ବାପାଙ୍କ ମୃତ୍ୟୁକୁ ମାସେ ନ ପୁରୁନୁ ପୁଣି ଏମିତି କାମ କରି ଚର୍ଚ୍ଚାରେ ଆସିଲେ ପୁଅ Amlan

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ବେଷ୍ଟ ପର୍ଫୋମାଂସ ଦେଇଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ଏ ଦୁନିଆରୁ ବିଅଦୟ ନେଇ ସାରିଛନ୍ତି । ଯାହାଙ୍କୁ ଆଜି ବି ଲୋକ ମାନେ ମନେ ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅମ୍ଳାନ ବାପାଙ୍କ ମୃତ୍ୟୁ ପରେ ଏମିତି କଣ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ମିହିର ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ୮୦ ଓ ୯୦ ଦଶକର ଏମିତି ଜେଣ ଅଭିନେତା ଯାହାଙ୍କର ଅଭିନୟ ଆଜି ବି ଚର୍ଚ୍ଚା ରେ ରହିଛି । ତାଙ୍କର ଅଭିନୀତ ଅନେକ ଓଡିଆ ଫିଲ୍ମ ଆଜି ବି ଲୋକେ ମନେ ରଖିଛନ୍ତି ।

ତାଙ୍କର ଅଭିନୟକୁ ଦର୍ଶକେ ଅନେକ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଗତ କିଛି ଦିନ ତଳେ ମିହିର ଭାଇ ଆମ ସମସ୍ତଙ୍କୁ ଛାଡି ଏ ଦୁନିଆରୁ ବିଦାୟ ନେଇଛନ୍ତି ତାହା ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ତେବେ ତାଙ୍କର ମୃତ୍ୟୁ ପରେ ସାରା ଓଡିଆ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି ।

ତାଙ୍କର ମୃତ୍ୟୁ କୁ ନେଇ କିଛି କଳାକାର ମାନେ ମତ ରଖିଥିଲେ କି ତାଙ୍କ ଭଳି ଅଭିନେତା କି ମଣିଷ ଆଉ ମିଳିବେ ନାହି । ତେବେ ବାପା ଙ୍କ ମୃତ୍ୟୁ ର ଗୋଟେ ମାସ ନ ପୁରୁଣୁ ପୁଅ ଅମ୍ଳାନ ନିଜର କର୍ମ ଆରମ୍ଭ କରି ଦେଇଛନ୍ତି । କହିବାର ଅର୍ଥ ଏହା କି ଅଭିନେତା ଅମ୍ଳାନ ନିଜର ଶୁଟିଙ୍ଗ ପୁଣି ଥରେ ଆରମ୍ଭ କରିଛନ୍ତି ।

ସେ ପୁଣି ଥରେ ଓଡିଆ ଜଗତରେ ନିଜର ଅଭିନୟ ଜାରି ରଖିବା ପାଇଁ ପାଦ ଦେଇଛନ୍ତି । ଆପଣ ମାନେ ଏହି ଭିଡିଓ ରେ ଅମ୍ଳାନ ଙ୍କୁ ତାଙ୍କର ଆଗାମୀ ଫିଲ୍ମ ପାଇଁ ଶୁଟିଙ୍ଗ କରିବାର ଦେଖି ପାରିବେ । ବାପାଙ୍କର କଥାକୁ ଅନୁସରଣ କରି ପୁଅ ଅମ୍ଳାନ ନିଜର କାମକୁ ଆଗରେ ରଖି ଅଭିନୟ ଆରମ୍ଭ କରିବା ନିସ୍ପତି ନେଇଛନ୍ତି ।

ସେ ପୁରା ନିଷ୍ଠାର ସହକାରେ ବାପା ଙ୍କ ଭଳି ହେବାକୁ ଚେଷ୍ଟା କରୁଛନ୍ତି । ତେବେ ଅମ୍ଳାନଙ୍କର ଏଭଳି ପଦକ୍ଷେପ ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । କାରଣ ବାପା ଛାଡି ଯିବା ପରେ ସେ ଦୁଖରେ ଭାଙ୍ଗି ପଡିଥିଲେ ମଧ୍ୟ ନିଜର କର୍ମକୁ ଜାରି କରିବା ପାଇଁ ମହାନ କାମ କରି ଦେଖାଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ଅମ୍ଳାନଙ୍କର ଏଭଳି ପଦକ୍ଷେପ କେତେ ଦୂର ଗ୍ରହଣୀୟ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *