Babusan ନିଜ ବାପା ଙ୍କ ସହିତ ମିଶି କେମିତି ଖେଳୁଛନ୍ତି ପୁଅ Samarth ସହ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ସମ୍ବନ୍ଧରେ ଆପଣ ମାନଙ୍କୁ ବେଶ ଭଲ ଭାବେ ଜଣା । ମୁଖ୍ୟତ ଓଡିଆ ମାନେ ଓଡିଆ ଚଳଚିତ୍ର ଦେଖିବାକୁ ବହୁତ ଭଲ ପାଇଥାନ୍ତି । ଓଡିଆ କଳାକାର ମାନେ ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଫ୍ୟାନ୍ସ ଙ୍କ ହୃଦୟକୁ ଜିତି ପାରିଛନ୍ତି । ବନ୍ଧୁଗଣ ଆପଣ ସମସ୍ତେ “ଅପରାଜିତା ମହାନ୍ତି” ଏବଂ “ଉତ୍ତମ ମହାନ୍ତି” ଙ୍କୁ ଜାଣିଥିବେ । ଉଭୟ ଓଲିଉଡ ର ଉଚ୍ଚତ୍ତମ ତଥା ପ୍ରସିଦ୍ଧ କଳାକାର ଅଟନ୍ତି ।

ବନ୍ଧୁଗଣ ଉଭୟଙ୍କ ଏକମାତ୍ର ପୁତ୍ର ସନ୍ତାନ “ବାବୁଶାନ ମାହାନ୍ତି” ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ କଳାକାର ଅଟନ୍ତି । ନିକଟରେ ତାଙ୍କ ବିବାହ ତାଙ୍କର ପିଲାଦିନ ର ସାଙ୍ଗ ତୃପ୍ତି ସାଙ୍ଗେ ହୋଇଅଛି । ବନ୍ଧୁଗଣ ଉଭୟଙ୍କ ବିବାହ ୨୦୧୪ ମସିହାରେ ସମ୍ପର୍ଣ୍ଣ ହୋଇଥିଲା । ବର୍ତ୍ତମାନ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଅଛି ।

ଏହାକୁ ନେଇ ବାବୁଶାନ ଙ୍କ ଘର ଖୁସିର ଲହରୀ ଉଠିଥିଲା । ବନ୍ଧୁଗଣ ତାଙ୍କ ଶିଶୁ ପୁତ୍ର ଙ୍କ ଜ-ନ୍ମ ଖବର ଶୁଣି ବାବୁଶାନ “ବିଦ୍ୟାରଣ” ଚଳଚିତ୍ର ରେ ଅଭିନୟ କରୁଥିବା ସମୟରେ ଖବର ଶୁଣି ସେଠାରୁ ନିଜ ପୁତ୍ର ସନ୍ତାନ କୁ ଦେଖିବା ପ୍ପାଇନ ହସ୍ପିଟାଲ କୁ ଧାଇଁ ଆସିଥିଲେ । ସେଠାରେ ନିଜ ପୁତ୍ର କୁ କୋଳରେ ଧରି ସେ ବହୁତ ଆନନ୍ଧିତ ହୋଇଥିଲେ ।

ବନ୍ଧୁଗଣ ନିକଟରେ ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାବୁଶାନ ତାଙ୍କ ବାପା “ଉତ୍ତମ ମହାନ୍ତି” ଙ୍କ ସହିତ ମିଶି ନିଜ ପୁତ୍ର ସନ୍ତାନ ଙ୍କ ସହିତ ବେଶ ଆନନ୍ଦ ଉଲ୍ଲସିତ ହୋଇ ଖେଳୁଛନ୍ତି । ବନ୍ଧୁଗଣ ବାବୁଶାନ ଜଣେ ଅଭିନେତା ହେବା ସଙ୍ଗେ ସଙ୍ଗେ ଜଣେ ଗାୟକ ମଧ୍ୟ ଅଟନ୍ତି । ସେ ଅନେକ ଚଳଚିତ୍ର ରେ ନିଜର କଣ୍ଠଦାନ କରିଛନ୍ତି ।

 

ତାଙ୍କ ଅଭିନୟ ରେ ଅନେକ ଦର୍ଶକ ପ୍ରଭାବିତ ହୋଇଛନ୍ତି । ସେ ନିଜ ଅଭିନୟ ଜରିଆରେ ଯୁବା ପିଢୀ ନିମନ୍ତେ ଏକ ଉଦାହରଣ ପାଲଟି ଯାଇଛନ୍ତି । ବାବୁଶାନ ବର୍ତ୍ତମାନ ବାପା ହୋଇ ନିଜ ପୁତ୍ର ର ଭବିଷ୍ୟତ କୁ ନେଇ ଚିନ୍ତିତ ଅଛନ୍ତି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓ ରେ ସେ ନିଜ ପୁତ୍ର ସନ୍ତାନ କୁ ନେଇ ବହୁତ କେୟାରିଙ୍ଗ ଅଟନ୍ତି । ବର୍ତ୍ତମାନ ତାଙ୍କ ପରିବାର ବର୍ଗ ବହୁତ ଖୁସି ଅଛନ୍ତି ।

ବାବୁଶାନ ଙ୍କ ପୁତ୍ର ପାଇଁ ପରିବାରବର୍ଗ ବହୁତ ମାନସିକ କରିଥିବାର ସୂଚନା ମିଳିଅଛି । ବନ୍ଧୁଗଣ ବାବୁଶାନ ଙ୍କ ଶିଶୁ ପୁତ୍ର ଙ୍କ ନାମ “ସମର୍ଥ” ଅଟେ । ବାବୁଶାନ ମହାନ୍ତି ଙ୍କ ସାସୁ ତାଙ୍କ ନାତି ଙ୍କୁ ଦେଖିବା ପରେ କହିଥିଲେ ଯେ, ନାତି ତି ଜ୍ଵାଇଁ ଙ୍କ ଭଳି ହୋଇଅଛି । ବନ୍ଧୁଗଣ ଉତ୍ତମ ମହାନ୍ତି ନିଜ ନାତି ଙ୍କୁ କୋଳରେ ଖେଳାଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଟିପ୍ପଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *