ବାଛନ୍ତୁ ଗୋଟେ କ୍ରିଷ୍ଟାଲ ଓ ଜାଣନ୍ତୁ ଭଗବାନ ଆପଣଙ୍କୁ କଣ ସନ୍ଦେଶ ଦେବକୁ ଚାହୁଞ୍ଚନ୍ତି

ଦୁନିଆରେ ବ୍ୟକ୍ତି ନିଜ ଅନୁଯାଇ ଗୋଟେ ପରମଆତ୍ମାଙ୍କୁ ମାନନ୍ତି, ତେବେ କେହି ସୁପର ପାୱର କହିଥାନ୍ତି କେହି ଭଗବାନ କେହି ଅଲାହ କିନ୍ତୁ ସମସ୍ତେ କିଛି ନା କିଛି ଉପାୟରେ ତାଙ୍କୁ ମାନନ୍ତି । ତେବେ ଭଗବାନ ଉପରେ ଆରାଧନା କଲେ ମନରେ ନୂଆ ସକାରାତ୍ମକ ଊର୍ଜା ଉତ୍ପନ କରିଥାଏ ଯାହା କାମ ବା ଅନ୍ୟ ସମସ୍ଯା ସମ୍ଭାଳିବା ପାଇଁ ଶକ୍ତି ଦେଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ସର୍ବୋଚ୍ଚ ଶକ୍ତି ଗୋଟେ ସନ୍ଦେଶ କହିବାକୁ ଯାଉଛୁ କିନ୍ତୁ ତା ପାଇଁ ଆପଣଙ୍କୁ ମନ ଧ୍ୟାନ ଏକାଗ୍ର କରି ବଡ ନିଶ୍ଵାସ ନେଇ ଶାନ୍ତ ହବାକୁ ହବ ଓ ତା ପରେ ଆମେ ଆପଣଙ୍କୁ ୩ଟି କ୍ରିଷ୍ଟାଲ ଦେଖେଇବୁ ଯେଉଁଥିରୁ ଆପଣଙ୍କୁ ପସନ୍ଦ କରିବାକୁ ହବ ।

Image Courtesy: Google

୧. ଯେଉଁ ବ୍ୟାକତି ମାନେ ପ୍ରଥମ କ୍ରିଷ୍ଟାଲ ପସନ୍ଦ କରିଛନ୍ତି ତେବେ ସର୍ବୋଚ୍ଚ ଶକ୍ତି ଆପଣଙ୍କୁ ଏହା କହିବାକୁ ଚାହନ୍ତି ଯେ ଆପଣ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଯାହା ଆଜି ଲଗାଇବେ ତାହା ଭବିଷୟରେ ଆପଣଙ୍କୁ ଉନ୍ନତି ଦବ କିନ୍ତୁ କୌଣସି ନୂଆ କାର୍ଯ୍ୟରେ ସମୟ ଲାଗିଥାଏ ସେଥିପାଇଁ ଏବେ ଠାରୁ ଆରମ୍ଭ କରନ୍ତୁ ଆପଣଙ୍କ ସମୟ ମଧ୍ୟ ଭଲ ଆସିଛି । ତେବେ ଜୀବନରେ କୌଣସି ସମସ୍ଯା ଆସିଲେ ଯେଉଁ ବ୍ୟକ୍ତି ଡଋ ଯାନ୍ତି ଓ କାମ ଅଧାରେ ଛାଡି ଦିଅନ୍ତି ସେହି ଭଳି ବ୍ୟକ୍ତି କେବେ ସଫଳ ହୁଅନ୍ତି ନାହିଁ ।

Image Courtesy: Google

୨. ଯଦି ଆପଣ ଦ୍ଵିତୀୟ କ୍ରିଷ୍ଟାଲ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ନିଜ କୌଣସି ଖରାପ ଅଭ୍ଯାସ ଛାଡିବାକୁ ହବ ନଚେତ ଭବିଷତରେ ବହୁତ ବଡ ଅସୁବିଧା ହୋଇପାରେ । ତେବେ ଜୀବନରେ ନିଜକୁ ସୁଧାରିବା ବହୁତ କଷ୍ଟ କିନ୍ତୁ ଯେଉଁ ବ୍ୟକ୍ତି ନିଜ ଭୁଲ ଓ ଖରାପ ଅଭ୍ଯାସକୁ ବଦଳିଥାନ୍ତି ସେ ସଫଳ ହବା ସହ ସୁଖୀ ମଧ୍ୟ ହୋଇଥାନ୍ତି । ତେବେ ଯଦି ଆପଣଙ୍କ କିଛି ଖରାପ ଅଭ୍ଯାସ ଅଛି ଯେମିତି ମଦ ବା ଧୂମ୍ରପାନ ତେବେ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ଅଟେ ଆପଣ ଚେଷ୍ଟା କଲେ ବହୁତ ସହଜରେ ଛାଡି ପାରିବେ ।

Image Courtesy: Google

୩. ଯଦି ଆପଣ ତୃତୀୟ କ୍ରିଷ୍ଟାଲ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ନୂଆ ଦାଇତ୍ଵ ମିଳିବାକୁ ଯାଉଛି ଯାହାକୁ ଆପଣଙ୍କୁ ମନ ଧ୍ୟାନ ଦେଇ ପୂରଣ କରିବାକୁ ହବ । ଆପଣଙ୍କ ଉପରେ ବହୁତ ବଡ ଦାଇତ୍ଵ ଆସିବ କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆପଣ ସବୁ କିଛି ବହୁତ ଭଲ ଭାବରେ ସମ୍ଭାଳି ପାରିବେ । ଆପଣଙ୍କୁ ଦାଇତ୍ଵ ବୁଝିବା ପାଇଁ ଓ ସଠିକରେ କରିବା ପାଇଁ ସମୟ ଲାଗି ପାରେ ତେବେ ଚିନ୍ତା କରିବେ ନାହିଁ ।

Leave a Reply

Your email address will not be published. Required fields are marked *