ଅନ୍ତିମ ସଂସ୍କାର ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଜୀବିତ ଅଛି ଶ୍ରୀ କୃଷ୍ଣଙ୍କ ଏହି ଅଙ୍ଗ- Geeta Gyan

ଭଗବାନଙ୍କ ମୃତ୍ୟୁ ବିଷୟରେ ଯେତେବେଳ ଚର୍ଚ୍ଚା ଚାଲେ ସେତେବେଳେ ତାର ଅର୍ଥ ମୃତ୍ୟୁ ନୁହେଁ । ଭଗବାନ କେବେ ଦେଖା ଦିୟନ୍ତି ନା କେବେ ମୃତ୍ୟୁ ବରଣ କରନ୍ତି । ଯେତେବେଳେ ଧର୍ମର ହାନି ହୋଇଥାଏ ତାର ରକ୍ଷା ପାଇଁ ଧରା ପୃଷ୍ଟରେ ଅବତରଣ କରିଥାଆନ୍ତି ।

କହିବାର କଥାକି ଯେତେବଳେ ଭାଗଵନ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ପରେ ତାଙ୍କର ଦାହ ସଂସ୍କାର ହୋଇଥିଲା ତାଙ୍କର ଏହି ଅଙ୍ଗ ଅଗ୍ନୀ ଜଳାଇ ପାରିନଥିଲା । କଣ ଵାଗଵନଙ୍କ ଦାହ ସଂସ୍କାର ହୋଇଥିଲା ? ତାଙ୍କର କୋଉ ଅଙ୍ଗ ଜଳି ନଥିଲା ଓ କାରଣ କଣ ଥିଲା ?

ଭଗବାନ ଶ୍ରୀକୃଷ୍ଣଙ୍କର ପିଲା ବେଳ ବହୁତ ମନ ମୁଗ୍ଧ କର ରହିଛି । କେହି ବି ତାଙ୍କ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାଏ । ତାଙ୍କର ଚେହେରା ଓ ଲୀଳା ତାଙ୍କ ପ୍ରତି ପ୍ରେମ ଅତୁଳନୀୟ ଅଟେ । ଭଗବତ ଗୀତ ଅନୁସାରେ ଭଗବାନ କ୍ରିଷ୍ଣାଙ୍କ ବିନା ଇଛାରେ ପତ୍ର ବି ହଲି ପରେ ନାହିଁ । ଏହାର ଅର୍ଥ ଯାହା ବି କିଛି ସଂସାରରେ ହଉଛି କେବଳ ତାଙ୍କ ଇଛାରେ । ତାଙ୍କ ଇଚ୍ଛା ବିନା ସବୁ ଅସମ୍ଭବ । ସେ ହିଁ ପରମ ପିତା ପରମାତ୍ମା ଅଟନ୍ତି । ମହାଭାରତ ଯୁଦ୍ଧ ମଧ୍ୟ ତାଙ୍କ ଇଛାରେ ହୋଇଥିଲା ତା ମାଧ୍ୟମରେ ସେ ଧର୍ମ ର ମାହାତ୍ମ୍ୟ କହିଥିଲେ । ସେ ନିଜେ ମଧ୍ୟ ଧର୍ମ ପଥରେ ଥିଲେ କିନ୍ତୁ କୌରବ ଧର୍ମର ପକ୍ଷପାତ କରିଥିଲେ ।

ଭଗଵାନ ଶ୍ରୀକୃଷ୍ଣ ଦୁର୍ଯ୍ୟଧନ କୁ ବହୁତ ବୁଝାଇବାର ପ୍ରୟାସ କରିଥିଲେ କିନ୍ତୁ ସେ ନିଜ କଥାରେ ଜିଦ୍ଦ ଧରି ବସିଥିଲେ । ସେତେବେଳେ ମହାଭାରତ ଯୁଧ୍ୟ ବିନା ଆଉ କିଛି ଚାରା ନଥିଲା । ମହାଭାରତ ଯୁଦ୍ଧ ରେ ଯେତେବଳେ ଦୁର୍ଯ୍ୟଧନ ର ମୃତ୍ୟୁ ହୋଇଥିଲା ତାଙ୍କ ମା ଦୁଃଖରେ ମ୍ରିୟମାଣ ହୋଇପଡିଲେ । ମହାଭାରତ ରଣଭୂମିରେ ସେ ପହଞ୍ଚି ପୁତ୍ରମନଙ୍କର ମୃତ୍ୟୁ ରେ ଭାଙ୍ଗି ପଡିଥିଲେ ଓ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଥିଲେ କି ଠିକ୍ ୨୩ବର୍ଷ ପରେ ତାଙ୍କର ମୃତ୍ୟୁ ହେବା କାରଣ ସେ ଭୁଲ୍ ବୁଝିଥିଲେ ଭଗଵାନ କୃଷ୍ଣଙ୍କୁ ତାଙ୍କ ଯୋଗୁ ପୁତ୍ର ମାନଙ୍କର ମୃତ୍ୟୁ ହୋଇଛି ।

ବାସ୍ତବରେ ସେ ଅଭିଶାପ ପରେ ନୁହେଁ ନିଜ ଇଚ୍ଛାରେ ଅଦୃଶ୍ୟ ହୋଇଥିଲେ କାରଣ ଯିଏ ବି ଏହି ସଂସାରରେ ଆସେ ତାର ବିନାଶ ନିଶ୍ଚିତ । ଏହାପରେ ଭଗଵାନ ଶରୀର ସହିତ ନିଜ ଧାମ କୁ ଫେରିଥିଲେ । ଏହି କାରଣରୁ ୠଷି ମାନଙ୍କ ଦ୍ଵାରା ଦିଆଯାଇଥିବା ଅଭିଶାପ ରେ ଯଦୁବଂଶ ର ନାଶ ହୋଇ ଗାନ୍ଧାରୀ ଦେଇଥିବା ଅଭିଶାପ ବି ପୂର୍ଣ୍ଣ ହେଲା ,କାରଣ ମହାଭାରତ ପରେ ଭଗଵାନ ଙ୍କ ୨୩ବର୍ଷ ପୃଥିବୀରେ ପୂର୍ଣ୍ଣ ହୋଇସାରିଥିଲା । ବହୁତ ବାର କୁହାଯାଇଛି କି ଭଗଵାନ ଙ୍କ ଦାହ ସଂସ୍କାର କରାଯାଇଛି କିନ୍ତୁ ବାସ୍ତବରେ ଏମିତି ହୋଇନି । ତାଙ୍କ ଶରୀର ପଞ୍ଚତାତ୍ଵ ରେ ଗଢା ନଥିଲା ସେ ଦିବ୍ୟ ଥିଲେ ।

ପାଣ୍ଡବ ଙ୍କ ଦ୍ଵାରା ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ପୁରା ଦେହ ଜଳି ଯାଇଥିଲା କିନ୍ତୁ ହୃଦୟ ଜଳି ନଷ୍ଟ ହୋଇନଥିଲା ତାପରେ ଭଗଵାନ ଙ୍କ ହୃଦୟକୁ ନେଇ ଜଳ ରେ ପ୍ରବାହିତ କରିଥିଲେ । ତାଙ୍କ ଦେହର ଏହି ଭାଗ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରାପ୍ତ କରିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଭଗଵାନ ଜଗନ୍ନାଥ ଙ୍କ ଭକ୍ତ ଥିଲେ । ସେଏହିି ହୃଦୟ ଜଗନ୍ନାଥ ଙ୍କ ପ୍ରତିମା ରେ ସ୍ଥାପନ କରିଥିଲେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *