ଆଜି ଥାନାକୁ ଯିବେ Humane Sagar, ସ୍ତ୍ରୀ Shreya ଅଭିଯୋଗ ପ୍ରତ୍ୟାହାର ନ କଲେ Humaneଙ୍କ ସହ ହୋଇପାରେ ଏମିତି

ବନ୍ଧୁଗଣ ନମସ୍କାର, ଆପଣ ମାନେ ସମସ୍ତେ ଓଲିଉଡ ଶିଂଗର ତଥା ସୁନାମ୍ୟ ଅର୍ଜନ କରିଥିବା ଗୀତିକାର ହ୍ୟୁମାନ ସାଗର ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ହିଟ ଗୀତ ଗାଇ ଓଡିଆ ଇଣ୍ଡଷ୍ଟ୍ରି ରେ ଖୁବ ନାଁ କମାଇଛନ୍ତି । ଖବର ଅନୁଯାୟୀ ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି । ଆମ ଓଡିଆ ସିନେ ଜଗତର ସମସ୍ତଙ୍କ ମନ ମୋହୁଥିବା ସିଙ୍ଗର ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ସ୍ତ୍ରୀ ଆଣିଛନ୍ତି ସଙ୍ଗିନ ଅଭିଯୋଗ ।

ଯାହା ଏବେ ସଂପୂର୍ଣ୍ଣ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଥାନା କୁ ଯିବେ ଓଲିଉଡ ଶିଂଗାର ହ୍ୟୁମାନ ସାଗର । ମ-ଦ ପିଇ ଆସି ସ୍ତ୍ରୀ ଙ୍କ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର । ମହିଳା ଥାନା ପୋଲିସ ଆଜି ହ୍ୟୁମାନ ସାଗର ଙ୍କୁ ଅଟକ ରଖିକି ପଚରା ଉଚରା କରିବ । ତେବେ ହ୍ୟୁମାନ ସାଗର ତାଙ୍କ ସ୍ତ୍ରୀ ଙ୍କୁ ଶାରୀରିକ  -ନି-ର୍ଯ୍ୟା-ତ-ନା ଦେବା ସହ ଦେଉଥିଲେ ମାନସିକ ନି-ର୍ଯ୍ୟା-ତ-ନା ।

ପ୍ରତି ଦିନ ରାତି ରେ ମ-ଦ ପିଇ ଆସି ସ୍ତ୍ରୀ ଶ୍ରୀୟା ଙ୍କୁ ମା-ଡ ମା-ରୁ-ଥିଲେ । ଯେତେ ଅନୁରୋଧ କରିଲେ ବି ଶୁଣୁ ନ ଥିଲେ ହ୍ୟୁମାନ ସାଗର । ଶ୍ରୀୟା କହିଛନ୍ତି ସେ ଜଣେ ଭଲ ଶିଂଗର ହୋଇ ପାରନ୍ତି ହେଲେ ଗୋଟେ ଭଲ ସ୍ଵାମୀ ହୋଇ ପାରିଲେ ନାହି । ଯଦି ଦେଖିବା ଉଭୟଙ୍କର ଏକ ରିୟାଲିଟି ସୋ ରେ ଦେଖା ହୁଏ । ଦୁହେଁ ଦୁହିଙ୍କୁ ପସନ୍ଦ କରନ୍ତି ଆଉ ପରେ ଦୁହିଙ୍କର ବାହାଘର ହୁଏ ।

ହେଲେ ବାହାଘର ପରେ ଏବେ ପ୍ରେମ ହେଲା ସେତେବେଳେ ଦୁହିଙ୍କ ଭିତରେ କଳହ ଆରମ୍ଭ ହୋଇଥିଲା । ଦିନକୁ ଦିନ ନୃ-ଶଂ-ସ ହୋଇ ଯାଉଥିଲେ ହ୍ୟୁମାନ ସାଗର । ମା-ଡ ମା-ରି-ବା ସହ ଦେଉଥିଲେ ସ୍ତ୍ରୀ ଙ୍କୁ ଶାରୀରିକ ନି-ର୍ଯା-ତ-ନା । ଏହା ପରେ କଟକର ସିଡିଏ ସେକତର-6 ରୁ ଘର ଶ୍ରୀୟା ଘର ଛାଡି ବାଲେଶ୍ଵର ରେ ଥିବା ବାପଘର କୁ ଚଳାଇ ଯାଇଥିଲେ ।

ଆଉ ଏହା ପରେ ସ୍ଥିତି ନ ସୁଧୁରିବାରୁ ଗତ 17 ତାରିଖ ରେ କଟକ ଡିସିପି ଙ୍କ ପାଖରେ ଆସି ଅଭିଯୋଗ କରିଥିଲେ ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରୀୟା । ଏ ନେଇ ଆଜି ମହିଳା ଥାନା କୁ ଆସିବେ ହ୍ୟୁମାନ ସାଗର । ଥାନା କୁ ଆସିବା ପରେ ଦୁହିଙ୍କୁ କାଉନ୍ସିଲିଙ୍ଗ କରାଯିବ । ଯଦି ଏହି କାଉନ୍ସିଲିଙ୍ଗ ରେ ବିବାଦ ନ ହୁଏ ବା ଶ୍ରୀୟା ଏତାଲା ପ୍ରତ୍ୟାହାର କରିବାକୁ ନ ଚାହାନ୍ତି ତେବେ ହ୍ୟୁମାନ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ହ୍ୟୁମାନ ସାଗର ଗୀତ ଗାଇ ଏତେ ସୁନାମ ଅର୍ଜନ କରିଛନ୍ତି ସତ କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନରେ ସେ ଜଣେ ଭଲ ମଣିଷ ହୋଇ ପାରି ନାହାନ୍ତି କହିଲେ କିଛି ଭୁଲ ହେବ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *