ବାଡିରେ କଦଳୀ ଗଛ ରଖିଛନ୍ତି କି ସାବଧାନ, ନଚେତ… Vastu Tips

ଓଡିଆ ଧର୍ମରେ କଦଳୀ ଗଛକୁ ଆମେ ଭଗବାନ ଭଳି ମାନିଥାଉ । ଏହା ସହିତ କଦଳୀ ଗଛ ଶୁଭର ପ୍ରତୀକ ହୋଇଥାଏ । ଯଦି କଦଳୀ ଗଛ ଠିକ ଜାଗାରେ ଲଗାଇ ନାହାଁନ୍ତି କି ଦିଗ ଅନୁସାରେ ଲଗାଇ ନାହାନ୍ତି । ତେବେ ଆପଣ ବର୍ବାଦ ହେବାରୁ କୌଣସି ଲୋକ ରଖି ପାରିବେ ନାହିଁ । କଦଳୀ ଗଛକୁ ଯେତେବେଳେ ଲଗାଇବେ ଉତ୍ତର ଦିଗକୁ ଲଗାଇବେ ଓ ସମୟ ହିସାବରେ ଲଗାଇବେ । ଯେଉଁ ମାନେ ବାହା ହୋଇ ନାହାନ୍ତି ମାନେ ଅବାଢୁଅ ପିଲା କଦଳୀ ଗଛ ଲଗାନ୍ତୁ ନାହିଁ । ଘରର ଯିଏ ବୟସ୍କ ଲୋକହିନ କଦଳୀ ଗଛ ଲଗାଇବା ଦରକାର ।


କଦଳୀ ଗଛକୁ ଭୁଲରେବି ଯେଉଁ ମନେ ବିବାହ କରି ନାହାନ୍ତି କିମ୍ବା ଧନ ସମସ୍ଯା ଆପଣଙ୍କର ଦେଖାଯାଉଛି ତେବେ କେବେବି କଦଳୀ ଗଛକୁ କାଟିବେ ନାହିଁ । ଯଦି ଆପଣ କଦଳୀ ଗଛକୁ କାଟିବେ ବୃହସ୍ପତି ଗ୍ରହ ଆପଣଙ୍କର ଖରାପ ପଡିବ । ଏହା ସହିତ ବିବାହ ମଧ୍ୟ ଜୀବନସାରା ହୋଇପାରିବ ନାହିଁ । ଆଉ ବେଶିକରି ଝିଅ ପିଲାମାନେ କଦଳୀ ଗଛକୁ କାଟିବେ ନାହିଁ । ସବୁବେଳେ ଚେଷ୍ଟା କରିବେ କଦଳୀ ଗଛଠୁ ଦୂରରେ ରହିବା ପାଇଁ କାରଣ କଦଳୀ ଗଛରେ ବହୁତ ଖରାପ ଏନର୍ଜି ରହିଥାନ୍ତି ।


ଯଦି ପାରିବେ କଦଳୀ ଗଛକୁ ପାଣି ଦେଇପାରିବେ । ଯଦି ଝିଅ ପିଲାମାନଙ୍କର ବୃହସ୍ପତି ଗ୍ରହ ଖରାପ ଥିବ କି ବାହାଘର ଡେରି ହେଉଥିବ ତେବେ ଝିଅ ମାନେ ପ୍ରତେକ ଗୁରୁବାର କଦଳୀ ଗଛରେ ପାଣିଦେବା ଦରକାର । ଏହା କରିବା ଦ୍ଵାରା ବିବାହ ହୋଇଯିବ । ଧନୁ ରାଶିର ବ୍ୟକ୍ତିଙ୍କର ଯଦି ବୃହସ୍ପତି ରାସୀ ଖରାପ ଥିବ ତାହେଲେ ପ୍ରତେକ ଗୁରୁବାର କଦଳୀ ଗଛ ମୂଳରେ ପାଣି ଦେବେ । ଭୁଲରେ ବି କଦଳୀ ଗଛକୁ ହାଣିବେ ନାହିଁକି କଦଳୀ ଗଛ ପତ୍ରକୁ ଦରକାର ନହେଲେ କାଟିବେ ନାହିଁ ।


ଯଦି ଏମିତି କରିବେ ଘରେ ଅଭାବ, ଧନର ମଧ୍ୟ ଅଭାବ ଦେଖାଯିବ । ଏହା ସହିତ କେବେବି ଧନ ଆପଣଙ୍କ ପାଖରେ ରହିବା ନାହିଁ । ଯଦି କଦଳୀ ଗଛ ଲଗାଉଛନ୍ତି ଘରରଉତ୍ତର ପୂର୍ବ ଐଶାନ୍ୟ କୋଣରେ ଲଗାଇବେ । ଯାହା ଦ୍ଵାରା ଧନ ଆପଣଙ୍କ ପାଖକୁ ଆସିବ ଓ ଶୁଭ ରହିବ । କଦଳୀ ଗଛକୁ ସବୁବେଳେ ପୂଜା କରିବେ ଓ ତାକୁ ସବୁବେଳେ ଯତ୍ନ ନେବେ । ଏହା ଦ୍ଵାରା ଗରିବୀ ଆପଣଙ୍କ ପାଖ ମାଡିବ ନାହିଁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *