ମୁମ୍ବାଇ ଡ୍ର-ଗ୍ସ ପାର୍ଟିରେ ଓଡିଶା ଲିଙ୍କ, କିନ୍ତୁ Aryan ଙ୍କ ସହ ଗିରଫ ହୋଇଥିବା ଏହି ଓଡିଆ କିଏ ?

ଏନସିବି ବର୍ତ୍ତମାନ ପର୍ଯ୍ୟନ୍ତ କ୍ରୁଜ ଶିପ ଡ୍ର-ଗ୍ସ କେ-ସ ମା-ମ-ଲାରେ ୧୧ ଜଣଙ୍କୁ ଗି-ର-ଫ କରିସାରିଛି । ଆର୍ୟନ, ଅରବାଜ ଓ ମୁନମୁନ ପରେ ଅନ୍ୟ ୮ ଜଣଙ୍କୁ ଗି-ର-ଫ କରାଯାଇଛି । କିନ୍ତୁ ଏହା ମଧ୍ୟରେ ସବୁଠୁ ବଡ କଥା ହେଉଛି କି ଏହି ୮ ଜଣଙ୍କ ମଧ୍ୟରେ ଓଡିଆ ବ୍ୟକ୍ତି ଅଛନ୍ତି । କିନ୍ତୁ ଏହି ଓଡିଆ ବ୍ୟକ୍ତି ବିଷୟରେ ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସି ନାହିଁ । ଏନସିବି ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ଆର୍ୟନ ଖାନଙ୍କୁ ରି-ମା-ଣ୍ଡରେ ନେଇଛି ।

ଆର୍ୟନ ଖାନ ସେହି କ୍ରୁଜରେ କଣ କରୁଥିଲେ, ଆଗରୁ ସେ କେବ ଡ୍ର-ଗ୍ସ ନେଇ ଥିଲେ । ଏହି ସବୁ ବିଷୟ ଉପରେ ଏନସିବି ଯାଞ୍ଚ କରିବା ପାଇଁ କୋ-ର୍ଟ-କୁ ସମୟ ମାଗିଛି । ମୁମ୍ବାଇ କ୍ରୁଜ ପାର୍ଟି ଡ୍ର-ଗ୍ସ କେ-ସ ମା-ମ-ଲାରେ ଜଣେ ଓଡିଆ ବ୍ୟକ୍ତି ସାମିଲ ଅଛନ୍ତି ବୋଲି ମିଡିଆରେ ବର୍ତ୍ତମାନ ଚର୍ଚା ଚାଲିଛି ।

ମୁମ୍ବାଇ କ୍ରୁଜ ପାର୍ଟିର ସୂତା କେତେ ଲମ୍ବିଛି, ଏହି ଶିପକୁ ଡ୍ର-ଗ୍ସ କେଉଁ ସ୍ଥାନରୁ ଆସିଛି ଓ ଆର୍ୟନ ଡ୍ର-ଗ୍ସ ପାର୍ଟି ସହ କେମିତି ଲିଙ୍କ କରିଲେ ଏହି ସବୁକୁ ବର୍ତ୍ତମାନ ଏନସିବି ଯାଞ୍ଚ କରିବ । ଆର୍ୟନ ଖାନଙ୍କ ମୋବାଇଲ ଫୋନରେ ଥିବା ଚ୍ୟାଟ ଓ ଭିଡିଓର ବହୁତ ବଡ ବଡ ପ୍ରମାଣ ମିଳିଛି । ସୂତ୍ର ଅନୁସାରେ ଡ୍ର-ଗ୍ସ ଓ ଏହା ସମ୍ବନ୍ଧିତ ସମସ୍ତ ସାମଗ୍ରୀ ବିଦେଶରୁ ଭାରତକୁ ଆସୁଥିଲା । ଦୁଇ ଦିନ ହେବ ଆର୍ୟନଙ୍କୁ ଏହାରି ବିଷୟରେ ଜେ-ରା କରୁଛି ଏନସିବି ଅଫିସରମାନେ ଓ ଦୁଇ ଦିନର ଜେରା ମଧ୍ୟରେ ଧୀରେ ଧୀରେ ସବୁ ସାମ୍ନାକୁ ମଧ୍ୟ ଆସୁଛି ।

ମୁମ୍ବାଇ ଡ୍ର-ଗ୍ସ କେ-ସ ସହ କେଉଁ କେଉଁ ରାଜ୍ୟ, ଦେଶ ଓ କେଉଁ ସବୁ ବ୍ୟକ୍ତି ଜଡିତ ଅଛନ୍ତି ତାହାକୁ ନେଇ ବି ତ-ଦ-ନ୍ତ କରାଯାଉଛି । ମୁମ୍ବାଇ ଏନସିବି ଟିମ ସହ ବର୍ତ୍ତମାନ ଦିଲ୍ଲୀ ଏନସିବି ଟିମର ସଦସ୍ୟମାନେ ଏହି ମା-ମ-ଲାରେ ତ-ଦ-ନ୍ତ କରୁଛନ୍ତି । ଆର୍ୟନ ଖାନଙ୍କ ବନ୍ଧୁ ଅରବାଜ ମର୍ଚାନ୍ଟଙ୍କ ଭୂମିକା ଏହି କେ-ସରେ କଣ ଏହା ବିଷୟରେ ଏନସିବି ତ-ଦ-ନ୍ତ କରୁଛି । କାରଣ ବଲୀଉଡର ବହୁତ ଷ୍ଟାରକିଡ୍ସଙ୍କ ସହ ଅରବାଜ ନଜର ଆସିଛନ୍ତି । ଅରବାଜ ମର୍ଚାନ୍ଟ କିଏ ଏହା ବିଷୟରେ ବି ଏନସିବି ଜାଣିବାକୁ ଚେଷ୍ଟା କରୁଛି ।

ଆର୍ୟନ, ଅରବାଜ ଓ ମୁନମୁନଙ୍କ ଚ୍ୟାଟକୁ ଆଧାର କରି ଏନସିବି ଡ୍ର-ଗ୍ସ ସପ୍ଲାଏୟାର ଶ୍ରେୟସ ନାୟାର ବାନ୍ଦ୍ରାରୁ ଜଣଙ୍କୁ ଓ ଅନ୍ୟ ଏକ ବ୍ୟକ୍ତି ଆ-ରେ-ଷ୍ଟ କରିଛି । ଏହିମାନେ ହିଁ କ୍ରୁଜରେ ଡ୍ର-ଗ୍ସ ସପ୍ଲାଏ କରିଥିଲେ । ଏହି ଚ୍ୟାଟକୁ ଆଧାର କରି ଅନ୍ୟ ଜଣ ଯୁବକକୁ ଗି-ର-ଫ କରାଯାଇଛି । ଯାହାକି ଓଡିଆ ଯୁବକ ବୋଲି କୁହାଯାଉଛି । କିନ୍ତୁ ଏହି ଯୁବକ ବିଷୟରେ ଅଧିକ ସୂଚନା ମିଳି ନାହିଁ ।

Leave a Reply

Your email address will not be published. Required fields are marked *