ଅମ୍ବାନୀଠୁ‌ କମ ନୁହେଁ Karishma Kapoorଙ୍କ ସମ୍ପତି !

ବଲିଉଡର କପୁର‌ ବଂଶରେ କରିସ୍ମା କପୁର ସେହି ପରିବାରର ଝିଅ । ସିଏ ୧୯୯୦ ମସିହାରେ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଦିଲ୍ ତୋ ପାଗଲ୍ ହେ,ଜୁବେଦା,ବିବି ନଂ ୧ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କ ବାହାଘର ସରିଲା ପରେ ସେ ଫିଲ୍ମ ଦୁନିଆରୁ ଦୂରରେ ରହିଥିଲେ । ତା ପରେ କରିସ୍ମା କପୁର ନଚ୍ ବଲିୟେ ସୋରେ ଜଜ୍ ରୂପେ ନଜର ଆସିଥିଲେ ସେଥିପାଇଁ ସେ ଚର୍ଚ୍ଚାରେ ଆସିଥିଲେ ।

କରିସ୍ମା କପୂର୍ ବିଷୟରେ ବହୁତ୍ କିଛି ଜାଣିଥିବେ । ତେବେ କଣ ତାଙ୍କ ସମ୍ପତ୍ତି ବିଷୟରେ କିଛି ଜାଣିଛନ୍ତି ? ଆମେ ଜଣେଇବୁ କରିଷ୍ମାଙ୍କ ସମ୍ପତ୍ତି ବିଷୟରେ । ତାଙ୍କ ବିଷୟରେ ପ୍ରଥମେ ଆଉ କିଛି ତଥ୍ୟ ଜାଣନ୍ତୁ । କରିସ୍ମା କପୁର୍ ରାଜ୍ କପୁ୍ରଙ୍କ ନାତୁଣୀ, ବବି କପୁର୍ ଓ ରଣବୀର କପୁରଙ୍କ ଝିଅ ଅଟନ୍ତି ।

Image Courtesy: Google

ଏମାନେ ବଲିଉଡର ବଡ଼ ଷ୍ଟାରଙ୍କ ସାଙ୍ଗରେ କାମ କରିଛନ୍ତି, ଆଜି ପରଦାରୁ ଦୂରରେ ଅଛନ୍ତି, ଏବେବି ସେ ନିଜକୁ ଫିଟ୍ ରଖିଛନ୍ତି । ୧୯୯୪ ରୁ ୧୯୯୭ ପର୍ଯ୍ୟନ୍ତ ବହୁତ ହିଟ୍ ଫିଲ୍ମରେ କାମ କଲେ, ଯେଉଁଟା ବହୁତ୍ ମଜାଦାର ଥିଲା । ଏହି ଫିଲ୍ମ ରାଜା ବାବୁ, ହିରୋ ନମ୍ୱର୍ 1 ରୁ ଆରମ୍ଭ ହୋଇଛି । ଏହି ଫିଲ୍ମରେ କରିସ୍ମାଙ୍କ ଅପୋଜିଟରେ ଗୋବିନ୍ଦା ନଜର ଅସିଛନ୍ତି । ଓ ସେ ବହୁତ୍ ଫିଲ୍ମରେ ନିର୍ଦ୍ଦେଶକ ଡେଭିିଡ୍ ଧୱନ ଥିଲେ, ଇଣ୍ଡଷ୍ଟ୍ରିରେ ତାଙ୍କ ଡାକ ନାମ ଲୋଲୋ ଅଛି । ସବୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ କରିସ୍ମାଙ୍କ ନାଁ ଆସେ ।

Image Courtesy: Google

କରିସ୍ମା କପୁର ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ସେ ବହୁତ୍ ବଡ଼ କଳାକାରଙ୍କ ସାଙ୍ଗରେ କାମ କରିଛନ୍ତି । ତାଙ୍କ ଯୋଡି ଗୋବିନ୍ଦାଙ୍କ ସାଙ୍ଗରେ କମେଡି ଫିଲ୍ମରେ ଭଲ ଜମେ । ଲୋକ ତାଙ୍କର ଗୋଟେ ଝଲକ ଦେଖିବାପାଇଁ ଆଜିବି ପାଗଳ ଅଛନ୍ତି, ତାଙ୍କ ନାଚର ଦିୱାନା ଅଛନ୍ତି ।  ତାଙ୍କର ଏହି ପ୍ରତିଭା କାରଣରୁ ସେ ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି ଓ ୪ଟି ଫିଲ୍ମଫେୟାର ଆୱାର୍ଡ଼ ପାଇ ସାରିଛନ୍ତି । ଫିଲ୍ମ ଜଗତରୁ ଦୂରରେ ରହି ମଧ୍ୟ ତାଙ୍କର ଲୋକପ୍ରିୟତା ଏବେବି ବଜାୟ ଅଛି ।

Image Courtesy: Google

ସେ ଫିଲ୍ମ କ୍ୟାରିଅର ଆରମ୍ଭ ପ୍ରେମ କଏଦିରୁ କରିଥିଲେ । କିନ୍ତୁ ଏହାକୁ ଛାଡ଼ି ତାଙ୍କ ପାଖରେ ଫିଲ୍ମର ଅଫର୍ ଅଛି । ଯଦି ସିଏ କେଉଁ ଫିଲ୍ମରେ କାମ କରନ୍ତି ତା ହେଲେ ସେ ୧୦ କୋଟିରୁ ଅଧିକା ଟଙ୍କା ଡିମାଣ୍ଡ କରିଛନ୍ତି । ସେ ତାଙ୍କ ଫିଲ୍ମରେ କଠିନ ପରିଶ୍ରମ କରନ୍ତି ।

Image Courtesy: Google

ଯଦି ଆମେ ତାଙ୍କର ସମ୍ପତ୍ତି ବିଷୟରେ କହିବୁ । ତାଙ୍କ ସମ୍ପତି ୬୩୦ କୋଟି ପାଖାପାଖି ହେବ । ତାଙ୍କର ଦିଲ୍ଲୀରେ ବହୁତ ରେଷ୍ଟୁରାଣ୍ଟ ବି ଅଛି, ଯେଉଁଟା ଫ୍ଲାଟ୍ କପୁର ବର୍ଗର ଚେନ୍ସ ନାଁରେ ଅଛି । ଏହାକୁ ଛାଡ଼ି ତାଙ୍କର ଗୋଟେ ଫୁଟବଲ୍ ଟିମ୍ ବି ଅଛି । କରିସ୍ମା କପୁରଙ୍କର ଗୋଟେ କମ୍ପାନୀ ମଧ୍ୟ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *