ଦେଖନ୍ତୁ Video: କେମିତି ଖେଳୁଛନ୍ତି ନିଜ କୁନି ଝିଅ ସହ ଓଡିଆ ହୀରୋ Chandan

ପ୍ରତେକ ମଣିଷ ଜୀବନରେ କିଛି ଭଲ କିଛି ଖରାପ ସମୟ ଆସିଥାଏ । ଯଦି ଆମେ ଦେଖିବା ପାଇଁ ଜୀବା ତାହେଲେ ଆମେ ଜାଣିବା କି ଆମ ଆଜୀବନ ଏକ ସୁନ୍ଦର ଯାତ୍ରା ଭଳି । ଯେମତି ଆମେ ଆମ ଘରୁ ବାହାରି ଏକ ଜାଗାକୁ ବୁଲିବା ପାଇଁ ଯାଉ ସେଠାରେ ଅନେକ ଲୋକଙ୍କୁ ଦେଖୁ ଅନେକ ଲୋକଙ୍କ ସହ ଚିହ୍ନା ପରିଚୟ ହୁଏ ।

କେହି ଭଲ ଲାଗନ୍ତି ଓ କ୍କେହୀ ଭଲ ଲାଗନ୍ତି ନି । କିଛି ଦିନ ଗଲା ପରେ ଆମେ ଆଉ କିଛି ନୂଆ ଜିନିଷ ଜାଣିବା ପାଇଁ ଟିକେ ଆଗକୁ ଯାଉ ଏହା ପରେ ଆମେ ସହ କିଛି ଲୋକ ମଧ୍ୟ ମିସିକି ଆମ ସହ ଯାନ୍ତି । ଏହି ଭଳି ଯାତ୍ରା ରେ ସୁନ୍ଦର ଜାଗା ସୁନ୍ଦର ଲୋକ ଓ ସୁନ୍ଦର ଦୁନିଆ କୁ ଦେଖି ଭଲ ମନ୍ଦ ଯାହା ଭି ମିଳେ ସେହି ସ୍ମୃତି କୁ ନେଇ ଆମେ ଘରକୁ ଡେରି ଆସୁ ।

ଏହି ଭଳି ମଣିଷ ଜୀବନରେ ସେ ନିଜ ମା ଗର୍ଭ ରୁ ବାହାରି ଏହି ସୁନ୍ଦର ଦୁନିଆ କୁ ଆସେ ନିଜର ଜୀବନ ସାଥି ସହ ଦେଖା ହୁଏ କିଛି ନୂଆ ଅନୁଭୂତି କୁ ନେଇ ଥାଏ । ଏହା ସବୁ ଲୋକଙ୍କ ଜୀବନରେ ଏକ ସାଧାରଣ କଥା । ଯଦି ଆମେ ଦେଖିବା ପାଇଆନ ଯିବା ତାହେଲେ ଆମେ ଜାଣି ପାରିବ କି ଲୋକମାନେ ଧନୀ ହୁଅନ୍ତୁ କି ଗରିବ ଏହି ସବୁ କୁ ନିଶ୍ଚୟ ଅନୁଭବ କରନ୍ତି ।

ତେବେ ଯଦି ଆମେ ଏହାକୁ ଅନୁଭବ କରୁଛୁ ତ ଆମ ଓଡିଆ ଜଗତର ତାରକା ମାନେ ନିଜ କାମରେ ବ୍ୟସ୍ତ ଥିଲେ ମଧ୍ୟ ସେମାନେ ଏହାକୁ ମଧ୍ୟ ଅନୁଭବ କରନ୍ତି । ଏଥିରୁ ସେମାନେ କିଭଳି ବାଦ ହୋଇଯିବେ । ତେବେ ଆପଣ ମାନେ ଓଡିଆ ସିରିୟାଲ ରେ ଅଭିନୟ କରୁଥିବା ଚନ୍ଦନ ଙ୍କୁ ତ ନିଶ୍ଚୟ ଜାଣି ଥିବେ । ତାଙ୍କ ଅଭିନୟ ସଭିଙ୍କୁ ଖୁବ ପସନ୍ଦ ଆସେ ।

ତେଣୁ ସେ ଅନେକ ବାର କିଛି ସ୍ଟେଜ ପ୍ରୋଗ୍ରାମ ମଧ୍ୟ କରିଛନ୍ତି । ଏବେ କିଛି ମାସ ତଳେ ହୁଏ ତ ଆପଣ ତାଙ୍କ ଏକ କନ୍ୟା ସନ୍ତାନ ହେବାର ଖବର ପାଇଥିବେ । ତେବେ ନିଜ ଝିଅ ସହ ସେ ତାଙ୍କର କିଛି ସ୍ମୃତି କୁ ଦର୍ଶକ ଓ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଶେୟର କରିଛନ୍ତି ।

ସେ ଭିଡିଓ କରିବା ବେଳେ ତାଙ୍କ ଝିଅକୁ ହାଏ କରିବା ପାଇଁ କହୁଛନ୍ତି ଓ ଆଉ ଏକ ଜାଗାରେ ତାଙ୍କ ଝିଅ ଆକିଭଳି ନିଜ ପାପା ଙ୍କ ଉପରରେ ଖୁବ ଆନନ୍ଦରେ ସୋଇଛି ଦେଖାଇ ଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *