ଅପରାଜିତା ମହାନ୍ତିଙ୍କ ଜୀବନୀ ଓ ପରିବାର ବିଷୟରେ ଆଗରୁ କେବେ ଜାଣିନଥିବେ

ଓଡିଶା ଓ ଓଡିଶା ବାହାରେ ଅପରାଜିତା ମହାନ୍ତିଙ୍କୁ କିଏ ଅବା ଜାଣି ନାହିଁ, ଓଡିଶାରେ ଅପରାଜିତା ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଦିବାନା କରିଛନ୍ତି । ତେବେ ୯୦ ଦଶକରେ ଅପରାଜିତା ବହୁତ ଗୁଡେ ସୁପର ହିଟ ଫିଲ୍ମ ଦେଇଛନ୍ତି, ତେବେ ଏହି ସମୟରେ ଅପରାଜିତାଙ୍କୁ ଦର୍ଶକ ଯେତେ ଭଲ ପାଉଥିଲେ ତା ଠାରୁ ବି ଅଧିକ ବର୍ତମାନ ଲୋକେ ତାଙ୍କୁ ପସନ୍ଦ କରନ୍ତି ଓ ତାଙ୍କ ପୁରୁଣା ଚଳଚିତ୍ର ଏବେ ବି ଦେଖିବା ପସନ୍ଦ କରନ୍ତି ।

ଅପରାଜିତା ମହାନ୍ତି ବହୁତ ବଡ ଅଭିନେତ୍ରୀ ଅଟନ୍ତି, ତାଙ୍କ ଅଭିନୟ ଓ ତାଙ୍କ ବ୍ୟବହାର ଦ୍ଵାରା ସମସ୍ତେ ବହୁତ ଖୁସି ରୁହନ୍ତି, ସେ ଜଣେ ବହୁତ ଶାନ୍ତ ସରଳ ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ଅଭିନୟ ଚର୍ଚା ପୁରା ଓଡିଶା ଓ ବଙ୍ଗାଳରେ ହୋଇଛି ।

Image Courtesy: Google

ତେବେ ଆଜି ଆମେ ଅପରାଜିତାଙ୍କ ଜୀବନୀ ଓ ପରିବାର ବିଷୟରେ କିଛି କହିବାକୁ ଯାଉଛୁ ଯାହା ପ୍ରାୟତଃ ଦର୍ଶକ ମାନେ ଜାଣିବାକୁ ଇଛା କରନ୍ତି । ଅପରାଜିତା ନିଜ ଅଭିନୟ ପାଇଁ ବହୁତ କଷ୍ଟ କରିଥିଲେ ଓ ବହୁତ କଷ୍ଟ କରି ଆଗକୁ ବଢିଥିଲେ ଓ ପୁରା ଭାରତରେ ନିଜର ଗୋଟେ ସ୍ଥାନ ପାଇଛନ୍ତି । ତେବେ ଅପରାଜିତା କାହାକୁ ବିବାହ କରିଛନ୍ତି କଣ ଆପଣ ଜାଣିଛନ୍ତି ଉତ୍ତମ ମହାନ୍ତି ସେ ମଧ୍ୟ ବହୁତ ବଡ କଳାକାର ଅଟନ୍ତି । ଅପରାଜିତାଙ୍କ ଜନ୍ମ ୧୯୬୫ରେ ସମ୍ବଲପୁରରେ ହୋଇଥିଲା ତେବେ ବର୍ତମାନ ସମୟ ଅନୁଯାଇ ଅପରାଜିତାଙ୍କ ବୟସ ୫୫ ବର୍ଷ ଅଟେ ।

Image Courtesy: Google

ଅପରାଜିତାଙ୍କ ମାଙ୍କ ନାମ ହରପ୍ରିୟା ପଟନାୟକ ଅଟେ ଓ ତାଙ୍କ ବାପାଙ୍କ ନାମ ଅବ୍ଦୁଲ ଅଜିଜ ଖାନ ଥିଲା । ବର୍ତମାନ ଅପପରାଜିତା ତାଙ୍କ ସ୍ଵାମୀ ଓ ପରିବାର ସହ ଭୁବନେଶ୍ଵରରେ ବାସ କରୁଛନ୍ତି । ଅପରାଜିତାଙ୍କ ପରିବାର ବହୁତ ବଡ ନୁହ ତାଙ୍କର ଏକମାତ୍ର ପୁଅ ଅଟନ୍ତି ବାବୁସାନ ଯାହାଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି । ଅପରାଜିତା ଓ ଉତ୍ତମ ମହାନ୍ତିଙ୍କ ସ୍ତ୍ରୀ ଅଟନ୍ତି ଓ ଦୁହିଙ୍କ ଏକମାତ୍ର ପୁଅ ଅତନ୍ତୁ ବାବୁସାନ ଯିଏ ବର୍ତମାନ ଓଡିଆ ଚଳଚିତ୍ର ଉପରେ ରାଜ କରୁଛନ୍ତି ପ୍ରାୟତଃ ଚଳଚିତ୍ରରେ ମୁଖ୍ୟ ଅଭିନେତା ବାବୁସାନ ଅଟନ୍ତି ।

Image Courtesy: Google

ଅପରାଜିତାଙ୍କ ଚଳଚିତ୍ର ଦୁନିଆ ଆରମ୍ଭ ହୋଇଥିଲା ୧୯୮୦ ମସିହାରୁ କିନ୍ତୁ ତାଙ୍କ ପ୍ରଥମ ଚଳଚିତ୍ର ଥିଲା ସୀତା ଲବ କୁଶ । ଏହି ଚଳଚିତ୍ର ପରେ ଅପରାଜିତାଙ୍କୁ କାମ ମିଳିବା ଆରମ୍ଭ ହେଲା ଓ ତାଙ୍କ ଅଭିନୟ ଦ୍ଵାରା ସେ ବହୁତ ପ୍ରସିଦ୍ଧ ହୋଇଥିଲେ ଏହା ପରେ ଉତ୍ତମମହାନ୍ତି ଓ ଅପରାଜିତାଙ୍କ ଦେଖା ହେଲା ଓ ଦୁହେଁ ଭଲ ପାଇ ବିବାହ କରିଥିଲେ । ତେବେ ଅପପରାଜିତାଙ୍କ ବହୁ ନାମ ତୃପ୍ତି ସଥପଥି ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *