ଅଭିନେତ୍ରୀ Rudri ଅତି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି, ଦେଖନ୍ତୁ Live ଆସି ସେ ନିଜ ଫ୍ୟାନ୍ସ ଙ୍କୁ କଣ କହିଲେ

ବନ୍ଧୁଗଣ ଓଡିଆ ସିରିୟଲ କୁ ଦେଖିବାକୁ ସମସ୍ତେ ଭଲ ପାଇଥାନ୍ତି । ଡ୍ରାମା ତଥା କିଛି ଘଟଣା କୁ ନେଇ ଏହି ଧାରାବାହିକ ମାନ ନିର୍ମାଣ କରିବାରେ ବର୍ଷ ବର୍ଷ ବିତିଯାଇଥାଏ । ବନ୍ଧୁଗଣ ଗୋଟିଏ ଧାରାବାହିକ ପ୍ରସିଦ୍ଧ ହେବା ପଛରେ ବହୁତ ବ୍ୟକ୍ତି ଙ୍କର ଭୂମିକା ରହିଥାଏ ।

କିନ୍ତୁ ସବୁଠାରୁ ମୁଖ୍ୟ ଭୂମିକା ରହିଥାଏ ଅଭିନୟ କରୁଥିବା କଳାକାର ମାନଙ୍କର । ତାଙ୍କ ଅଭିନୟ ଯୋଗୁଁ ହିଁ ଦର୍ଶକେ ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଦୁଇ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁ ମାନେ ନିଜ ଅଭିନୟ ଜରିଆରେ ଦର୍ଶକ ମାନଙ୍କ ମନକୁ ବାନ୍ଧି ରଖିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ରୁଦ୍ରୀ କୁ ଜାଣିଥିବେ । ସେ ନିଜର ସୁନ୍ଦର ଅଭିନୟ ଜରିଆରେ ବହୁତ ଦର୍ଶକ ଙ୍କ ମନକୁ ମୋହୋ ନେଇଛନ୍ତି ।

ବନ୍ଧୁଗଣ ରୁଦ୍ରୀ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ଲା-ଇ-ଭ ଆସି କିଛି ବିଶେଷ କଥା ଆଲୋଚନା କରିଥିଲେ । ତାଙ୍କ ଫ୍ୟାନ୍ସ ମାନେ ପଚାରିଥିଲେ ଆପଣ ବିବାହ କେବେ କରୁଛନ୍ତି ? ଏହାପରେ ରୁଦ୍ରୀ ହସିଥିଲେ ଏବଂ କହିଥିଲେ ମୁଁ ଏବେ ଛୋଟ ପିଲା ଅଛି ବର୍ତ୍ତମାନ ବିବାହ କରିବାର ନାହିଁ । ବନ୍ଧୁଗଣ ସିରିୟଲ ରେ ଅଭିନୟ କରିଥିବା ଗାର୍ଗୀ ଚରିତ୍ରରେ ଅଭିନେତ୍ରୀ ମଧ୍ୟ ତାଙ୍କ ସହିତ ଲା-ଇ-ଭ ରେ ଫ୍ୟାନ୍ସ ମାନଙ୍କ ସହିତ କଥା ହେଉଥିଲେ ।

ବନ୍ଧୁଗଣ ଉଭୟ କହିଥିଲେ ଗତବର୍ଷ କୋରୋନା ମହାମାରୀ ଭଳି ପରିସ୍ଥିତି ଚଳିତବର୍ଷ ମଧ୍ୟ ଆରମ୍ଭ ହେବାକୁ ଲାଗିଲାଣି । ଗତବର୍ଷ ମଧ୍ୟ ଏହିଭଳି ଲକଡାଉନ ତଥା ସଟଡାଉନ ରେ ଆମ୍ଭେ ମାନେ ଘରେ ରହୁଥିଲୁ ।

ବର୍ତ୍ତମାନ ମଧ୍ୟ ଘରେ ରହିବାକୁ ହେଉଅଛି । ବନ୍ଧୁଗଣ ଏହାପରେ ରୁଦ୍ରୀ ଙ୍କର ଫ୍ୟାନ୍ସ ଜଣେ ପଚାରିଥିଲେ ରୁଦ୍ରୀ ଦିଦି ଆପଣ କେତେ କେ.ଜି ? ରୁଦ୍ରୀ ହସି ଉତ୍ତର ଦେଇ କହିଥିଲେ ଯେ, ମୁଁ କେବଳ ୪୯ କେ.ଜି ।

ଏହାପରେ ଅଭିନେତ୍ରୀ ମମତା (ଗାର୍ଗୀ) କହିଲେ ଯେ ଚଳିତ ବର୍ଷ ଲକଡାଉନ ଯୋଗୁଁ ରୁଦ୍ରୀ (ଯାସମୀନ) କଲେଜ ମଧ୍ୟ ଯାଇନାହାଁନ୍ତି । ବୋର୍ଡ ସାରିବା ପରେ ଗତବର୍ଷ କୋରୋନା ମହାମାରୀ ଆସି ହଇରାଣ କରୁଛି ତାହା ଚଳିତବର୍ଷ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ସେ କହିଥିଲେ ଫାର୍ଷ୍ଟ ଇୟର ସେମିତି ଲକ ଡାଉନ ରେ ଗଲା ବର୍ତ୍ତମାନ ମଧ୍ୟ ଏଭଳି ସ୍ଥିତିରେ କଲେଜ ଯିବା ରୁଦ୍ରୀ ଙ୍କ ପକ୍ଷେ ସମ୍ଭବ ନୁହେଁ ।

ବନ୍ଧୁଗଣ ରୁଦ୍ରୀ ମାୟା ସିରିୟଲ ରେ ବହୁତ ଭଲ ଅଭିନୟ କରୁଛନ୍ତି । ତାଙ୍କ ଅଭିନୟ କୁ ଦରସକେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ବର୍ତ୍ତମାନ ରୁଦ୍ରୀ ଆଗ ଧାଡିର ନାୟିକା ଭାବେ ପରିଚିତ ହେବାକୁ ଲାଗିଲେଣି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ସିରିୟଲ ରେ ରୁଦ୍ରୀଙ୍କର ଅଭିନୟ କିଭଳି ଲାଗେ ? ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *