ସ୍ଵାମୀ ନାଁରେ ସ୍ତ୍ରୀ ଆଣିଲା ସାଂଘାତିକ ଅଭିଯୋଗ, କହିଲେ “ମୋ ସ୍ୱାମୀ କହୁଛି ରାତିସାରା ମୋ ସହ…” ଦେଖନ୍ତୁ Video

ମୋ ସ୍ଵାମୀ କହୁଛି ରାତି ସାରା ମୋ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବ । ମ-ଦ ପିଇ ଆସି ମୋ ସହ ମୋ ସ୍ଵାମୀ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଛି । ସବୁଦିନ ସ-ମ୍ପ-ର୍କ ରଖୁଛି ମୁଁ ବାରଣ କଲେ ମୋତେ ପିଟୁଛି କେତେ ଆଉ ସହିବ ଏ ଦେହ । ମୁଁ ବହୁତ ଦୁର୍ବଳ ତଥାପି ମୋ ସ୍ଵାମୀ ଶୁଣୁନି । ମୋ ସ୍ଵାମୀକୁ ଦରକାର କେବଳ ଦେହ ସୁଖ । ମୋ ସ୍ଵାମୀ ସବୁବେଳେ ମୋତେ କହୁଛି ତୁ ପର ପୁରୁଷ ପାଖରେ ଶୋ-ଉଛୁ ।

ଟିକେ ଟିକେ କଥାରେ ସନ୍ଦେହ କରୁଛି ମୋତେ ଶାରୀରିକ ନି-ର୍ଯା-ତ-ନା ଦେଉଛି । ଆଉ ମୋ ସ୍ଵାମୀର ଅ-ତ୍ୟା-ଚା-ର ସହିନ ପାରି ମୁଁ ଆସିଥିଲି ଜୀବନ ହାରିବାକୁ । ହଁ ଦର୍ଶକ ବନ୍ଧୁ କାଲି ସନ୍ଧ୍ୟା ବେଳେ କଟକ ମଧୁପାଟଣା ବ୍ରିଜରେ ଦେଖିବାକୁ ମିଳି ଥିଲା କିଛି ଅଭାବନୀୟ ଦୃଶ୍ୟ । କଟକ ମଧୁପାଟଣା ବ୍ରିଜ ଉପରେ ଚଢି ଜୀବନ ହାରିବାକୁ ଚେଷ୍ଟା କରିଥିଲେ ଜଣେ ମହିଳା ।

ଆଉ ଏତିକି ବେଳେ ମହିଳାଙ୍କ ଜୀବନ ବଞ୍ଚାଇ ଥିଲେ ଜଣେ ଟ୍ରାଫିକ ପୋଲିସ । ହଠାତ ମଧୁପାଟଣା ଟ୍ରାଫିକ ପୋଷ୍ଟ ଉପରେ ଥିବା ଓଭର ବ୍ରିଜ ଉପରୁ ଜଣେ ମହିଳା ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ଆଉ ଏତିକି ବେଳେ ଦେବଦୂତ ସାଜିଲେ ଟ୍ରାଫିକ ପୋଲିସ । ଟିଗିରିଆ ନିଜିଗଡର ପ୍ରଣତୀ ସାହାଣି ଆଠ ବର୍ଷ ପୂର୍ବରୁ କୈଳାସଙ୍କର ହାତ ଧରିଥିଲେ ।

ତାଙ୍କର 6 ବର୍ଷର ଝିଅ ଏବଂ 4 ବର୍ଷର ପୁଅ ରହିଛି । ହେଲେ ଏହି କିଛି ଦିନ ହେବ ତାଙ୍କ ସ୍ଵାମୀ ତାଙ୍କୁ ଅନେକ ଶାରୀରିକ କଷ୍ଟ ମାନସିକ ଚାପ ଦେବା ସହ ଯୌନ ନି-ର୍ଯା-ତ-ନା ଦେଇଛନ୍ତି । ପ୍ରଣତୀ ଏହାକୁ ବିରୋଧ କଲେ ସ୍ଵାମୀ ମାଡ ମାରନ୍ତି । ଏହା ସହ କୈଳାସ ପ୍ରଣତୀଙ୍କର ଅନ୍ୟ ପୁରୁଷଙ୍କ ସହ ସ-ମ୍ପ-ର୍କ ଅଛି କହି ତାଙ୍କୁ ନି-ର୍ଯା-ତ-ନା ଦେଉଥିଲେ ।

ପ୍ରଣତୀ ଏ ନେଇ ଅନେକ ଥର ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଥାନା ବାବୁ ମାନେ ତାଙ୍କ ଏଫାୟାର ରଖିବାକୁ ମନା କରି ଥିଲେ ବୋଲି ପ୍ରଣତୀ କହିଛନ୍ତି । ଏ ନେଇ ପ୍ରଣତୀ ନିଜର ଦୁଃଖ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଆଉ ନିଜ ସ୍ଵାମୀ ଙ୍କ ଅତ୍ୟାଚାର ବିଷୟରେ ବଖାଣିଛନ୍ତି । ଯାହାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ତେବେ ପ୍ରଣତୀ ଙ୍କ ସ୍ଵାମୀ ଜଣେ ଅମଣିଷ କହିଲେ କିଛି ଭୁଲ ହେବ ନାହି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *