ମିଳୁ ଥିବାରୁ ସେମାନେ ବିଦେଶରେ ରହୁଛନ୍ତି ବୋଲି ଜଣା ପଡିଛି ।

ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ପୁଷ୍ପା ଅନେକ ସାରା ଆୱାର୍ଡ ରେ ସମ୍ମାନିତ ହୋଇଛନ୍ତି । ସାରା ଓଡିଶାର ଲୋକ ମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ଆଉ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଥାନ୍ତି । ତା ହେଲେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ପୁଷ୍ପା ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *