ACF Soumyaranjan ଡେଥ ମିଷ୍ଟ୍ରି: ଆସିଲା ନୂଆ ମୋଡ, ଡିପ୍ରେସନରେ ଥିଲେ, ଖାଉଥିଲେ ମେଡିସିନ, କଣ ଏହା ପଛର ରହସ୍ୟ ଦେଖନ୍ତୁ Video

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ନୂଆ ତଥ୍ୟ ଅନୁସାରେ ସୋମ୍ୟ ମୃ-ତ୍ୟୁ ପୂର୍ବରୁ ଦୀର୍ଘଦିନ ଧରି ଡି-ପ୍ରେ-ସ-ନରେ ଥିଲେ ଯାହା ପାଇଁ ସେ ମେଡ଼ିସିନ ଖାଉଥିଲେ । ତଦନ୍ତ ସମୟରେ ପୋ-ଲି-ସ ହାତରେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି ।

ସୂଚନା ଅନୁସାରେ ସୋମ୍ୟ ଅନଲାଇନରେ ମେଡ଼ିସିନ ମଗାଉଥିଲେ ଯାହା ବିଷୟରେ ପୋ-ଲି-ସ ତଦନ୍ତ ଆରମ୍ଭ କରିଛି । ସୋମ୍ୟଙ୍କ ମୃ-ତ୍ୟୁ-କୁ ଗତ ୧୮ ଦିନ ହୋଇ ଯାଇଥିଲେ ମଧ୍ୟ କୌଣସି ସଠିକ ତଥ୍ୟ ମିଳୁନାହି । ଡି-ପ୍ରେ-ସ-ନ ମେଡ଼ିସିନକୁ ନେଇ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା ରେ ଟ୍ଵିଷ୍ଟ ଆସିଛି । ଏହି ମାମଲା ରେ ସୋମ୍ୟଙ୍କ ବଡ ଭାଇ ରଞ୍ଜନା ମହାପାତ୍ର କହିଛନ୍ତି ଯେ ଯଦି ସୋମ୍ୟ ମେଡିସନ ଅନଲାଇନରେ ମଗାଇ ଖାଉଥିବେ ତ ସେ ବିଷୟରେ ତାଙ୍କର ବ୍ଯାଙ୍କ ଡିଟେଲ୍ସର ଯାଞ୍ଚ କରା ଯାଇଛି ।

ଏହା ଛଡା ସୋମ୍ୟଙ୍କ ବିବାହ ଡିସେମ୍ବର ମାସରେ ହେଇଥିଲା ସେ ଓ ବିଦ୍ୟା ଭାରତୟ ଜାନୁଆରୀ ମାସରେ ତାଙ୍କର ବାସ ଭବନକୁ ଯାଇଥିଲେ ଓ ରଜ ସମୟରେ ଘରକୁ ଆସିଥିଲେ । ଏହି ସମୟ ମଧ୍ୟରେ କଣ ହୋଇଛି କି ନାହି ସେମାନେ କିଛି ଜାଣି ନାହାନ୍ତି । ଏହା ଛଡା ଆମାଜନ ଫ୍ଲିପକାର୍ଟରେ ଅନଲାଇନରେ ଝିଅର ୨୦ ହଳ ଜୋତା, ଡ୍ରେସ ଆଦି ଅନେକ ଜିନିଷ ମଗା ଯାଇଛି । ସୋମ୍ୟଙ୍କ ଦରମା ପଇସାରେ ଅନଲାଇନରେ ଅନେକ ଜିନିଷ କିଣା ଯାଇଛି ବୋଲି ତାଙ୍କ ଭାଇ କହିଛନ୍ତି ।

ସୋମ୍ୟଙ୍କୁ ଡି-ପ୍ରେ-ସ-ନ ମେଡ଼ିସିନ ବିଦ୍ୟା ଭାରତୀ ଦେଉଥିଲେ କି ସେ ନିଜେ ଖାଉଥିଲେ ବୀନା କୌଣସି ଡାକ୍ତରଙ୍କ ପରାମର୍ଶରେ ଏ ବିଷୟରେ ସୋମ୍ୟଙ୍କ ଭାଇ ପ୍ରଶ୍ନ କରିଛନ୍ତି । ଏହା ଛାଡ ତାଙ୍କ ଭାଇ ସୋମ୍ୟଙ୍କ ସହ ଆଲୋଚନା କରିବା ସମୟରେ ସେ ଡି-ପ୍ରେ-ସ-ନରେ ନ ଥିଲେ ବୋଲି କହିଛନ୍ତି ।

ସୋମ୍ୟ ତାଙ୍କ ଭାଇଙ୍କ ସହ କଥା ହେବ ସମୟରେ ଅଫିସିଆଲି କିଛି ଅସୁବିଧା ଥିଲା ଓ ତାଙ୍କୁ ସେଠାରୁ ଟ୍ରାନଫର କରିବା ପାଇଁ ତାଙ୍କ ଭାଇଙ୍କୁ କାନ୍ଦି କରି କହିଥିଲେ । ସୋମ୍ୟ ଯେଉଁ ମେଡ଼ିସିନ ଖାଉଥିଲେ ତାହା ସେ ଜାଣତରେ କାହୁଥିଲେ ନା ତାଙ୍କ ଖାଇବାରେ କେହି ମିଶାଇକି ଦେଉଥିଲେ ତାହା ଏବେ ପ୍ରଶ୍ନ ଉଠୁଛି ।

ସୋମ୍ୟ ଓ ବିଦ୍ୟା ଭାରତୀ ଦୁହେଁ ଗୋଟେ ରୁମରେ ଥିଲେ କିନ୍ତୁ ସୋମ୍ୟ ୯୫% ପୋଡିଗଲେ ଏ ବିଷୟରେ ବିଦ୍ୟା କିଛି ଜାଣି ପାରିଲେ ନାହି କି ତାଙ୍କର କିଛି ବି କ୍ଷତି ହୋଇ ନାହି କାହାଙ୍କି ତାହା ପ୍ରଶ୍ନ ଉଠାଇଛନ୍ତି ସୋମ୍ୟଙ୍କ ଭାଇ । ଏହା ଛଡା ବିଦ୍ୟା ରୋଟି ଆଣିବାକୁ ଯାଇଥିବା ସମୟରେ ସୋମ୍ୟଙ୍କ ସହ ଦୁ-ର୍ଘ-ଟ-ଣା ଘଟିଗଲା କିନ୍ତୁ ସେ ରୁମ ରେ ରୋଟି କି କିଛି ବି ଖାଦ୍ଯ ଜିନିଷ ନ ଥିଲା ବା ପୋ-ଲି-ସ କାହାଙ୍କି ବଲାଙ୍ଗୀର ଯାଇ ରୁମକୁ ସିଚ କରିଛି ବା ମମତା ପାଣ୍ଡେ କାହିଁଙ୍କି ରାସ୍ତା ମଝିରେ ଆମ୍ବୁଲାନ୍ସ ଅଟକାଇଥିଲେ ତାହାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ସୋମ୍ୟଙ୍କ ଭାଇ ।

ବନ୍ଧୁଗଣ ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା-କୁ ନେଇ ଆପଣଙ୍କର ମତାମତ କଣ ରହିଛି କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *