Ollywood ଅଭିନେତ୍ରୀ Snigdha Mohanty ଙ୍କ ରିୟଲ ଲାଇଫ ପ୍ୟାମିଲି Album

ବନ୍ଧୁଗଣ, ଆପଣ ମାନେ ଅଭିନେତ୍ରୀ “ସ୍ନିଗ୍ଧା ମହାନ୍ତି” ଙ୍କୁ ଓଡିଆ ଧାରାବାହିକ ରେ ଦେଖିଥିବେ । ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ମାନ ରହିଛନ୍ତି । ସେ ସମସ୍ତେ ନିଜ ନିଜ ଚମତ୍କାରୀ ଅଭିନୟ ସଙ୍ଗେ ବହୁଳ ଭାବରେ ଦର୍ଶକ ମାନଙ୍କ ହୃଦୟରେ ରାଜ କରି ଆସିଛନ୍ତି ।

ସେହି ଅଭିନେତ୍ରୀ ତଥା ଅଭିନେତା ମାନେ ନିଜ ଅଭିନୟ ଜରିଆରେ ଚଳଚ୍ଚିତ୍ର ଜଗତରେ ନିଜର ଆଧିପତ୍ୟ ବିସ୍ତାର କରି ଆସିଛନ୍ତି । ବର୍ତ୍ତମାନ ୯୦ ଦଶକ ର ଅଭିନେତା ତଥା ଅଭିନେତ୍ରୀ ମାନଙ୍କର ପୁଅ ତଥା ଝିଅ ମାନେ ମଧ୍ୟ ଓଡିଆ ଫିଲ୍ମୀ ଜଗତରେ ଅଭିନୟ କରିବାର ଦେଖା ଯାଉଛନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ ଅଭିନେତ୍ରୀ “ସ୍ନିଗ୍ଧା ମହାନ୍ତି” ଙ୍କ ପରିବାର ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ । ଓଲିଉଡ ର ଲମ୍ବା ସମୟ ପାଇଁ ସକ୍ରିୟ ରହିଥିବା ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ “ସ୍ନିଗ୍ଧା ମହାନ୍ତି” ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।

“ସ୍ନିଗ୍ଧା ମହାନ୍ତି” ୧୯୮୦ ମସିହାରେ ଓଡିଆ ଚଳଚ୍ଚିତ୍ର “ଅଗ୍ନି ପରୀକ୍ଷା” ରୁ ନିଜର ଅଭିନୟ ଜୀବନର ଆରମ୍ଭ କରିଥିଲେ । ଏହାପରେ ସ୍ନିଗ୍ଧା ଓଲିଉଡ ଇଣ୍ଡଷ୍ଟ୍ରୀ କୁଜ ବହୁତ ସାରା ସୁପରହିଟ ଚଳଚ୍ଚିତ୍ର ମଧ୍ୟ ଦେଇ ସାରିଛନ୍ତି । “ସ୍ନିଗ୍ଧା ମହାନ୍ତି” ୧୯୯୧ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ମ୍ୟୁସିକ ଡାଇରେକ୍ଟର “ଜୟ ପ୍ରକାଶ ମହାନ୍ତି” ଙ୍କୁ ବିବାହ କରିଥିଲେ । “ସ୍ନିଗ୍ଧା ମହାନ୍ତି” ଙ୍କର ଗୋଟିଏ ଝିଅ ଅଛି ।

ତାଙ୍କ ଝିଅଙ୍କ ନାମ “ସମ୍ଭାବନା ମହାନ୍ତି” ଅଟେ । ସମ୍ଭାବନା ମଧ୍ୟ ନିଜ ମାଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସମ୍ଭାବନା ଜଣେ ଅଭିନେତ୍ରୀ ସାଙ୍ଗରେ ଜଣେ ମଡେଲ ମଧ୍ୟ ଅଟନ୍ତି । ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିବା ବ୍ୟତୀତ ସମ୍ଭାବନା ବଲିଉଡ ସିରିୟଲ ରେ ମଧ୍ୟ କାମ କରୁଛନ୍ତି ।

ବନ୍ଧୁଗଣ ସ୍ନିଗ୍ଧା ଯେପରି ତାଙ୍କର ଅଭିନୟ ମାଧ୍ୟମରେ ଲକ୍ଷାଧିକ ଓଡିଶା ବାସୀ ଙ୍କ ହୃଦୟରେ ସ୍ଥାନ ପାଇ ଆସିଛନ୍ତି ଠିକ ସେହିଭଳି ତାଙ୍କ ଝିଅ ସମ୍ଭାବନା ମଧ୍ୟ ଓଲିଉଡ ତଥା ବଲିଉଡ ରେ ନିଜର ଜାଦୁ ଦେଖାଇ ପ୍ରସିଦ୍ଧ ହେଉଛନ୍ତି । ବନ୍ଧୁଗଣ ସମ୍ଭାବନା ବହୁତ ଛୋଟ ବେଳୁ ଅଭିନୟ ଜଗତରେ ପାଦ ଦେଇଥିଲେ । ମାତ୍ର କମ ବୟସରେ ତାଙ୍କର ଅଭିନୟ ଅନେକ ସ୍ଥାନରେ ପ୍ରସିଦ୍ଧ ହୋଇ ଆସିଅଛି । ଆପଣ ମାନେ ନିଶ୍ଚିତ ଭାବରେ ଅନେକ ଚଳଚ୍ଚିତ୍ର ରେ “ସମ୍ଭାବନା” ଙ୍କୁ ଅଭିନୟ କରିଥିବାର ଦେଖିଥିବେ । ତେବେ ଆପଣଙ୍କୁ ତାଙ୍କର ଅଭିନୟ କିପରି ଲାଗେ ?

ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ବର୍ତ୍ତମାନ ଦୁନିଆରେ ବହୁତ ପ୍ରସିଦ୍ଧ ହୋଇ ସାରିଲେଣି । ସେମାନଙ୍କ ରୋମାଞ୍ଚକ ଅଭିନୟ କୁ ଦର୍ଶକେ ବହୁତ ଆଚଙ୍କିତ ଭାବରେ ଚାହିଁ ବସିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଅଭିନେତ୍ରୀ “ସ୍ନିଗ୍ଧା ମହାନ୍ତି” ଏବଂ ତାଙ୍କ ପରିବାର ବର୍ଗ ଙ୍କ ସମ୍ବନ୍ଧରେ ଯାନୀ କିପରି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *