ବାଛନ୍ତୁ କୌଣସି 1 ନମ୍ବର ଓ ଜାଣନ୍ତୁ ସେ କିଏ ଯିଏ ସବୁବେଳେ ତମ କଥା ହିଁ ଭାବୁଥାଏ

ଗୋଟେ ନମ୍ବର ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ଆଉ ସିଏ କିଏ ଅଟନ୍ତି ଯିଏ ସବୁବେଳେ ଆପଣଙ୍କ କଥା ଭାବୁଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର  ଗେମ ନେଇକି ଆସିଛୁ । ଏହି ଗେମ ଅନୁସାରେ ଆପଣଙ୍କୁ ଏଠାରେ କିଛି ନମ୍ବର ଦିଆଯାଇଛି । ଯାହା ମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ ନମ୍ବର ପସନ୍ଦ କରିବାର ଅଛି ଶେଥି ପାଇଁ ଆପଣଙ୍କୁ 5 ସେକେଣ୍ଡ ଦିଆଯିବ । ଦେଖିବା ଆପଣ ପସନ୍ଦ କରିଥିବା ନମ୍ବର ଭିତରୁ ସେ କେଉଁ ନମ୍ବର ଅଟେ ଯିଏ ସବୁବେଳେ ଆପଣଙ୍କ କଥା ଭାବିଥାଏ ।


ଯଦି ଆପଣ ନମ୍ବର 1 ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ବେଷ୍ଟ ଫ୍ରେନ୍ଡ ଆପଣଙ୍କୁ ବହୁତ ମାନେ ପକାଉଛନ୍ତି । ଏବେ କହିବା ତାଙ୍କ କଥା ଯିଏ ନମ୍ବର ୨ ଚୁଜ କରିଛନ୍ତି  ତେବେ ସିଏ ହେଉଛନ୍ତି ଆପଣଙ୍କ କ୍ରଶ ଯିଏ ଆପଣଙ୍କ କଥା ଅଧିକ ଭାବୁଛନ୍ତି । ଏବେ ଜାଣିବା ସେଇ ମାନଙ୍କର ଯିଏ ନମ୍ବର ୩ ଚୁଜ କରିଛନ୍ତି । ତେବେ ଆପନ୍ନକୁ ଅଧିକ ଭାବୁଛନ୍ତି ଆପଣଙ୍କ ସ୍କୁଲ କଲେଜର ସାଙ୍ଗ ମାନେ ।


ଯଦି ଆପଣ ୪ ନମ୍ବର ଚୁଜ କରିଛନ୍ତି ତେବେ ଯିଏ ଅଧିକ ଭାବୁଛନ୍ତି ସିଏ ହେଉଛି ଆପଣଙ୍କ ବୟଫ୍ରେନ୍ଡ ବା ଗର୍ଲ ଫ୍ରେନ୍ଡ । ଆପଣଙ୍କୁ ବହୁତ ମନେ ପକାଉଛନ୍ତି । ଯଦି ଆପଣ ନମ୍ବର ୫ ଚୁଜ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନ ସାଥି ଅଧିକ ମାନେ ପକାଉଛନ୍ତି । ଏବେ ଆଲୋଚନା କରିବା ତାଙ୍କର ଯିଏ ନମ୍ବର ୬ ଚୁଜ କରିଛନ୍ତି ତେବେ ଆପଣଙ୍କ ପ୍ରେମୀ ବହୁତ ମଏ ପକାଉଛନ୍ତି । ଏବେ ଆଲୋଚନା କରିବା ଯିଏ ନମ୍ବର ୭ ଚୁଜ କରିଛନ୍ତି ।

ଆପଣଙ୍କ ପ୍ରଥମ ପ୍ରେମ ଆପଣଙ୍କୁ ବହୁତ ମନେ ପକାଉଛନ୍ତି । ଯଦି ଆପଣ ନମ୍ବର ୮ ଚୁଜ କରିଛନ୍ତି ତେବେ ଜାଣିବେକି ଆପଣଙ୍କ ସହକର୍ମୀ ଯେଉଁ ମାନେ ଆପଣବକ ସହିତ ମିସିକି କାମ କରୁଛନ୍ତି ସେଇମାନେ ଆପଣଙ୍କୁ ଅଧିକ ମନେ ପକାଉଛନ୍ତି । ଏବେ ଆଲୋଚନା କରିବା ତାଙ୍କର ଯିଏ ନମ୍ବର ୯ ଚୁଜ କରିଛନ୍ତି । ଆପଣଙ୍କ ହଜିଯାଇଥିବା ପ୍ରେମ ଆପଣଙ୍କୁ ଅଧିକ ମନେ ପକାଉଛନ୍ତି । ଯଦି ଆପଣା ନମ୍ବର ୧୦ ଚୁଜ କରିଛନ୍ତି ତେବେ ଜାଣିବେ ଆପଣଙ୍କ ପିଲା ବେଳର ସାଙ୍ଗ ଆପଣଙ୍କୁ ବହୁତ ମନେ ପକାଉଛନ୍ତି ।

Leave a Reply

Your email address will not be published. Required fields are marked *