ଆଖି ଡେଇଁବା କଣ ସଙ୍କେତ ଦେଇଥାଏ- Aajira Anuchinta

ଆମ ଆଖ ପାଖ ଆଉ ଆମ ଶରୀରରେ ବେଳେ ବେଳେ ଏମିତି କିଛି ହୋଇଥାଏ ଯାହା ଦ୍ଵାରା ଏହା ଜଣା ପଡ଼ିଥାଏ ଜେ ଆମ ଜୀବନରେ କିଛି ଭଲ ବା ଖରାପ ହେବାକୁ ଯାଉଛି, ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ବିଷୟରେ ମଧ୍ୟ କିଛି କଥା କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକ ଜାଣିଥାନ୍ତି, ତେବେ ଜୀବନରେ ଯେତେ ଅସୁବିଧା ହେଲେ ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାଇ ନିଜ ଘର ଜିନିଷ ରଖନ୍ତୁ ନଚେତ୍ ଜୀବନରେ ସମସ୍ୟା କେଉଁ ଦିଗରୁ ଆସିବ ଆପଣ ଜାଣି ପାରିବେ ନାହିଁ । ଶାସ୍ତ୍ର ଅନୁଯାଇ ରୋଷେଇ ଘର ଉତ୍ତର ଦକ୍ଷିଣ ଦିଗରେ ରହିଲେବ ଶୁଭ ହୋଇଥାଏ ଆଉ ରୋସେଇ କରିବା ସମୟରେ ମୁଖ ପୂର୍ବ ଦିଗକୁ ରହିଲେ ସବୁଠାରୁ ଶୁଭ ଅଟେ । ଆଜି ଏମିତି କିଛି କଥା କହିବୁ ଯାହା ଆପଣଙ୍କ ପାଇଁ ଲାଭକାରୀ ହବ ଆଉ ଆପଣଙ୍କୁ ଜୀବନରେ ଆଗକୁ କାମରେ ଆସିବ ।

୧- ଯଦି ଆପଣ ଗର୍ଭ ଧାରଣ କରିବା ପାଇଁ ସମ୍ବନ୍ଧ ରଖୁଛନ୍ତି ତେବେ ତାହା ପୂର୍ବରୁ ସ୍ବାମୀଙ୍କୁ ପିଆଜ ଖାଇବା ଉଚିତ ନୁହଁ କାହିଁକି ନା ପିଆଜ ଖାଇବା ଦ୍ବାରା ଶୁକ୍ରାଣୁ ଦୁର୍ବଳ ହୋଇଥାନ୍ତି ଆଉ ଆପଣଙ୍କୁ ଆଗକୁ ବହୁତ୍ ଅସୁବିଧା ହୋଇଥାଏ ।

୨- ଯଦି ଛୁଆଙ୍କୁ ବା ବଡ ମାନଙ୍କୁ ଶୁଖିଲା କାଶ ହୋଇଥାଏ ଆଉ ଭଲ ହୋଇନଥାଏ ତେବେ ରାତିରେ ଶୋଇବା ଆଗରୁ ଗୋଟେ ଚାମଚ କଞ୍ଚା ପିଆଜ ରସ ନିଅନ୍ତୁ ସେଥିରେ ଅଳପ ମହୁ ମିଶାନ୍ତୁ ଆଉ ଚାଟି ଚାଟି ଖାଆନ୍ତୁ ତା ପରେ ଭୁଲରେ ବି ପାଣି ପିଣ୍ଟୁ ନାହିଁ ସୋଇପଡ଼ନ୍ତୁ ।

୩- ଦୁର୍ବଳତା ଏମିତି ଗୋଟେ ଶବ୍ଦ ହୋଇ ଯାଇଛି ଯାହା ଆଜିକା ସମୟରେ ସମସ୍ତଙ୍କୁ ହେଉଛି ସେ ଯୁବା ହୁଅନ୍ତୁ ବା ବୁଢ଼ା ବା ଛୁଆ ସମସ୍ତଙ୍କୁ ଦୁର୍ବଳ ଲାଗୁଚି । ତେବେ ଆପଣ କଞ୍ଚା ପିଆଜ ରସ ସହ ଗୁଡ ଲଗାଇ ଖାଆନ୍ତୁ ଆପଣଙ୍କ ଶରୀର ଆଉ ଦୁର୍ବଳ ଅନୁଭବ କରିବ ନାହିଁ ।

୪- ଯେଉଁ ଘର ଫର୍ନିଚର ଉତ୍ତର ଦିଗକୁ ରଖା ହୋଇଥାଏ ଆଉ ବସିଲା ବେଳେ ମୁଖ ପୂର୍ବକୁ ହୋଇଥାଏ ସେହି ଘରେ କେବେ କଳି ଝଗଡା ହୋଇନଥାଏ ଆଉ କେହି ଖରାପ ମନରେ ଆସିଲେ ମଧ୍ୟ ତାଙ୍କ ମନ ଭଲ ହୋଇଥାଏ କାହିଁକି ନା ଘରେ ସକାରାତ୍ମକ ଉର୍ଜା ରହିଥାଏ ।

୫- ଯଦି କାହା ମୁଣ୍ଡ ଲଲାଟ ରେ କମ୍ପନ ହୋଇଥାଏ ତେବେ ଏହାର ଅର୍ଥ ସେହି ବ୍ୟକ୍ତିକୁ ବହୁତ୍ ଶୀଘ୍ର ଏସ୍ୱର୍ଯ୍ୟ ଆଉ ଧନ ଲାଭ ହବାକୁ ଯାଉଛି ।

୬- ଯଦି କାହାର ବାମ ଆଖି କମ୍ପନ ହୁଏ ତେବେ ଏହାର ଅର୍ଥ ଆପଣଙ୍କ ଧନ ହାନି ହବ, ଆପଣଙ୍କ ଆର୍ଥିକ ବ୍ୟବସ୍ଥା ସବୁ ଖରାପ୍ ହୋଇଥାଏ ଆଉ ଆପଣ ନିଜର ବହୁତ୍ ମୂଲ୍ୟବାନ ଜିନିଷ ହରାଇବେ । ଯଦି ଆପଣଙ୍କ ଡାହାଣ ଆଖି କମ୍ପନ ହୋଇଥାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ କୁଣିଆ ମିତ୍ର ଆସିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *