ଆସନ୍ତା 12 ତାରିଖରେ ଓଡିଶା ବନ୍ଦ, କାହିଁକି ଓ କଣ ପାଇଁ ଜାଣିବାକୁ ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଅଧ୍ୟାପିକା ମମିତା ମେହେରଙ୍କୁ ହ-ତ୍ୟା କରା ଯାଇଛି । ତାଙ୍କୁ ହ-ତ୍ୟା କରିଥିବା ଗୋବିନ୍ଦ ସାହୁ ତାଙ୍କର ମୃ-ତ ଶ-ରୀ-ରକୁ ଜ-ଳା-ଇ ଦେଇ ପୋ-ତି ଦେଇଥିଲା ଯାହା ସେ ନିଜେ ସ୍ଵୀକାର କରିଥିଲା । ତେବେ ବର୍ତ୍ତମାନ ଗୋବିନ୍ଦ ସାହୁ ପୋ-ଲି-ସ- ହାତରେ ଧ-ରା- ପ-ଡି ସାରିଛି । ବର୍ତ୍ତମାନର ବଡ ଖବର ସାମନାକୁ ଆସିଛି । ତାହା ହେଉଛି ମମିତା ମେହେରଙ୍କ ହ-ତ୍ୟା କା-ଣ୍ଡରେ ନ୍ୟାୟ ଦାବି କରି ଓଡିଶା ବନ୍ଦ ରହିବା ପାଇଁ କଂଗ୍ରେସ ଚେତାବନୀ ଦେଇଛି ।

ଆସନ୍ତା ୧୦ ତାରିଖ ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଅନୁଷ୍ଠାନ ନ ନେଲେ ନଭେମ୍ବର ୧୨ ତାରିଖ ରେ ଓଡିଶା ବଡ କରିବା ପାଇଁ କଂଗ୍ରେସ ନିସ୍ପତି ନେଇଛି । ଦୋଷୀ ବିରୁଦ୍ଧରେ ଫୌଜିଦାରି ମୋ-କ-ଦ-ମା ଦା-ୟ-ର ସହ ଗି-ର-ଫ କରିବାକୁ ଦଳ ଦାବି କରିଛି । ଏହାର ସିଧା ସଳଖ ସୂଚନା ଦେଇଛି ପିଶିଶି ଉପସଭାପତି ଗଣେଶ୍ଵର ବେହେରା । ସେ କହିଛନ୍ତି ଯେ ମମିତା ମେହେରଙ୍କ ପ୍ରତି ଅନ୍ୟାୟ ହୋଇଛି ଯାହା ପାଇଁ ତାଙ୍କୁ ନ୍ୟାୟ ମିଳିବା ଉଚିତ । ମମିତାଙ୍କୁ ନ୍ୟାୟ ଦେବା ପାଇଁ କେହି ଆଗକୁ ଆସୁ ନାହାନ୍ତି ।

ଅଭିଯୁକ୍ତ ଙ୍କୁ ଘଣ୍ଟ ଘୋଡା ଯାଉଛି ବୋଲି ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛି କଂଗ୍ରେସ ଦଳ । ଯଦି ରାଜ୍ୟ ସରକାର ଏ ନେଇ କୌଣସି କଡା ପଦକ୍ଷେପ ନେବେ ନାହି ତେବେ କଂଗ୍ରେସ ତରଫରୁ ଆସନ୍ତା ୧୨ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦିଆଯିବ ।

ସରକାର ଙ୍କୁ ଆସନ୍ତା କାଲି ଠାରୁ ନମ୍ବେମ୍ବର ୧୧ ତାରିଖ ଯାଏଁ ସମୟ ଦିଆ ଯାଇଛି । ଏହି ସମୟ କାଳ ମଧ୍ୟରେ ଦୋଷୀଙ୍କୁ ତୁରନ୍ତ ଆ-ରେ-ଷ୍ଟ କରାଯିବା ଉଚିତ । ତେବେ ଦେଖିବାର ଅଛି ଏ ନେଇ ସରକାର ଆଗକୁ କେଉଁ ଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *