Divorce କଥା ଅନାଉନ୍ସ କରିବା ପରେ ହଟାତ Live ଆସି କଣ କହିଲେ Aamir ଦେଖନ୍ତୁ Video

ଆମିର ଖା-ନ ଓ କିରଣ ରାୱ ବର୍ତ୍ତମାନ ଅଲଗା ହେବା ଖ-ବ-ର ବର୍ତ୍ତମାନ ସମସ୍ତ ନ୍ୟୁ-ଜ ଚ୍ୟା-ନେ-ଲ-ର ହେ-ଡ-ଲା-ଇ-ନ ହୋଇ ଯାଇଛି । ସମସ୍ତେ ଆମିର ଖାନ ଓ କିରଣ ରାୱଙ୍କ ଛାଡପତ୍ର ଖ-ବ-ର ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ୧୫ ବର୍ଷ ବିବାହ ପରେ ଅଚାନକ ଛାଡପତ୍ର ହେବାର ଖ-ବ-ର ବର୍ତ୍ତମାନ ଚାରିଆଡେ ଚର୍ଚାର ବିଷୟ ହୋଇ ଯାଇଛି ।

ସମସ୍ତେ ଆମିର ଖାନ ଓ କିରଣ ରାୱଙ୍କ ଛାଡପତ୍ରକୁ ନେଇ ତାଙ୍କର ଫ୍ୟାନମାନେ ଭିନ୍ନ ଭିନ୍ନ ପ୍ରକାରର ମତ ବି ଦେଉଛନ୍ତି । କିଏ ଏମାନଙ୍କ ବିପକ୍ଷରେ କହୁଛି ତ କିଏ ଏମାନଙ୍କ ସପକ୍ଷରେ କହୁଛି । ଏମିତିରେ ଗତ କାଲି ଆମିର ଖାନ ଓ କିରଣ ରାୱ ମିଶି ଏକ ଭି-ଡି-ଓ ପୋସ୍ଟ କରିଥିଲେ । ଯେଉଁଥିରେ ସେ କହୁଥିବାର ନଜର ଆସୁଛନ୍ତି କି ସେମାନେ ଖୁସି ଖୁସି ଛାଡପତ୍ର ନେଉଛନ୍ତି ।

ଆମିର ଖାନ ଓ କିରଣ ରାୱ ଶନିବାର ଦିନ ଛାଡପତ୍ରର ଖ-ବ-ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ । ଏହା ପରେ ଲୋକମାନଙ୍କର ବିଭିନ୍ନ ପ୍ରକାରର ମନ୍ତବ୍ୟ ପରେ ଦୁଇ ଜଣ ଏକ ଭି-ଡି-ଓ ମାଧ୍ୟମରେ ସମସ୍ତଙ୍କୁ ସନ୍ଦେଶ ଦେଇଛନ୍ତି ।

ଭି-ଡି-ଓରେ ଆମିର ଖାନ ଓ କିରଣ ରାୱ ହାତ ଧରି କହୁଛନ୍ତି କି ସେମାନଙ୍କ ସ-ମ୍ପ-ର୍କରେ ଅଳ୍ପ ପରିବର୍ତ୍ତନ ଆସିଛି, କିନ୍ତୁ ସେମାନେ ସବୁବେଳେ ଗୋଟିଏ ପରିବାର ହୋଇ ରହିବେ ।

ଭି-ଡି-ଓରେ ଆମିର ଖାନ ଓ କିରଣ ରାୱ ପରସ୍ପର ପାଖରେ ବସିଥିଲେ । ଏହି ଭି-ଡି-ଓକୁ ଇଂସ୍ଟାଗ୍ରାମ ଦ୍ଵାରା ଶେ-ୟା-ର ମଧ୍ୟ କରାଯାଇଥିଲା । ନିଜର ପ୍ରଶଂସକମାନଙ୍କ ଦ୍ଵାରା ସମ୍ଭୋଧିତ କରି କହିଲେ କି, ଆପଣ ସମସ୍ତେ ବହୁତ ଦୁଃଖିତ ହୋଇଥିବେ, ଆପଣଙ୍କୁ ଭଲ ବି ଲାଗି ନ ଥିବ, ଆପଣ ଆଶ୍ଚର୍ଯ୍ୟ ବି ହୋଇଥିବେ ।

କିନ୍ତୁ ମୁଁ କେବଳ ଏତିକି କହିବାକୁ ଚାହୁଁଛି କି ଆମେ ଦୁଇ ଜଣ ବହୁତ ଖୁସି ଅଛୁ ଓ ଏବେ ବି ଆମେ ଗୋଟିଏ ପରିବାର । ସେ ଆଗକୁ କହିଲେ କି, ‘ଆମର ସମ୍ପର୍କ ବଦଳି ଯାଇଛି । କିନ୍ତୁ ଆମେ ପରସ୍ପର ସହିତ ଅଛୁ, ତେବେ ଆପଣ ଏମିତି କେବେ ବି ଚିନ୍ତା କରନ୍ତୁ ନାହିଁ ।

ଆମେ ଏବେ ବି ପରସ୍ପର ସହିତ ଅଛୁ । ଆମେ ନିଜର ପାନି ଫାଉଣ୍ଡେସନ ସହ ମିଶି ଏକାଠି କାମ କରୁଛୁ ଓ କରୁଥିବୁ । ସେଥିପାଇଁ ଦୟା କରି ଆପଣ ଅନ୍ୟଥା ଚିନ୍ତା କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *