ବଲିଉଡ ଜଗତ ନିଜ ବହୁତ ପ୍ରସିଧ କଳାକାର ମାନଙ୍କ ପାଇଁ ବହୁତ ଚର୍ଚ୍ଚିତ ଅଟେ, ବଲିଉଡ ଜଗତ ଏମିତି ଏମିତି କଳାକାର ଦେଇଛି ଯାହାକୁ ଲୋକେ ଆଜିବି ମନେ ପକାଉଛନ୍ତି । ଭାରତ ନଂ ୧ ଖଳନାୟକ ଅମ୍ରିଶ ପୁରୀଙ୍କୁ ଆପଣ ମାନେ ଜାଣିଥିବେ ତାଙ୍କ ଅଭିନୟ ଆଉ ଖଳନାୟିକା ପାଇଁ ତାଙ୍କୁ ବହୁତ ଲୋକ ପସନ୍ଦ କରୁଥିଲେ ଆଉ ଯେଉଁ ଫିଲ୍ମରେ ତାଙ୍କୁ କାମ ମିଳୁଥିଲା ସେ ବହୁତ ନିଷ୍ଠା ସହ ତାକୁ କରିବାକୁ ଇଛା କରୁଥିଲେ ।
ତେବେ କଣ ଆପଣ ଜାଣିଛନ୍ତି ଅମ୍ରିଶ ପୁରିଙ୍କ ଜନ୍ମ ପାକିସ୍ତାନ ଲାହୋର ରେ ହୋଇଥିଲା ଆଉ ଭାରତ ପାକିସ୍ତାନ ବଣ୍ଟା ହବା ପରେ ତାଙ୍କ ପରିବାର ଭାରତରେ ଆସି ରହି ଯାଇଥିଲେ । ଅମ୍ରିଶ ପୂରୀଙ୍କ ଅଭିନୟ ଯେତେ ଖଳନାୟକ ଭଳି ଥିଲା ଅସଲ ଜୀବନରେ ସେ ସେତେ ଭଲ ବ୍ୟକ୍ତି ଥିଲେ ।
ଅମ୍ରିଶ ପୂରିଙ୍କ ଜନ୍ମ ସ୍ଥାନ ଲୋକେ କେବେ ଭାବି ନଥିଲେ ଜେ ତାଙ୍କ ଜୀବନରେ ଏମିତି ମଧ୍ୟ ସ୍ଥାନ ଆସିବ ଯେତେବେଳେ ସେ ବଲିଉଡ ଜଗତ ଜିବନ ହୋଇଯିବେ । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଲା ଯେ ଗୋଟେ ଟାଇମ ଏମିତି ଆସିଲା ଯେତେବେଳେ ତାଙ୍କ ଫିସ କୋଟିଏ ଟଙ୍କା ହୋଇଥିଲା କିନ୍ତୁ ସେତେବେଳେ ବି ସେ ବହୁତ ଭଲ ଲୋକ ଥିଲେ ଚିହ୍ନା ଥିବା ଲୋକଙ୍କ ପାଇଁ ସେ ତାଙ୍କ ଫିସ କମ ମଧ୍ୟ କରି ଦେଉଥିଲେ।
ଅମ୍ରିଶ ପୁରୀଙ୍କ ଅଭିନୟ ଯେତେ ଭଲ ଥିଲା ତାଙ୍କ ପୁଅ ରାଜୀବ ପୁରୀ ଅଭିନୟ ଦୁନିଆରେ ବିଶେଷ କିଛି କରି ପାରିଲେ ନାହିଁ । ରାଜୀବ ପୁରିଙ୍କୁ କ୍ୟାମେରା ଆଗକୁ ଆସିବାର ବିଶେଷ କିଛି ଇଛା ନଥିଲା ଯାହା ଦ୍ଵାରା ସେ କିଛି ଭଲ ପ୍ରସିଦ୍ଧି ପାଇ ନଥିଲେ ।
ତେବେ ଆମ୍ରିଶ୍ ପିରୀଙ୍କ ନାତି ଦେଖିବାକୁ ବହୁତ ସୁନ୍ଦର ଅଛନ୍ତି ତାଙ୍କ ନାମ ବରଦାନ ପୁରି ଅଟେ । ବରଦାନ ୯୦ ଠାରୁ ଅଧିକ ଜାଗାରେ କାମ କରିଛନ୍ତି ଆଉ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ପସନ୍ଦ ମଧ୍ୟ ଆସିଛି କିନ୍ତୁ କ୍ୟାମେରା ଆଉ ରିଲ ଉପରେ ତାଙ୍କ ପ୍ରଥମ ଅଭିନୟ ଆସିଛି ଯାହା ଏକସନ୍ ଆଉ ରୋମାନ୍ସ ର ଅଛି ଆପଣ ଦେଖିଲେ ମଧ୍ୟ କହିବେ ଯେ ବହୁତ ଭଲ ଅଭିନୟ ହେଇଛି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।