ବହୁତ୍ ଜଣଙ୍କ ଆଜି ମନ ଭାଙ୍ଗିଦେଲେ Riya Dey.. ନିଜ ସ୍ଵାମୀ ଙ୍କୁ ନେଇ କଣ କହିଲେ Riya ଦେଖନ୍ତୁ Video

ଭାଙ୍ଗି ଗଲା ଅନେକ ଙ୍କ ଦିଲ । ଏବେ ବାହା ଆହୋଇ ଯାଇଛନ୍ତି ଅଭିନେତ୍ରୀ ରିୟା ଦେ । ଏବେ ସୁନୀଲ ହେଉଛନ୍ତି ତାଙ୍କ ମନର ମଣିଷ । ବାଜିଛି ସେହନାଇ ଆଉ ରିୟା ରିପ୍ସେସନ ମଧ୍ୟ ଶେଷ ହୋଇ ସାରିଛି । ଗୋଟେ ପ୍ରିନସେସ ପରି ଲାଗୁଛନ୍ତି ରିୟା ନିଜ ରିପ୍ସେସନ ପାର୍ଟି ରେ । ଆଉ ସାଥିରେ ଅଛନ୍ତି ତାଙ୍କ ପ୍ରିନ୍ସ ଚାର୍ମିଙ୍ଗ ସୁନୀଲ । ଓଲିଉଡ ଜଗତରେ ଏବେ ଗୋଟେ ପ୍ରକାରର ମ୍ୟାରେଜ ର ମାହୋଲ ଚାଲିଛି ବା ବାହାଘର ର ସିଜିନ ଆରମ୍ଭ ହୋଇ ଯାଇଛି ।

ଛୋଟ କମେଡି ଷ୍ଟାର ହୁଅନ୍ତୁ କି ବଡ ଫିଲ୍ମ ଅଭିନେତା କି ଅଭିନେତ୍ରୀ ହୁଅନ୍ତୁ ସମସ୍ତେ ବାହା ହେଉଛନ୍ତି । ତେବେ ମନର ମଣିଷ କୁ ପାଇ ଯାଇଛନ୍ତି ରିୟା । ଅନେକ ଙ୍କ ନିଦ ହଜାଇ ଦେଇଛନ୍ତି ରିୟା । ତେବେ ପ୍ରେମ ବି ବାହା କରିଛନ୍ତି ରିୟା ଦେ । ଆଉ ତାଙ୍କ ମନ ଚୋରୀ କରିଥିବା ବ୍ୟକ୍ତି ଅର୍ଥାତ ସୁନୀଲ ଯିଏ କି ଜଣେ ବ୍ୟବସାୟି ଅଟନ୍ତି । କିଛି ଦିନ ପୂର୍ବରୁ ରିୟା ଙ୍କ ବାହାଘରର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଯେଉଁଥି ରେ ଅଲଗା ପ୍ରକାରର ଠୁମକା ଲଗାଇ ଥିଲେ ରିୟା ।

ତେବେ ତାଙ୍କର ରିପ୍ସେସନ ପାର୍ଟି ରେ ପହଞ୍ଚି ଛନ୍ତି ଓଲିଉଡ ଜଗତର ନାମିଦାମି କଳାକାର ମାନେ । ଯେଉଁଥି ରେ ଅଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି, ଉଶ୍ଵସୀ ମିଶ୍ର,  ଆଉ ତାଙ୍କ ସହ ଅନେକ କଳାକାର ମାନେ । ଏମିତିକି ରିୟା ଙ୍କ ରିପ୍ସେସନ ପାର୍ଟି ରେ କଂଗ୍ରେସ ବିଧାୟକ ସୁର ରାଉତରାଏ ମଧ୍ୟ ପହଞ୍ଚି ଯାଇଛନ୍ତି । ଆଉ ଡେକୋରେସନ ଦେଖି ସମସ୍ତଙ୍କର ଆଖି ଖସି ଯିବ । ଆଉ ତା ହସ ହୋଇଛି ନ ତିଅଣ ଛଅ ଭଜା । ୫୬ ହୋଗ କହିଲେ ଅତ୍ଯୁକ୍ତି ହେବ ନାହି ।

ଆଉ  ଏହା ସହ ପାର୍ଟି ରେ ରିୟା ଓ ସୁନିଲ ଙ୍କ ସମ୍ପର୍କୀୟ ମାନେ ମଧ୍ୟ ଯୋଗ ଦେଇଛନ୍ତି । ଉଭୟ ନବ ବିବାହିତା ଦମ୍ପତି ଙ୍କୁ ଆଶୀର୍ବାଦ କରିବାକୁ ପହଞ୍ଚି ଯାଇଛନ୍ତି ସମସ୍ତେ । ବର୍ତ୍ତମାନ ବିବାହ ସିଜିନ ଚାଲିଛି । ଆଉ ଏହାରି ମଧ୍ୟରେ ରିୟା ଙ୍କ ସ୍ଵାମୀ ସୁନିଲ ଙ୍କୁ ପ୍ରଶ୍ନ ପଚରା ଯାଇଥିଲା ରିୟା କେମିତି ଦେଖା ଯାଉଛନ୍ତି । ସୁନିଲ କହିଛନ୍ତି କି “ସେ ଆଗରୁ ବି ବାବି ଡଲ ଭଳି ଦେଖା ଯାଇଥାନ୍ତି କିନ୍ତୁ ଆଜି ଅଧିକା ବାବି ଡଲ ଭଳି ଦେଖା ଯାଉଛନ୍ତି” ।

ତା ପରେ ରିୟା ଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସୁନିଲ କେମିତି ଦେଖା ଯାଉଛନ୍ତି ଉତ୍ତର ରେ ସେ କହିଛନ୍ତି “ମୋ ସ୍ଵାମୀ ହେଉଛନ୍ତି ଦୁନିଆର ସବୁଠାରୁ ମୋସ୍ଟ ହ୍ୟାଣ୍ଡସମ, ସ୍ଵୀଟ ପର୍ଶନ । ମୋ ଚେହେରା ଦେଖି ସମସ୍ତେ ଜାଣି ପାରୁଥିବେ ମୁଁ କେତେ ଖୁସି ଅଛନ୍ତି ସୁନୀଲ ଙ୍କୁ ବାହା ହୋଇ” । ତେବେ  ଆଗକୁ ରିୟା ଅଭିନୟ କରିବେ କି ନାହି ତାହାର ସ୍ପଷ୍ଟ ସୂଚନା ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରିୟା ଓ ସୁନିଲ ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *