୯୯ ପ୍ରତିଶତ ଲୋକ ଜାଣି ନାହାଁନ୍ତି ଶିବ ଲିଙ୍ଗର ପ୍ରକୃତ ଅର୍ଥ, ଦୁନିଆର ସବୁଠୁ ବଡ ରହସ୍ୟ- ଶିବ ଭକ୍ତ ନିଶ୍ଚୟ ପଢନ୍ତୁ

ଶିବଲିଙ୍ଗ କଣ ଓ  ତାର ବାସ୍ତବିକ ଅର୍ଥ କଣ ଅଟେ । ଶିବଲିଙ୍ଗ କଣ ଦର୍ସେଇଥାଏ, ଆଜି ଏହି ଖାସ ଲେଖା ଦ୍ଵାରା ଏହା ଉପରେ ଥିବା ପରଦା ଉଠେଇବାକୁ ଯାଉଛୁ । ଭଗବାନ ଶିବଙ୍କ ପ୍ରତୀକ ରୂପରେ ପୂଜା କରାଯାଉଥିବା ଶିବଲିଙ୍ଗ କଣ ଦର୍ସେଇଥାଏ । ବହୁତ ଲୋକ ଶିବଲିଙ୍ଗର ଭୁଲ ଅର୍ଥ ବତେଇ ଲୋକଙ୍କୁ ଭ୍ରମିତ କରି ରଖିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କିଛି ବିଦେଶ ଲୋକଙ୍କ ସହିତ ଆମ ଦେଶର ଲୋକ ମଧ୍ୟ ସାମିଲ ଅଛନ୍ତି । ଏହି ଲୋକମାନେ ଶିବ ଲିଙ୍ଗର ଏମିତି ଭୁଲ କଥା ବାହାର କରିଛନ୍ତି, ଆମେ ତାକୁ କହିଲେବି ମହାଦେବଙ୍କ ଅପମାନ ହେବ । ଆଜିଠୁ ଆପଣ ମହାଦେବଙ୍କ ବାସ୍ତବିକ ଅର୍ଥ ଓ ତାର ମାନ୍ୟତା ଜାଣିପାରିବେ ।

ଶିବଲିଙ୍ଗ ଗୋଟେ ସଂସ୍କୃତ ଶବ୍ଦ ଅଟେ । ଲିଙ୍ଗର ମାନେ ପ୍ରତୀକ ଅଟେ, ଅର୍ଥାତ ଶିବଲିଙ୍ଗର ମାନେହେଲା ଶିବଙ୍କ ପ୍ରତୀକ । ଆହା ଏକ ଏମିତି ଜିନିଷ ଆମେ ତାକୁ ଶିବଙ୍କ ପ୍ରତୀକ ଭାବି ପୂଜା କରୁ । ଆଜି ଆମେ କହିବୁ ଶିବଲିଙ୍ଗ ବିଷୟରେ ଓ ଏହାର ଖାସ ଶକ୍ତି ବିଷୟରେ ।

Image Courtesy: Google

ଶିବଲିଙ୍ଗ ଗୋଟେ ଏମିତି ଢାଚା ଅଟେ, ଏହାକୁ ଗୋଟେ ବହୁତ ଭଲ ଉଦେଶ୍ୟରେ ବନା ଯାଇଛି । ଆପଣ ଭଗବାନଙ୍କର ବହୁତ ପ୍ରକାର ଶିବଲିଙ୍ଗ ଦେଖିଥିବେ । ଏହି ସବୁ ଶିବ ଲିଙ୍ଗ ମନୁଷ୍ୟ ଦ୍ଵାରା ବନାଯାଇଛି । କେଉଁଠି କେଉଁଠି ଭକ୍ତି ଦେଖାଇବା ପାଇଁ ଯେମିତି ମନକୁ ଆସିଲା ସେମିତି ବନେଇଦିଆଗଲା । କିଛି ଶିବଲିଙ୍ଗ ଏମିତି ଅଛି ଯାହା ପ୍ରକୃତିକ ରୂପରେ ବନାଯାଇଛି । ଆମେଯେବେ ୧୨ ଟି ଜୋତିର୍ଲିଙ୍ଗକୁ ଦେଖୁଛେ ସେମାନଙ୍କର ଆକୃତି ଅଲଗା ଅଟେ ।

Image Courtesy: Google

ଅଲଗା ଅଲଗା ଉଦେଶ୍ୟ ନେଇ ବନାଯାଇଛି, କିଛି ଶିବଲିଙ୍ଗକୁ ସ୍ୱାସ୍ଥ୍ୟ ପାଇଁ ଓ ଅନ୍ୟକେତେକ  ଖୁସି ପାଇଁ ଆଉ କେତେକକୁ ଧ୍ୟାନ ପାଇଁ  କିନ୍ତୁ ଏହିସବୁଥିରେ ଗୋଟିଏ ଜିନିଷ ସମାନ ଅଟେ । ଏହିସବୁ ଶିବଲିଙ୍ଗ ଅଲୌକିକ ଅଟେ, ଏହାର ସରଳ ଅର୍ଥ ଏହା ଅଟେ ଶିବ ସ୍ତ୍ରୀ ଓ ପୁରୁଷର ପ୍ରତୀକ ନହୋଇ ସମ୍ପୂର୍ଣ ବ୍ରହ୍ମାଣ୍ଡ, ଆକାଶ, ଓ ନିରାକାର ପ୍ରତୀକ ଅଟନ୍ତି । ତାଙ୍କୁ ଗୋଟେ ଜିନିଷରେ ରଖିହେବ ନହିଁ, କାରଣ ସେ ନିଜେ ଗୋଟେ ପ୍ରତୀକ ଅଟନ୍ତି । ଯଦି ଆପଣ ବୈଜ୍ଞାନିକଙ୍କ ଦ୍ଵାରା ନିଆଯାଇଥିବା ଫୋଟ ଦେଖିବାକୁ ପାଇବେ ଆମର ବ୍ରହ୍ମାଣ୍ଡ ବି ଶିବଲିଙ୍ଗ ସହିତ ମିଶୁଚି ।

Image Courtesy: Google

ସ୍କନ୍ଧ ପୁରାଣ ଅନୁସାରେ ଆକାଶ ସ୍ଵୟଂ ଗୋଟେ ଲିଙ୍ଗ ଅଟେ, ଓ ଶିବଲିଙ୍ଗ ସମସ୍ତ ବ୍ରାହ୍ମାଣ୍ଡର ଆଧାର ଅଟେ । ଶିବଲିଙ୍ଗ ଅନନ୍ତ ଅଟେ, ଏହାର ଆରମ୍ଭ ଅଛି ନା ଶେଷ ଅଛି । ସେଥିଲାଗି ଶିବ ଲିଙ୍ଗର ଗୋଟେ ଅର୍ଥ ଅନ୍ତ ଅଟେ । ବହୁତ ଶିବଲିଙ୍ଗକୁ ପ୍ରାଚୀନ ଜ୍ଞାନ ଓ ଶାସ୍ତ୍ରରେ ଦିଆଯାଇଥିବା ନିର୍ଦେଶ ଅନୁସାରେ ବନାଯାଇଛି । ଶିବଙ୍କୁ ବିନାଶକାରି ମଧ୍ୟ କୁହାଯାଏ, ସେ ଏହି ସୃଷ୍ଟିର ଆରମ୍ଭ ଓ ଶେଷ ଅଟନ୍ତି । ଏହି ଦୁନିଆରେ ଦୁଇଟି ଜିନିଷ ଅଛି ଯାହା ବାସ୍ତବିକ ଅଟେ ।

Image Courtesy: Google

ଗୋଟିଏ ହେଲା ଏନର୍ଜି ଓ ଅନ୍ୟଟି ହେଲା ପଦାର୍ଥ  ମାନବ ଶରୀର ପଦାର୍ଥରେ ନିର୍ମିତ ଅଟେ । ଆତ୍ମା ଏନର୍ଜି ମାନେ ଉର୍ଜା , ଏହି ପ୍ରକାରେ ଶିବ ପଦାର୍ଥ ଓ ତାଙ୍କ ଶକ୍ତି ଉର୍ଜା ଅଟେ । ସେଇ ଦୁଇଜଣ ମିଶି ଶିବଲିଙ୍ଗ ହୋଇଥାନ୍ତି । ବାସ୍ତବରେ ଶିବଲିଙ୍ଗ ଆମ ବ୍ରାହ୍ମାଣ୍ଡର ଆକୃତି ଅଟେ । ଶିବଲିଙ୍ଗ ମାତା ପାର୍ବତୀ ଓ ଶିବଙ୍କର ଆଦି ଅନାଦି ରୂପ ଅଟେ । ପୁରୁଷ ଓ ପ୍ରକୃତିର ସମାନ୍ତର ଅଟେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *