ଅମୃତ ସମାନ ଅଟେ ଏହି ପତ୍ର, ଯେଉଁଠି ବି ମିଳୁଛି ତୁରନ୍ତ ନେଇ ଆସନ୍ତୁ- Swami Ramdev

ଲିମ୍ବରେ ଲୁଚି ରହିଥିବା ଗୁଣର ଲାଭ ଉଠେଇବାକୁ ଏହା ବିଷୟରେ ଜାଣିବା ଜରୁରୀ ଅଟେ । ଲିମ୍ବ ଯେଉଁଠି ଥାଏ, ଆମର ପାଖା ପକ୍ଷୀ ଜାଗାକୁ ସୁଧା ରଖିବା ସହିତ ସ୍ଵାସ୍ଥ୍ୟକୁ ଠିକ ରଖିଥାଏ । ଏହାର ପତ୍ର,   ଆମର ବହୁତ ସାରା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ ।

ଭାରତୀୟ ବେଦରେ ଲିମ୍ବକୁ ସର୍ବ ରୋଗ ନିବାରଣ ରଖାଯାଇଛି । ଏହାର ଅର୍ଥ ଏଇଆ ହୋଇଥାଏ ସବୁ ରୋଗକୁ ରୋକିବା ବାଲା” । ଲିମ୍ବ ଦୁଇ ପ୍ରକାର ଥାଏ ମିଠା ଲିମ୍ବ ଓ ପିତା ଲିମ୍ବ । ଦୁଇଟି ଜକରେ ଔଷଧୀୟ ଗୁଣ ରହିଛି କିନ୍ତୁ ପିତା ଲିମ୍ବର ଗୁଣ ବହୁତ ରହିଛି ଏହାର ବ୍ୟବହାର ଔଷଧ ତିଆରୀରେ ଅଧିକ ହୋଇଥାଏ ।

Image Courtesy: Google

ଆଧୁନିକ ଅନୁସନ୍ଧାନ ପ୍ରମାଣିତ କରିଛିକି ଲିମ୍ବର ବ୍ୟବହାର ଓ ଗୁଣ ଅଛି, ଯାହାର ଜବାବ ନହିଁ । ଲିମ୍ବର ତେଲ ଆପଣଙ୍କ ମୁଣ୍ଡରେ ହେଉଥିବା ଇନଫେକସନକୁ ଦୂର କରିଥାଏ । ଯେଉଁଥିରେ କେସର ଝଡିବା ବନ୍ଦ ହୋଇଥାଏ । ଲିମ୍ବର ତେଲ ନିୟମିତ କେଶରେ ବ୍ୟବହାର କରିବା ଦ୍ଵାରା କେସ ବହୁତ ବଢିଥାଏ । ମଶା ମାନଙ୍କଠୁ ରକ୍ଷା ପାଇବା ପାଇଁ ହେଲେ ଲିମ୍ବ ପତ୍ରର ଧୂଆଁ କରିଲେ କି ତେଲ ଲଗେଇଲେ ବହୁତ ଲାଭଦାୟକ ହୋଇଥାଏ ।

Image Courtesy: Google

କିଛି ମୁହଁର ସମସ୍ୟା ଥିଲେ ପାଣିରେ ଦୁଇ ବୁନ୍ଦା ଲିମ୍ବ ପାଣି ମିଶାଇ ଗାଧାନ୍ତୁ । ଲିମ୍ବର ପାଣି କରିବାକୁ ହେଲେ ଅଧା ଲିଟର ପାଣିରେ 50 ଗ୍ରାମ ପତ୍ରକୁ ପକାଇ ବହୁତ ଫୁଟାନ୍ତୁ । ଓ ଚଣି ଗୋଟେ ବୋତାଲରେ ରଖନ୍ତୁ । ଲିମ୍ବର ପତ୍ରକୁ ବତୀ ମୁହଁରେ ଲଗାନ୍ତୁ ଓ ଟିକେ ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ । କିଛି ଦିନ ପର୍ଯ୍ୟନ୍ତ ଏମିତି କରନ୍ତୁ ମୁହଁରେ ଚମକ ଆସିଯିବ । ଭୋକ ନ ଲାଗିଲେ କି ଖାଇବାକୁ ଇଚ୍ଛା ନହେଲେ ଲିମ୍ବର କୋମଳ ପତ୍ର ଘିଅରେ ଭାଜିକି ଖାଆନ୍ତୁ ।

Image Courtesy: Google

ବହୁତ ଭୋକ ହେବ ଓ ବଦହଜମ ଦୂର ହେବ । ଲିମ୍ବ ରସରେ ରକ ସଲ୍ଟ ମିଶାଇ ଦାନ୍ତ ଘାସିଲେ ଓ ଏହାର କଢକୁ ପାଣିରେ ଫୁଟାଇ କୁଳା କଲେ ଦନ୍ତର ସବୁ ବିମାରୀ ଦୂର ହୋଇଥାଏ । କୌଣସି ଘା କୁ ଭଲ କରିବା ପାଇଁ ଲିମ୍ବର ତେଲରେ ଟିକେ କର୍ପୁର ମିଶାଇ ଲଗରିବ ଦ୍ଵାରା ଲାଭ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *