୯୯% ଲୋକ ବାଦାମର ଏହି ଗୁଣ ବିଷୟରେ ଜାଣି ନାହାନ୍ତି, ଜାଣି ଆପଣ ମଧ୍ୟ ଚକିତ ରହି ଯିବେ- ଦିଏ ଏହି ସବୁ ରୋଗରୁ ମୁକ୍ତି

ଆପଣ ସମସ୍ତେ ଜାଣିଛନ୍ତି ଯେ ବାଦାମ ବହୁତ ଲାଭକାରୀ ହୋଇ ଥାଏ ସେଥିପାଇଁ ପାଠ ପଢୁଥିବା ଛୁଆଙ୍କୁ ଓଦା ବାଦାମ ଖୁଆ ଯାଇ ଥାଏ । ବାଦାମ ଖାଇଲେ ସ୍ୱାସ୍ଥ୍ୟ ଭଲ ହୋଇ ଥାଏ ଓ ଛୁଆଙ୍କ ମାନସିକ ବୁଦ୍ଧି ବଢି ଥାଏ ବୋଲି ପ୍ରାୟତଃ ଲୋକ ଜାଣିଛନ୍ତି ତେବେ ଆଜି ଆମେ ଆପଣଙ୍କୁ ବାଦାମ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ । ଯାହା ବୋଧେ ଆପ ଜାଣି ନଥିବେ, ଏହାର ଏତେ ଫାଇଦା ଅଛି ବୋଲି । ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ ।

Image Courtesy: Google

ଯେମିତିକି ଆମେ ସମସ୍ତେ ଜାଣିଛୁ ଯେ ବାଦାମ ସ୍ମରଣ ଶକ୍ତି ବଢେଇ ଥାଏ ବାଦାମ ଭିତରେ ଆବଶ୍ୟକ ଭିଟାମିନ ଓ ମିନରଲ୍ସ ରହି ଥାଏ, ଯେମିତିକି- ଭିଟାମିନ-ଈ, ଜିଙ୍କ, କ୍ୟାଲ୍ଶିୟମ, ମ୍ୟାଗ୍ନେସିୟମ ଏବଂ ଓମେଗା-୩ ଏବଂ ଅନ୍ୟ କେତେକ ଲାଭକାରୀ ତତ୍ଵ ହୋଇ ଥାଏ ।

– ଓଜନ :

ସବୁ ଠାରୁ ଆବଶ୍ୟକ କଥା ଯେ ବାଦାମ ଦ୍ଵାରା ଓଜନ ବଢି ଥାଏ କାହିଁକିନା ବାଦାମ ରେ ମୋନୋଅନସେଚୁରେଟେଡ ଫୈଟ ହୋଇ ଥାଏ ଯାହା ଆମ ଶରୀର ପାଇଁ ଆବଶ୍ୟକ ହୋଇ ଥାଏ । ଓଦା ବାଦାମ ଏନ୍ଟିଅକ୍ସିଡେଣ୍ଟ ର ଭଲ ସ୍ରୋତ ହୋଇ ଥାଏ, ଓଦା ବାଦାମ ରେ ବିଟାମିନ B17 ଏବଂ ଫୋଲିକ ଏସିଡ ହୋଇ ଥାଏ ଯାହା କ୍ୟାନ୍ସର ଭଳି ରୋଗ ଠାରୁ ଲଢିବା ପାଇଁ ସାହାଯ୍ୟ ମିଳି ଥାଏ ।

Image Courtesy: Google

ହୃଦୟକୁ ସୁସ୍ଥ ରଖେ :

ବାଦାମ ବହୁତ ଶକ୍ତିଶାଳି ଏନ୍ଟିଅକ୍ସିଡେଣ୍ଟ ଏଜେଣ୍ଟ ଅଟେ, ଯାହା ଏଲଡିଏଲ କୋଲେଷ୍ଟ୍ରୋଲ ଅଟକେଇବା ପାଇଁ ସାହାଯ୍ୟକ ହୋଇ ଥାଏ । ବାଦାମର ଏହି ଗୁଣ ହୃଦୟକୁ ସୁସ୍ଥ ରଖିଥାଏ ଓ ହୃଦୟର ଷ୍ଟ୍ରେସ କମ କରି ଥାଏ ଯାହା ଦ୍ଵାରା ହୃଦୟ ସାମାନ୍ୟ ରହି ଥାଏ । ତେବେ ଯଦି ଆପଣଙ୍କର ମଧ୍ୟ ହାର୍ଟ ଜନିତ କିଛି ସମସ୍ୟା ଅଛି ଆପଣ ମଧ୍ୟ ପ୍ରତ୍ୟକ ଦିନ 2ରୁ 4 ଟି ବଦଳ ନିଶ୍ଚୟ ଖାଆନ୍ତୁ ।

Image Courtesy: Google

ଗର୍ଭରେ ଶିଶୁ ପାଇଁ ଲାଭଦାୟକ :

ବାଦାମ ରେ ଫଲିକ ଏସିଡ ହୋଇ ଥାଏ ଯାହା ଦ୍ଵାରା ଗର୍ଭ ରେ ଥିବା ଶିଶୁର ମସ୍ତିଷ୍କ ଏବଂ ନ୍ଯୂରୋଲଜିକଲ ସିସ୍ଟମ ବିକାସ କରିବା ରେ ସାହାଯ୍ୟ ପ୍ରାପ୍ତ ହୋଇ ଥାଏ । ଗର୍ଭାବସ୍ଥାରେ ମଧ୍ୟ ଏହାର ସେବନ ଅନେକ ଲାଭ କାରୀ ଅଟେ ।

ପାଚନ କ୍ରିୟା :

ବାଦାମ ପାଚନ କ୍ରିୟା ମଜବୁତ କରି ଥାଏ ଏବଂ ସ୍ୱାସ୍ଥ୍ୟ ଭଲ କରି ଥାଏ, ଓଦା କଞ୍ଚା ବାଦାମ ଖାଇଲେ ଆପଣଙ୍କ ପେଟ ସଫା କରି ଥାଏ ଏବଂ ସ୍ୱାସ୍ଥ୍ୟ ଭଲ କରି ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *