Ollywood ଅଭିନେତ୍ରୀ Janklin ବିବାହ ପରେ ସ୍ଵାମୀଙ୍କ ସହ ସୁ-ଟ କଲେ ପ୍ରଥମ ସିରିୟଲ, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରୀ ସମ୍ବନ୍ଧରେ ବେଶ ଭଲ ଭାବେରେ ଜାଣିଛନ୍ତି । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଚେହେରା ରହିଅଛି ଯାହାଙ୍କୁ ଆମେ ନୀତି ଦିନ ଦେଖିବା ପାଇଁ ନିଜର ଇଛା ପ୍ରକାଶ କରିଥାଉ ।

ବନ୍ଧୁଗଣ ସେହି କଳାକାର ମାନେ ସୁନ୍ଦର ଚେହେରା ପାଇବା ଠାରୁ ଅଧିକ ସୁନ୍ଦରତାର ସହିତ ନିଜର ଅଭିନୟ ର କଳା କୁ ଟିଭି ପରଦା ମାଧ୍ୟମରେ ଲକ୍ଷାଧିକ ଦର୍ଶକଙ୍କୁ ଦେଖାଇଥାନ୍ତି । ବନ୍ଧୁଗଣ ଆପଣ ମାନେ “ଜାଙ୍କଲିନ” ବିଷୟରେ ଜାଣିଥିବେ । ବନ୍ଧୁଗଣ ବର୍ତ୍ତମାନ ଜାଙ୍କଲିନ ସୋ-ସି-ଆ-ଲ ମି-ଡି-ଆ ରେ ବହୁଳ ଭାବରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ଆଜି ଆମ୍ଭେ ଆପଣଙ୍କୁ ଅଭିନେତ୍ରୀ ଜାଙ୍କଲିନ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ବନ୍ଧୁଗଣ ଜାଙ୍କଲିନ ରଜକ୍ଵିନ ମାଧ୍ୟମରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ।

ବନ୍ଧୁଗଣ ରଜ କ୍ଵିନ ରେ ବିଜେତା ହେବାପରେ ବର୍ତ୍ତମାନ ସେ ସିରିୟଲ ମାନଙ୍କରେ ଅଭିନୟ କରୁଥିବାର ନଜର ଆସିଥିଲେ । ମାତ୍ର କ-ରୋ-ନା ମା-ହା-ମା-ରୀ ଯୋଗୁଁ ସମସ୍ତ କାର୍ଯ୍ୟ କୁ ରାଜ୍ୟ ସରକାର ବନ୍ଧ କରିଦେଇଥିଲେ । ଏହା ମଧ୍ୟରେ ଜାଙ୍କଲିନ ଓଡିଆ ସିରିୟଲ ଜଗତରୁ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି । ବନ୍ଧୁଗଣ ଏହି ଖବର ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିଥିବେ ।

ବିବାହ ପରେ ଜାଙ୍କଲିନ ନିଜ ଶାଶୁଘରେ ବହୁତ ଆନନ୍ଦ ରେ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ବନ୍ଧୁଗଣ ଜାଙ୍କଲିନ ଏବଂ ଅରିନ୍ଦମ ଦୁହେଁ ପ୍ରେମ ବିବାହ କରିଛନ୍ତି । ବନ୍ଧୁଗଣ ଜଙ୍କଲିନ ନିଜ ଶାଶୁ ଶଶୁର ଏବଂ ଛୋଟ ଦିଅର ତଥା ନିଜ ସ୍ଵାମୀ ଙ୍କ ସହିତ ମିଶି ରୁହନ୍ତି ।

ବିଗତ ଦିନରେ ଜାଙ୍କଲିନ ଙ୍କ ଶଶୁର ଙ୍କ ଜନ୍ମଦିନ କୁ ମଧ୍ୟ ବହୁତ ହସଖୁସି ରେ ପାଳନ କରିଥିଲେ । ବନ୍ଧୁଗଣ ଜାଙ୍କଲିନ ନୂତନ କରି ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିବା ବେଳେ ବର୍ତ୍ତମାନ ସେ ବହୁତ ପ୍ରସିଦ୍ଧ ତଥା ବହୁତ ଚର୍ଚ୍ଚାରେ ଅଛନ୍ତି ।

ଗତ ବର୍ଷ କୋରୋନା ମହାମାରୀ ତୁମୁଳ ତାଣ୍ଡବ ରଚାଇଥିବା ସମୟରେ ଚଳିତ ବର୍ଷ ମଧ୍ୟ ଏହାର ଭୟଙ୍କର ପ୍ରଭାବ ଦ୍ଵାରା ସମସ୍ତ କାର୍ଯ୍ୟ କୁ ସ୍ଥଗିତ ରଖାଯାଇଥିଲା । ମାତ୍ର ବର୍ତ୍ତମାନ ସ୍ଥିତି ଟିକିଏ ସୁଧୁରିବାରୁ ମାନ୍ୟବର ରାଜ୍ୟ ସରକାର ଅନୁମତି ଦେଇଛନ୍ତି ଯେ, ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ । ବନ୍ଧୁଗଣ ବର୍ତ୍ତମାନ ଜାଙ୍କଲିନ ଏତେ ଦିନ ବ୍ୟବଧାନ ପରେ ଏକ ନୂତନ ଧାରାବାହିକ ରେ ଅଭିନୟ କରିଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଧାରାବାହିକ ଟିର ସୁ-ଟି-ଙ୍ଗ ସେ-ଟ ରେ ଜାଙ୍କଲିନ ବହୁତ ମସ୍ତି କରିଥିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଜାଙ୍କଲିନ ଙ୍କ ସହିତ ଅରବିନ୍ଦ ମଧ୍ୟ ବହୁତ ଖସି ଅଛନ୍ତି । ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଆମ୍ଭର ପ୍ରାର୍ଥନା ଯେ ଜାଙ୍କଲିନ ନିଜର ଆଗାମୀ ବୈବାହିକ ଜୀବନ ଆନନ୍ଦ ତଥା ଶାନ୍ତିପୂର୍ଣ୍ଣ ଭାବରେ ବିତାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ, ତେବେ ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *