ସିରିୟଲ ରେ ଲିଡ ନାୟିକା ଭାବେ କାମ କରୁଥିବା ସମୟରେ ମା’ ହେଲେ TVର ଏହି 4ଜଣ ଅଭିନେତ୍ରୀ

ବନ୍ଧୁଗଣ, ଜଣେ ନାରୀ ମା’ ହେବା ତାହା ନିମନ୍ତେ ଅତ୍ୟନ୍ତ ଖୁସି ର ବିଷୟ ଅଟେ । ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ହିରୋଇନ ମାନେ ବର୍ତ୍ତମାନ ମା ହୋଇଛନ୍ତି । ବନ୍ଧୁଗଣ ଆଜି ଆମ୍ଭେ ସେହି ପ୍ରସିଦ୍ଧ ହିରୋଇନ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁ ମାନେ ସିରିୟଲ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ସମୟରେ ମା’ ହୋଇଛନ୍ତି ।

ବନ୍ଧୁଗଣ ଏଥିପାଇଁ ତାଙ୍କୁ ବହୁତ ସାରା କଷ୍ଟ କରିବାକୁ ପଡିଛି । ୧- “ସ୍ଵୀଟି” – ବନ୍ଧୁଗଣ ଆପଣ ମାନେ ଏହି ନାୟିକା ଙ୍କୁ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ “ମାନିନୀ” ଧାରାବାହିକ ରେ ଲିଡ ନାୟିକା ଭାବରେ କାମ କରୁଥିଲେ । ମାତ୍ର ସେ ଗର୍ଭବତୀ ହେବା ପରେ ଏହି ସିରିୟଲ ଟିକୁ କିଛିଦିନ ପାଇଁ ଛାଡିଦେଇଥିଲେ ।

ଏହାପରେ ସ୍ଵୀଟି ଙ୍କ ଜାଗାରେ ମାନିନୀ ସିରିୟଲ ରେ ଏକ ନୂଆ ଅଭିନେତ୍ରୀ ଙ୍କୁ ନିଆଯାଇଥିଲା । ଏହାପରେ ଏହି ସିରିୟଲ ଟି ଦର୍ଶକ ଙ୍କୁ ଏତେ ଖାସ ପସନ୍ଦ ଆସିନଥିଲା ଏବଂ ପରେ ଏହା ଧୀରେ ଧୀରେ ବନ୍ଧ ହୋଇଯାଇଥିଲା ।

୨- “ଅର୍ପିତା କର” – ବନ୍ଧୁଗଣ “ଦୂର୍ଗା” ସିରିୟଲ ର ଲିଡ ନାୟିକା ଭାବେ ଆପଣ ମାନେ ଅର୍ପିତା ଙ୍କୁ ଦେଖିଥିବେ । ବନ୍ଧୁଗଣ ଅର୍ପିତା ଏହି ସିରିୟଲ ରେ ଅଭିନୟ କରୁଥିବା ସମୟରେ ମା’ ହୋଇଥିଲେ । ଏହାପରେ ପ୍ରାଏ ୧ ମାସ ପର୍ଯ୍ୟନ୍ତ ଏହି ସିରିୟଲ ରେ କାମ କରିନଥିଲେ । ବନ୍ଧୁଗଣ ଅର୍ପିତା ବହୁତ ସାରା କଷ୍ଟ କରିଛନ୍ତି ଏହି ସିରିୟଲ ରେ କାମ କରିବା ସମୟରେ । ସେ ୧ ମାସ ଏହି ସିରିୟଲ କୁ ଛାଡି ଦେଇଥିବା ସମୟରେ ଦର୍ଶକ ମାନଙ୍କ ମନରେ ଏହି ସିରିୟଲ ପ୍ରତି ଆଗ୍ରହ ଆଉ ରହିଲା ନାହିଁ । କ୍ରମଶ ଏହି ସିରିୟଲ ର TRP କମି ଯାଇଥିଲା ଏବଂ ପରେ ଏହା ବନ୍ଧ ହୋଇଯାଇଥିଲା ।

୩- “ମାହି”- ବନ୍ଧୁଗଣ ମାହି ଏବଂ ଚନ୍ଦନ ଙ୍କ ଯୋଡି କୁ ତ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ବନ୍ଧୁଗଣ ମାହି ସିରିୟଲ ରେ ଅଭିନୟ କରୁଥିବା ସମୟରେ ଚନ୍ଦନ କୁ ବାହା ହେଇଥିଲେ । ଏହାପରେ ସେ ମା ହେବା ପରେ ଏହି ସିରିୟଲ ଟିକୁ ଛାଡି ଦେଇଥିଲେ ।

୪- “ପ୍ରିୟା”- ବନ୍ଧୁଗଣ ଓଡିଆ ହିରୋଇନ ପ୍ରିୟା କୁ ତ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ବନ୍ଧୁଗଣ ପ୍ରିୟା ଅନେକ ସିନେମା ତଥା ଚଳଚିତ୍ର ରେ ଅଭିନୟ କରିଛନ୍ତି । ବନ୍ଧୁଗଣ ପ୍ରିୟା ସିନେମାରେ କାମ କରୁଥିବା ସମୟରେ ଗର୍ଭବତୀ ହୋଇଥିଲେ । ଏବଂ ଏହି କାରଣରୁ ସେ ସିନେମା ଜଗତକୁ ଅଧାରୁ ଛାଡି ଦେଇଥିଲେ । ବର୍ତ୍ତମାନ ସେ କୌଣସି ଚଳଚିତ୍ର ରେ ଅଭିନୟ କରୁ ନାହାନ୍ତି । ମାତ୍ର କେତେକ ରିୟାଲିଟି ସୋ ର ଜର୍ଜ ଭାବେ ପ୍ରିୟା ଦେଖିବାକୁ ମିଳୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *