ଆପଣ ଯାହାକୁ ପସନ୍ଦ କରୁଛନ୍ତି ସେ ଆପଣଙ୍କ ପାଇଁ କଣ ଭାବୁଛନ୍ତି, ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ

ହାଏ ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆଶା କରୁଛୁ ବହୁତ ବିନ୍ଦାସ ରେ ଥିବେ । ଆଜି ଆମେ ଆପଣଙ୍କୁ ଆମର ପୋର୍ଟାଲ କୁ ସ୍ଵାଗତ ଜଣାଉଛୁ । ତେବେ ଆଜିର ଆମର ବିଷୟ ବସ୍ତୁ ରହିଛି କି ଆପଣ ଯାହାକୁ ପସନ୍ଦ କରୁଛନ୍ତି ବା ଭଲ ପାଉଛନ୍ତି ସେ ପଣଙ୍କୁ କଣ ମାନୁଛନ୍ତି ? ତେବେ ଏଥିପାଇଁ ଆମେ ଆପଣଙ୍କ ପାଇଁ ୧ ରୁ ୫ଟି ନମ୍ବର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୁଜ କରିବାକୁ ପଡିବ । ତେବେ ଏଥିପାଇଁ ଆମେ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ସମୟ ଦେବୁ । ତେବେ କଣ ଆପଣ ରେଡି ଅଛନ୍ତି ଆସନ୍ତୁ ଜାଣିବା କଣ ରହିଛି ଉତ୍ତର ।

୧- ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଯାହାକୁ ପସନ୍ଦ କରୁଛନ୍ତି ସେ ଆପଣଙ୍କୁ ତାଙ୍କର ପ୍ରେମୀ ବ ପ୍ରେମିକା ମାନୁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଆଉ ଆପଣ ମଧ୍ୟ ତାଙ୍କୁ ବହୁତ ଭଲ ପାଉଛନ୍ତି ।

୨- ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ନିଜର ଭାଇ ବା ଭଉଣୀ ମାନୁଛନ୍ତି । ସେ ଆପଣଙ୍କୁ ଭାଇ କି ଭଉଣୀ ଭାବୁଛନ୍ତି ଆଉ ଆପଣଙ୍କ ପ୍ରତି ତାଙ୍କର ଭଲ ପାଇବା ମଧ୍ୟ ରହିଛି । ଭାଇ ଭଉଣୀ ମଧ୍ୟରେ ଯେଉଁ ଭଲ ପାଇବା ରହିଛି ତାଙ୍କ ମନରେ ସେହି ଭାବନା ଆଉ ଭଲ ପାଇବା ଆପଣଙ୍କ ପ୍ରତି ରହିଛି ।

୩- ଯଦି ଆପଣ ତୃତୀୟ ନମ୍ବର ଚୟନ କରୁଛନ୍ତି ତେବେ ସେ ଆପଣଙ୍କୁ ନିଜର ଭଲ ବନ୍ଧୁ ବା ବେସ୍ତ ଫ୍ରେଣ୍ଡ ମାନୁଛନ୍ତି । ଆପଣଙ୍କର ଜଣେ ଭଲ ବନ୍ଧୁ ହିସାବ ରେ ସେ ବହୁତ ଭଲ ମଣିଷ ଅଟନ୍ତି ।

୪- ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ନିଜର କ୍ରଶ ମାନେ କରୁଛନ୍ତି କିନ୍ତୁ ସେ ଆପଣଙ୍କୁ ଭଲ ପାଉଛନ୍ତି । ସେ ଆପଣଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଛନ୍ତି ଆଗକୁ ଆପଣ ଦୁହିଙ୍କର ଭଲ ପାଇବା ସେମିତି ରହିବ ।

୫- ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ନିଜ ଜୀବନର ହମସଫର ବା ଜୀବନ ସାଥି ମନେ କରୁଛନ୍ତି । ସେ ଆପଣଙ୍କୁ ତାଙ୍କ ଜୀବନରେ ସବୁ ଦିନ ଆଣିବା ପାଇଁ ଚିନ୍ତା କରୁଛନ୍ତି । ଏଭଳି ଭାବନା ରହିଛି ତାଙ୍କ ମନ ରେ ଆପଣଙ୍କ ପାଇଁ ।

ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବର ଭଲ ବାଚିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ମାନଙ୍କ କିମ୍ବା ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *