କୋ-ଭି-ଡ ହସ୍ପିଟାଲର କ-ଳା କା-ର-ନା-ମା ଆସିଲା ସାମ୍ନାକୁ, ମାଗଣା କହି ତା-ଡି ନେଲେ ଆଖି ଆଉ କିଡନୀ…. ଭାଇରାଲ ହେଉଛି ଏହି ମହିଳାଙ୍କ Video, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି

କ-ରୋ-ନା ଆ-କ୍ରା-ନ୍ତ ରୋ-ଗୀ-ମା-ନ ଙ୍କର ଶରୀରରୁ ଅ-ଙ୍ଗ ଚୋ-ରୀ ହେବାର ମା-ମ-ଲା ଆପଣମାନେ ବହୁତ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ସରକାର ଏହିଭଳି ଘ-ଟ-ଣା ରେ କୌଣସି ବି ପ୍ରକାରର ପ-ଦ-କ୍ଷେ-ପ ନେଉ ନାହାନ୍ତି ବୋଲି ଅ-ଭି-ଯୋ-ଗ ମଧ୍ୟ କରାଯାଉଛି । କହିବାକୁ ଗଲେ ଓଡିଶାର ଭୁବନେଶ୍ଵରର ଏକ ପ୍ରାଇବେଟ ହ-ସ୍ପି-ଟା-ଲ ବି-ରୁ-ଦ୍ଧ-ରେ ଏହିଭଳି କିଛି ଗ-ମ୍ଭୀ-ର ଅ-ଭି-ଯୋ-ଗ କରାଯାଉଛି ।

କୁହାଯାଉଛୁ କି ମାଗଣା ମାଗଣା କହି ରୋ-ଗୀ-ର ଆ-ଖି ଓ କି-ଡ-ନୀ ଚୋ-ରୀ କରାଯାଇଛି । ଅ-ଭି-ଯୋ-ଗ କରିଥିବା ଯୁବକଙ୍କ ଅନୁସାରେ ଗତ ଏପ୍ରିଲ ମାସ ୧୯ ତାରିଖରେ ଭୁବନେଶ୍ବର ସ୍ଥିତ ଏକ କୋ-ଭି-ଡ ହ-ସ୍ପି-ଟା-ଲରେ ପୁରିଆ ବାସିନ୍ଦା ତାଙ୍କର ପିତା ଏନ ତ୍ରିନାଥଙ୍କୁ ଭ-ର୍ତ୍ତି ହୋଇଥିଲେ ।

କିନ୍ତୁ କିଛି ଦିନ ପରେ ପରିବାର ଲୋକମାନେ କୌଣସି ବି ପ୍ରକାରର ଖ-ବ-ର ପାଇଲେ ନାହିଁ ତ ସେମାନେ ପ୍ରଥମେ ବିଏମସି ଓ ଏହା ପରେ ସମସ୍ତ କୋ-ଭି-ଡ ହ-ସ୍ପି-ଟା-ଲ ବୁଲି ବାପାଙ୍କ ବିଷୟରେ ପଚାରୀ ବୁଝୁଥିଲେ । ଶେଷରେ କୋ-ଭି-ଡ ହ-ସ୍ପି-ଟା-ଲ ନୁହେଁ ଭୁବନେଶ୍ଵର ସ୍ଥିତ ଡୁମୁଡୁମୁ ଅଞ୍ଚଳରୁ ଏନ ତ୍ରିନାଥଙ୍କ ମ-ର ଶ-ରୀ-ର ମିଳିଥିଲା । ଗୋଟିଏ ଖ-ବ-ର କାଗଜରେ ଏନ ତ୍ରିନାଥଙ୍କ ବିଷୟରେ ଖ-ବ-ର ଆସିବା ପରେ ମୃ-ତ-କ-ଙ୍କ ପରିବାର ପୋ-ଲି-ସ-ଙ୍କ ବିରୁଦ୍ଧରେ ଓ ହ-ସ୍ପି-ଟା-ଲ ବି-ରୁ-ଦ୍ଧ-ରେ ଗମ୍ଭୀର ଅ-ଭି-ଯୋ-ଗ ଆଣିଛନ୍ତି ।

ଆଇଏଚଆରସି ର ତିନି ଜଣିଆ ପ୍ର-ତି-ନି-ଧି ରାଜ୍ୟର ସଭାପତି ଶିବ ସୁନ୍ଦର ସ୍ଵାଇଁ, ଖୋର୍ଦ୍ଦା ଜିଲ୍ଲାର ସଭାପତି ନାରାୟଣ ସାହୁ ଓ ରାଜ୍ୟର ଯୁଗ୍ମ ସମ୍ପାଦକ ଶଶାନ୍ତ ଶେଖର ପଣ୍ଡା ସମ୍ପୃକ୍ତ କୋ-ଭି-ଡ ହ-ସ୍ପି-ଟା-ଲ ବିଷୟରେ ଉଜାଗର କରିଛନ୍ତି । ମେ ୧୯ରେ ତ୍ରିନାଥଙ୍କ ପୁଅ ଓ ପରିବାର ଲୋକମାନେ ଯେତେବେଳେ କୋ-ଭି-ଡ ହ-ସ୍ପି-ଟା-ଲରୁ ନିଜର ପିତାଙ୍କୁ ନେଇ ଯିବା ପାଇଁ ଆସିଲେ ତେବେ ସେହି ସମୟରେ ସେମାନେ ଜାଣିଲେ କି ତାଙ୍କର ପିତା କୋ-ଭି-ଡ କାରଣରୁ ପ୍ରା-ଣ ହ-ରା-ଇ-ଛ-ନ୍ତି ।

ଆଇଏଚଆରସି ର ଟିମ ଓ ତ୍ରିନାଥଙ୍କ ପରିବାର ଲୋକମାନେ କ୍ୟା-ପି-ଟା-ଲ ହ-ସ୍ପି-ଟା-ଲ ଯାଇ ଜାଣିଲେ କି ଏନ ତ୍ରିନାଥ ନାମକ କୌଣସି ବି ବ୍ୟକ୍ତି ସେହି ହ-ସ୍ପି-ଟା-ଲରେ ନାହାନ୍ତି । BMCରେ ମଧ୍ୟ ସେହିଭଳି କୁହାଗଲା । ଏମିତିରେ ପରିବାର ଲୋକମାନେ ନିରାଶ ହୋଇ ଭରତପୁର ଥା-ନା-ରେ ମେ ୨୨ ତାରିଖରେ ଏକ ଅ-ଭି-ଯୋ-ଗ ଦେଲେ । କିନ୍ତୁ ଥା-ନା-ର ଅଧିକାରୀମାନେ ମେ ୨୨ ରୁ ୨୦ ଜୁନ ଅର୍ଥାତ ୧ ମାସ ହେବ କହୁଛନ୍ତି କି ଯା-ଞ୍ଚ ଚାଲିଛି ।

ସୂ-ଚ-ନା ଅନୁସାରେ ପ୍ରଥମେ ଯେତେବେଳେ ପରିବାର ଲୋକମାନେ ଏନ ତ୍ରିନାଥଙ୍କୁ ଭୁବନେଶ୍ଵରର ଏକ କୋ-ଭି-ଡ ହ-ସ୍ପି-ଟା-ଲରେ ଭର୍ତ୍ତି କରିଲେ । ଏହା ପରେ କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କର ପିତା ସୁ-ସ୍ଥ ଅଛନ୍ତି ବୋଲି ହ-ସ୍ପି-ଟା-ଲ କ-ର୍ମ-ଚା-ରୀ-ମା-ନେ ଏନ ତ୍ରିନାଥଙ୍କୁ ଫୋ-ନ ମାଧ୍ୟମରେ କହୁଥିଲେ । କିନ୍ତୁ ପୁଣି କିଛି ଦିନ ପରେ ଯେତେବେଳେ ICMRର ସଦସ୍ୟମାନେ ଓ ପରିବାର ଲୋକମାନେ ହ-ସ୍ପି-ଟା-ଲକୁ ଯାଇ ପ୍ର-ଶ୍ନ କରିଲେ ତେବେ ସେମାନେ କହିଲେ କି ଏପ୍ରିଲ ୨୧ରେ ତାଙ୍କର ପିତାଙ୍କର ମୃ-ତ୍ୟୁ ହୋଇଛି ଓ ତାଙ୍କ ବାପାଙ୍କର ମା-ନ-ସି-କ ବି-କୃ-ତି ଥିଲା ଓ ଆପଣ କ୍ୟା-ପି-ଟା-ଲ ହ-ସ୍ପି-ଟା-ଲକୁ ଯାଆନ୍ତୁ ଆପଣଙ୍କୁ ସବୁ ଖ-ବ-ର ମିଳିଯିବ ।

କିନ୍ତୁ କ୍ୟାପିଟାଲ ହ-ସ୍ପି-ଟା-ଲ-ରେ ଏନ ତ୍ରିନାଥଙ୍କ ବିଷୟରେ କୌଣସି ବି ସୂ-ଚ-ନା ମିଳିଲା ନାହିଁ ଓ ଏହା ପରେ ଶେଷରେ ଥା-ନା-ରେ ଅ-ଭି-ଯୋ-ଗ ପରିବାର ଲୋକମାନେ କରିଲେ । କିନ୍ତୁ ଏହା ସତ୍ବେ ବି ତାଙ୍କର ପିତାଙ୍କ ବିଷୟରେ କୌଣସି ବି ସୂଚନା ମିଳିଲା ନାହିଁ । କିନ୍ତୁ ଆଜି ଖ-ବ-ର କାଗଜରେ ତାଙ୍କର ପିତାଙ୍କ ମୃ-ତ୍ୟୁର ଖ-ବ-ର ଆସିବା ପରେ ତାଙ୍କର ପରିବାର ଲୋକମାନେ ମି-ଡି-ଆ ସାମ୍ନାକୁ ଆସି ପୋ-ଲି-ସ ଅ-ଧି-କା-ରୀ-ଙ୍କ ବିଷୟରେ ଭୁବନେଶ୍ଵର କ୍ୟାପିଟାଳ ହ-ସ୍ପି-ଟା-ଲରେ ହେଉଥିବା କାମ ବିଷୟରେ କହିଛନ୍ତି ।

https://www.facebook.com/watch/?v=233966824929122&ref=external

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କ-ମେ-ଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *